Browsing Tag

subarnarekha

ଫୁଲୁଛି ସୁବର୍ଣ୍ଣରେଖା , ରାଜଘାଟଠାରେ ବିପଦ ସଙ୍କେତ ଉପରେ ଜଳସ୍ତର

ବାଲେଶ୍ୱର (କେନ୍ୟୁଜ): ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା। ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୩୭ ମିଟରରେ ପ୍ରବାହିତ ହେଉଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଝାଡଖଣ୍ଡ ଗାଲୁଡିହି ବ୍ୟାରେଜରୁ ପାଣି ନିଷ୍କାସନ…

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଅନେକ ଗାଁରେ ପଶିଲା ବନ୍ୟା ପାଣି

ଜଳେଶ୍ୱର(କେନ୍ଯୁଜ୍): ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଜଳସ୍ତର ବୃଦ୍ଧି ପାଇ ୧୦.୪୧ ମିଟରରେ ପ୍ରବାହିତ ହେଉଛି । ଜଳେଶ୍ୱର, ଭୋଗରାଇ…

ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର

ଭୁବନେଶ୍ବର(କେନ୍ଯୁଜ୍): ସତର୍କ ସଙ୍କେତ ଟପିଲା ସୁବର୍ଣ୍ଣରେଖା। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ସତର୍କ ସଙ୍କେତ ୯.୪୬ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ବୃଦ୍ଧି ପାଇ ୯.୬୮ ମିଟର ପ୍ରବାହିତ ହେଉଛି । ସେପଟେ ଜଳକା…

ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା, ସନ୍ଧ୍ୟାରେ ରାଜଘାଟରେ ଛୁଇଁବ ବିପଦ ସଙ୍କେତ

ଭଦ୍ରକ: ସୁବର୍ଣ୍ଣରେଖାରେ ଆସିବ ମଧ୍ୟମ ଧରଣର ବନ୍ୟା। ଆଜି ସନ୍ଧ୍ୟା ୬ଟାରେ ରାଜଘାଟ ପାଖରେ ବିପଦ ସଙ୍କେତ ଛୁଇଁବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ। ସେ କହିଛନ୍ତି, ତଳିଆ ଅଞ୍ଚଳ ଲୋକ ସର୍ତକ ରୁହନ୍ତୁ। ଉପରେ ମୁଣ୍ଡରେ ବର୍ଷା ହୋଇଥିବାରୁ ବନ୍ୟା…