ଖରା ପ୍ରକୋପରୁ ରକ୍ଷା ପାଇବା ପାଇଁ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ ଏହି ସବୁ ଜିନିଷ
ଖରା ଦିନରେ ଶରୀରରେ ଜଳୀୟ ଅଂଶର ଅଭାବ ଦେଖାଦେଇଥାଏ । ହାତ, ପାଦ, ଚର୍ମ ଏବଂ ଓଠ ଆଦି ପାଣି କମ ପିଇଲେ ଶୁଖିଯାଏ। ପ୍ରଖର ସୁର୍ଯ୍ୟ କିରଣ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ କେଶ ଶୁଖିଲା ହୋଇ ନଷ୍ଟ ହୋଇଯାଏ। ଏହି ଦିନରେ ଆପଣ ନିଜ ଖାଦ୍ୟପେୟ ପ୍ରତି ବହୁତ ଧ୍ୟାନ ଦେବା ଉଚିତ୍।…