Browsing Tag

stampede

ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାର ଆରପିଏଫ ରିପୋର୍ଟ: ପ୍ଲାଟଫର୍ମ ପରିବର୍ତ୍ତନ ଘୋଷଣା, ୪୦ ମିନିଟ୍ ବିଳମ୍ବ କଲ୍…

ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଶନିବାର ରାତିରେ ହୋଇଥିବା ଦଳାଚକଟାକୁ ନେଇ ଆରପିଏଫ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ରିପୋର୍ଟରେ ଘଟଣାର କାରଣ ଆରପିଏଫ କୁହାଯାଇଛି । ଆରପିଏଫ୍ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ ଅନୁଯାୟୀ, ଷ୍ଟେସନରେ ହୋଇଥିବା ଭୟଙ୍କର ଦଳାଚକଟା ପରେ ଏକ ଜରୁରୀକାଳିନ କଲ୍…

ଦିଲ୍ଲୀ ଦଳାଚକଟା: ମୃତକ ପ୍ରିୟଜନଙ୍କୁ ଖୋଜୁଛନ୍ତି ପରିବାର, ହେଲ୍ପ ଲାଇନ୍ ନମ୍ବର ଜାରି କଲା ହସ୍ପିଟାଲ

ଶନିବାର ରାତିରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇ ୧୮ ଜଣଙ୍କ ଜୀବନ ଚାଲିଯାଇଛି । ଟ୍ରେନରେ ଚଢ଼ିବା ପାଇଁ ଲୋକଙ୍କର ଅସମ୍ଭାଳ ଭିଡ଼ ଜମିଥିଲା, ଯାହା ଫଳରେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । ଦଳାଚକଟାରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ…

କାଳ ହେଲା ମହାକୁମ୍ଭ ଭିଡ଼: ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା,୧୮ ଜଣଙ୍କ  ମୃତ୍ୟୁ  

ଦିଲ୍ଲୀ ରେଳଷ୍ଟେସନରେ ଦଳାଚକଟା । ପ୍ରୟାଗରାଜ ଯିବାକୁ ଥିବା ଯାତ୍ରୀଙ୍କ ଅସମ୍ଭାଳ ଭିଡ ଯୋଗୁ ନୂଆ ଦିଲ୍ଲୀ ଷ୍ଟେସନରେ  ଆଜି ରାତିରେ ଦଳା ଚକଟା ହୋଇଛି । ଏଥିରେ ୧୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୯ଜଣ ମହିଳା, ୪ଜଣ ପୁରୁଷ ଓ ୩ ଜଣ ଶିଶୁ ଅଛନ୍ତି ।  ଆହତ ମାନଙ୍କୁ ସ୍ଥାନୀୟ…

ମହାକୁମ୍ଭ ମେଳାରେ ଦଳାଚକଟା ପରେ ବଡ଼ ପଦକ୍ଷେପ, ଆସିଲା ୫ ନୂଆ ଗାଇଡଲାଇନ୍

ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ପରେ ଯୋଗୀ ସରକାରଙ୍କ ବଡ଼ ପଦକ୍ଷେପ । ରଦ୍ଦ ହେଲା ଭିଭିଆଇପି ପାସ । ଏଣିକି ସମସ୍ତଙ୍କ ପାଇଁ ସମାନ ନିୟମ । କୌଣସି ପ୍ରକାର ବିଶେଷ ପାସ ଆଉ କୁମ୍ଭମେଳାରେ କାମ କରିବ ନାହିଁ । ସେହିପରି ମେଳା ପରିସରକୁ ନୋ-ଭେହିକିଲ ଜୋନ ଘୋଷଣା କରାଯାଇଛି । କୌଣସି ପ୍ରକାର…

ମହାକୁମ୍ଭ ଦଳାଚକଟାରେ ୩୦ ମୃତ, ୬୦ ଆହତ, ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ଜାରି କଲା ତଥ୍ୟ

ପ୍ରୟାଗରାଜ ମହାକୁମ୍ଭରେ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ୬୦ ଜଣ ଆହତ ହୋଇଛନ୍ତି । ମୃତକମାନଙ୍କ ମଧ୍ୟରୁ ୨୫ ଜଣଙ୍କ ପରିଚୟ ଜଣାପଡ଼ିଛି । ଦୁର୍ଘଟଣାର ୧୬ ଘଣ୍ଟା ପରେ ମେଳା ପ୍ରଶାସନ ତଥ୍ୟ ପ୍ରକାଶ କରିଛି । ଗତ ବିଳମ୍ବିତ ରାତିରେ ପ୍ରୟାଗରାଜର ସଙ୍ଗମ ନୋଜରେ ଦଳାଚକଟା…

ମହାକୁମ୍ଭରେ ମହା ଅଘଟଣ: ଅମୃତ ସ୍ନାନ ପୂର୍ବରୁ ଦଳାଚକଟା, ୧୫ ମୃତ ଆଶଙ୍କା

ମହାକୁମ୍ଭରେ ମହା ଅଘଟଣ । ମୌନି ଅମାବାସ୍ୟା ଅମୃତ ସ୍ନାନ ପୂର୍ବରୁ ମହାକୁମ୍ଭରେ ଦଳାଚକଟା ହୋଇଛି । ସଙ୍ଗମସ୍ଥଳରେ ଦଳାଚକଟାରୁ ୧୫ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । ଆଜି ମୌନୀ ଅମାବାସ୍ୟା ଥିବାରୁ ଅମୃତ ସ୍ନାନ ରହିଥିଲା । ଏଥିପାଇଁ ସଂଗମରେ ଶ୍ରଦ୍ଧାଳୁଙ୍କ ଭିଡ଼…

