Browsing Tag

srimandira

ଦିବ୍ୟାଙ୍ଗଙ୍କ ପାଇଁ ଆନନ୍ଦ ହେବ ଜଗା ଦର୍ଶନ, ଲାଗୁ ହେବାକୁ ଯାଉଛି ନୂଆ ଏସଓପି

ପୁରୀ (କେନ୍ୟୁଜ): ଏଣିକି ଶ୍ରୀ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଆଗାମୀ ଦିନରେ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଲାଗୁ ହେବାକୁ ଯାଉଛି ନୂଆ ଏସଓପି । ପୂର୍ବରୁ ଦିବ୍ୟାଙ୍ଗ ଭକ୍ତମାନେ ଶ୍ରୀଜିଓଙ୍କ ଦର୍ଶନ ପାଇଁ ନାହିଁ ନଥିବା ଅସୁବିଧାର…

ମହାପ୍ରଭୁଙ୍କୁ ମହାଆନନ୍ଦରେ ଦର୍ଶନ କଲେ ବୃଦ୍ଧ ବୃଦ୍ଧା, ୧୦ ବର୍ଷ ହେବ ସହଯୋଗର ହାତ ବଢାଉଛନ୍ତି ସ୍ବେଚ୍ଛାସେବୀ

ଆର୍ଥିକ ଅଭାବ ଅନଟନ କାରଣରୁ ହେଉ କି ବୟସାଧିକ କାରଣରୁ ଅନେକ ବୃଦ୍ଧ ବୃଦ୍ଧା ଅଛନ୍ତି ଯେଉଁମାନେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରିପାରୁ ନାହାନ୍ତି । ସେମାନଙ୍କ ପାଇଁ ଗତ ୧୦ ବର୍ଷ ହେବ ସହଯୋଗର ହାତ ବଢାଇଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଓ କେଣ୍ଟାଳ ଅଞ୍ଚଳର ସ୍ବେଚ୍ଛାସେବୀ ।…

ମିଳିଲା କାଳିଆ ଦର୍ଶନ, ବୃଦ୍ଧ ବୃଦ୍ଧାଙ୍କ ଇଚ୍ଛା ପୂରଣ କଲେ ସ୍ୱେଚ୍ଛାସେବୀ ଯୁବକ

ବୃଦ୍ଧ ବୃଦ୍ଧାଙ୍କ ଇଚ୍ଛା ଥାଏ ଟିକେ ଶ୍ରୀମନ୍ଦିର ବୁଲିବାକୁ । କିନ୍ତୁ ବୟସର ଅପରାହ୍ନରେ ନିଜେ ପୁରୀ ଯିବା ସମ୍ଭବ ହୋଇନଥାଏ । ତେଣୁ କିଛି ସ୍ୱେଚ୍ଛାସେବୀ ଯୁବକମାନେ ବୃଦ୍ଧ ବୃଦ୍ଧାଙ୍କୁ ଧରି ବାହାରିଥିଲେ ଶ୍ରୀମନ୍ଦିର । ଆଉ ଶେଷର କାଳିଆ ଦର୍ଶନ କରିଥିଲେ ସମସ୍ତେ । ବିଗତ ୯ ବର୍ଷ ଭଳି ଚଳିତ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ, ନୃସିଂହନାଥ ଏବଂ ଭଟଲି ଦଧିବାମନ ମହାପ୍ରଭୁଙ୍କୁ ଦିଆଗଲା…

ଆଉ ଦିନ କେଇଟା ବାକି ରହିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀକ୍ଷେତ୍ର । ତେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦଘାଟନରେ ସାମିଲ ହେବା ପାଇଁ ବିଭିନ୍ନ ଦେବାଦେବୀଙ୍କୁ ଆମନ୍ତ୍ରଣ କରୁଛନ୍ତି…

ଶ୍ରୀମନ୍ଦିର ଐତିହ୍ୟ କରିଡର ପାଇଁ ଏନଓସି ପ୍ରଦାନ କଲା NMA; ନିଷିଦ୍ଧାଞ୍ଚଳରେ ହେବ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ

ପୁରୀ (କେନ୍ୟୁଜ): ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ନିର୍ମାଣ ପାଇଁ ମିଳିଲା ଏନଓସି । ସର୍ତ୍ତ ସହ ଅନୁମତି ଦେଇଛନ୍ତି ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ । ନିଷିଦ୍ଧାଞ୍ଚଳରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ନିର୍ମାଣ ହେବ। ଏହାସହ କ୍ଲକ୍‌ ରୁମ୍‌, କ୍ଲକରୁମ୍‌, ସେଲଟର୍‌ ପାଭିଲିଅନ, ସେବାୟତଙ୍କ…

ଶ୍ରୀମନ୍ଦିରରେ କାର୍ତ୍ତିକ ମାସରେ କି ବେଶ ହୁଅନ୍ତି ଜଗନ୍ନାଥ

ଆଶ୍ଵିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଶନିବାରଠାରୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ। ଠାକୁରଙ୍କର ଏହି ମହାର୍ଘ ବେଶ କାର୍ତ୍ତିକ ମାସ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଧାଦାମୋଦର ବେଶ :…

ଆଜିଠାରୁ ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ସେବାୟତଙ୍କୁ ହୋମିଓପାଥି ଔଷଧ ଦିଆଯିବ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ। ଔଷଧ ଦେବାକୁ ନୀଳାଦ୍ରୀ ଭକ୍ତ ନିବାସରେ ଆଜିଠାରୁ ଏକ ଶିବିର ଖୋଲାଯିବ। ସୂଚନା ମୁତାବକ ଏହି ଶିବିର ଆୟୋଜନ ପାଇଁ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ…

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ସଂଗ୍ରହ ହେଲା ୭୫% ଘରୋଇ ଜମି

ପୁରୀ(କେନ୍ଯୁଜ୍): ପୁରୀ ଶ୍ରୀମନ୍ଦିର ନିରାପତ୍ତା ବଳୟ ପାଇଁ ସ୍ୱେଚ୍ଛାକୃତ ଭାବରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ୪୦ ଦିନ ଭିତରେ ସିଧାସଳଖ ବିକ୍ର-ଖର୍ଦ୍ଦି ପ୍ରକ୍ରିୟାରେ ୭୫ ପ୍ରତିଶତ ଘରୋଇ…