ଶ୍ରେଣୀ କୋଠରୀର ଛାତରୁ ବାହାରି ଆସିଲାଣି ଲୁହାଛଡ, କିନ୍ତୁ ପ୍ରଶାସନ ଚୁପ୍
ଦେବଗଡ଼: ଶିକ୍ଷାର ମାନ ବୃଦ୍ଧି ପାଇଁ ଭିତ୍ତିଭୂମିର ବିକାଶରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ବିଭାଗୀୟ ପଦାଧିକାରୀଙ୍କ ଦୂର ଦୃଷ୍ଟିର ଅଭାବରୁ ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଡିମିରିକୁଦା ପଞ୍ଚାୟତ ଛେଲିଆମେଣ୍ଢିଆ ପ୍ରାଥମିକ ବିଦ୍ୟାଳୟରେ ଏହାର ସୁଫଳ ପହଞ୍ଚି ପାରୁନାହିଁ ।…