Browsing Tag

SPORTS MINISTER

ହରିୟାଣା କ୍ରୀଡା ମନ୍ତ୍ରୀଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ, ଇସ୍ତଫା ଦେଲେ ସନ୍ଦୀପ ସିଂହ

ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ ସନ୍ଦୀପ ସିଂହ। ଜୁନିଅର ମହିଳା କୋଚ୍ ତାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିବା ପରେ ସେ ନିଜ ଇସ୍ତଫା ଘୋଷଣା କରିଛନ୍ତି। ଏଥିସହ ଖେଳ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କୁ ସେ ହସ୍ତାନ୍ତର କରିଛନ୍ତି। ତାଙ୍କ ଉପରେ ଲାଗିଥିବା ଅଭିଯୋଗ ମିଥ୍ୟା…

ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶାର ୨୩୭ କ୍ରୀଡ଼ାବିତଙ୍କୁ ପୁରସ୍କାର, ସମ୍ମାନିତ କଲେ କ୍ରୀଡାମନ୍ତ୍ରୀ

କେନ୍ୟୁଜ୍ (ବ୍ୟୁରୋ):   ରାଜ୍ୟର ୨୩୭ କ୍ରୀଡ଼ାବିତଙ୍କୁ ସମ୍ମାନିତ କଲେ ରାଜ୍ୟ ସରକାର। କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଏହି କ୍ରୀଡ଼ାବିତଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି କ୍ରୀଡ଼ାବିତଙ୍କୁ…

ଖେଳ ମନ୍ତ୍ରୀଙ୍କ ଦଖଲ ପରେ ସ୍ୱର୍ଣ୍ଣ ପଦକ ପାଇଁ ନାରାୟଣନଙ୍କ ଠାରୁ ନିଆଯାଇଥିବା କଷ୍ଟମ ଫି ହେବ ଫେରସ୍ତ

କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ଶନିବାର କହିଛନ୍ତି ଯେ ଭାରତୀୟ ଚେସ ଖେଳାଳି ଶ୍ରୀନାଥ ନାରାୟଣନଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ନାରାୟଣନ୍‌ଙ୍କ ଠାରୁ ସ୍ୱର୍ଣ୍ଣ ପଦକ ଉପରେ ଏହି କଷ୍ଟମ୍‌ ଫି ନିଆଯାଇଥିଲା । ଏହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ନାରାୟଣନ୍‌ FIDE ଅନଲାଇନ୍ ଚେସ୍…

କିସ୍‌ ପରିଦର୍ଶନରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ, ୨୫ ହଜାର ୫ଶହ ଛାତ୍ରଛାତ୍ରୀଙ୍କ ଗହଣରେ ବିତାଇଲେ ମସୟ

ଭୁବନେଶ୍ବର(କେନ୍ୟୁଜ୍):   କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନସେସ୍‌ ବା କିସରେ ଭବିଷ୍ୟତ ଅଲିମ୍ପିଆନ୍‌ମାନେ ଅଛନ୍ତି। କିସର ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଅଲିମ୍ପିକରେ ଅଂଶଗ୍ରହଣ କରି ଦେଶକୁ ଗୌରବାନ୍ଵିତ କରିପାରିବେ। ଆସନ୍ତା ୨୦୨୦ ଟୋକିଓ ଅଲିମ୍ପିକ କିମ୍ବା ପରବର୍ତ୍ତୀ…

ମଧ୍ୟପ୍ରଦେଶ: କ୍ରୀଡାମନ୍ତ୍ରୀ ହେଲେ ଟ୍ରାଫିକ ପୋଲିସ !, କାର୍‌ରୁ ଓହ୍ଲାଇ ଟ୍ରାଫିକ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ…

ମଧ୍ୟପ୍ରଦେଶ କ୍ରୀଡାମନ୍ତ୍ରୀ ହେଲେ ଟ୍ରାଫିକ ପୋଲିସ ! କାର୍‌ରୁ ଓହ୍ଲାଇ ଟ୍ରାଫିକ ଜାମରେ ଫସିଥିବା ଲୋକଙ୍କୁ ଦେଖାଇଲେ ବାଟ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଇନ୍ଦୋରରେ ଲଗାଣ ବର୍ଷାରେ ଲୋକଙ୍କ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା…

କ୍ରୀଡ଼ା ଗ୍ରାମରେ କ୍ରୀଡ଼ା ମନ୍ତ୍ରୀ, ଖେଳାଳିଙ୍କୁ ଚା, ଜଳଖିଆ ବାଣ୍ଟିଲେ

ଭାରତୀୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଇଣ୍ଡୋନେସିଆ ସ୍ଥିତ ଏସୀୟ କ୍ରୀଡ଼ା ଗ୍ରାମରେ ପହଞ୍ଚିଛନ୍ତି କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ରାଜ୍ୟ ବର୍ଦ୍ଧନ ସିଂହ ରାଠୋର । ଖାଲି ପହଞ୍ଚି ନାହାନ୍ତି, କ୍ରୀଡ଼ା ମନ୍ତ୍ରୀ ଖେଳାଳିମାନଙ୍କୁ ସକାଳ ଜଳଖିଆ ଓ ଚା ଆଦି ବଣ୍ଟନ କରିଛନ୍ତି । ଯାହା ସମସ୍ତଙ୍କୁ…