ତିରୁପତିର ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା, ୬ ମୃତ

ତିରୁପତିର ପ୍ରଭୁ ଭେଙ୍କଟେଶ୍ୱରଙ୍କ ମନ୍ଦିର ବାହାରେ ଦଳାଚକଟା। ଯେଉଁଥିରେ ୬ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ପଚରାଉଚରା ବେଳେ ପୋଲିସ ଦେଖାଇଲା ଦଳାଚକଟାର ଭିଡିଓ, ଭାବପ୍ରବଣ ହୋଇଗଲେ ଅଲୁ ଅର୍ଜୁନ

ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ପୋଲିସ ଅଲୁ ଅର୍ଜୁନଙ୍କୁ ମଙ୍ଗଳବାର ପାଖାପାଖି ୩ ଘଣ୍ଟା ଧରି ପଚରାଉଚରା କରିଛି । ଏହି ସମୟରେ ଦଳାଚକଟାର ଭିଡିଓ ଦେଖି ‘ପୁଷ୍ପା ୨’ ଅଭିନେତା ଭାବପ୍ରବଣ ହୋଇଯାଇଥିଲେ । ଦଳାଚକଟାରେ ଜଣେ ମହିଳା ପ୍ରଶଂସକଙ୍କ ମୃତ୍ୟୁ ବିଷୟରେ ପୋଲିସ ଅଲୁଙ୍କୁ…

ପୁଷ୍ପା-୨ ପ୍ରିମିୟରରେ ଦଳାଚକଟା: ଭିଡରେ ମହିଳାଙ୍କ ମୃତ୍ୟୁ, ୯ବର୍ଷର ପୁଅ ଗୁରୁତର

ରିଲିଜ ହୋଇଛି ‘ପୁଷ୍ପା ୨’ ପ୍ରିମିୟର । ତେବେ ହାଇଦ୍ରାବାଦରେ ରିଲିଜ୍‌ ହେବା ପୂର୍ବରୁ ସେଠାରେ ବଡ଼ ଅଘଟଣ ଘଟିଛି ।  ପୁଷ୍ପା-୨ ପ୍ରିମିୟର ସୋ ବେଳେ ଦଳାଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୯ବର୍ଷର ନାବାଳକ ଗୁରୁତର ହୋଇଛନ୍ତି ।   ତେବେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି…

ବାନ୍ଦ୍ରା ରେଲଓ୍ୱେ ଷ୍ଟେସନରେ ଅଘଟଣ: ଟ୍ରେନରେ ଚଢିବା ସମୟରେ ଦଳଚକଟା, ୯ ଆହତ

ମୁମ୍ବାଇ : ଦୀପାବଳି ଛୁଟି ପୂର୍ବରୁ ଷ୍ଟେସନରେ ଭିଡ଼ । ଟ୍ରେନରେ ଚଢିବା ସମୟରେ ଧାଁଦଉଡା ଓ ଦଳଚକଟାରେ ୯ ଆହତ ହୋଇଛନ୍ତି । ଆଜି ସକାଳୁ ବାନ୍ଦ୍ରା ପ୍ଲାଟଫର୍ମ ନମ୍ବର ୧ରେ ଘଟିଛି ଏଭଳି କିଛି ଘଟଣା । ସୂଚନା ମୁତାବକ, ଆଜି ସକାଳୁ ବାନ୍ଦ୍ରା ଷ୍ଟେସନରେ ପ୍ରବଳ ଭିଡ଼ ଜମିଥିଲା । ବାନ୍ଦ୍ରାରୁ…

ହାଥରସ୍ ଦଳାଚକଟା ଘଟଣା: ମୁହଁ ଖୋଲିଲେ ଭୋଲେ ବାବା, ଭିଡିଓ ବାର୍ତ୍ତାରେ କହିଲେ ଘଟଣାକୁ ନେଇ ମର୍ମାହତ

ନୂଆଦିଲ୍ଲୀ : ଜୁଲାଇ ୨ର ହାଥରସ ଘଟଣା ପରେ ଭୋଲେ ବାବାଙ୍କ ଟେର ପାଉନି ପୋଲିସ । ଏତିକି ବେଳେ ଭିଡିଓ ବାର୍ତ୍ତା ଦେଇଛନ୍ତି ଭୋଲେ ବାବା । ଗଣମାଧ୍ୟମକୁ ଆସିଛି ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ଦଳାଚକଟାର ୪ ଦିନ ପରେ ଭୋଲେ ବାବା ଓରଫ ସୂରଜ ପାଲ୍ ସିଂ କହିଛନ୍ତି, ଏହି ଘଟଣାରେ ସେ…

ହାଥରସ ଦଳାଚକଟା ମାମଲା: ୬ ସେବାଦାର ଗିରଫ, ମୁଖ୍ୟ ସେବାଦାରକୁ ଧରାଇବା ପାଇଁ ପୁରସ୍କାର ଘୋଷଣା

ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ମାମଲାରେ ୬ ଜଣ ସେବାଦାରଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଓ ୨ ଜଣ ମହିଳା ରହିଛନ୍ତି । ସତସଙ୍ଗରେ ଦଳଚକଟା ହୋଇଥିବା ବେଳେ ଏହି ୬ ସେବାଦାର ପରିସ୍ଥିତି ନିୟନ୍ତ୍ରଣ ନକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେମାନଙ୍କୁ ପଚରାଉଚରା…