Browsing Tag

sunabesa

ଢେଙ୍କାନାଳରେ ସୁନାବେଶ, ଯୋଗ ଦେଲେ ଶାସନ ସଚିବ ଉଷା ପାଢ଼ୀ

ଢେଙ୍କନାଳ: ବିଶ୍ଵ ପ୍ରସିଦ୍ଧ ବାହୁଡା ଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି । ଏନେଇ ଉଠୁଛି ପଡୁଛି ଗାଁ ଠୁ ସହର । ଭାବରେ ବୁଡି ରହିଛନ୍ତି ସମସ୍ତ ଜଗନ୍ନାଥପ୍ରେମୀ । ଜୟ ଜଗନ୍ନାଥ ଧନୀରେ କମ୍ପିଯାଉଛି ସାରା ବିଶ୍ଵ। ରଥ ଉପରେ ଜଗନ୍ନାଥ.ବଳଭଦ୍ର ଓ…

ସୁନାବେଡା ଅଭୟାରଣ୍ୟରେ ହେଉଛି ଷ୍ଟ୍ରବେରୀ ଚାଷ, ଚାଷୀ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଆୟ

ନୂଆପଡା ଜିଲାର ସୁନାବେଡା ଅଭୟାରଣ୍ୟରେ ଷ୍ଟ୍ରବେରୀ ଚାଷ ଯୁବଚାଷିଙ୍କ ଓଠରେ ହସ ଫୁଟାଇବା ସହ ରୋଜଗାର ମାଧ୍ୟମ ହୋଇଛି । ଗତବର୍ଷଠାରୁ ଜିଲାର ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ପାଇଲଟ ପ୍ରୋଜେକ୍ଟ ଭାବେ ଜୈବିକ ପ୍ରଣାଳୀରେ ଲାଲ ଟହ ଟହ ଷ୍ଟ୍ରବେରୀ ଚାଷ କରାଯାଇଛି । ସ୍ଥାନିୟ ଯୁବଚାଷିମାନେ…

ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା, ସୁନାବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ ଅନୁଷ୍ଠିତ ହୋଇଛି l ଶ୍ରୀ ମନ୍ଦିର ରେ ସୁନାବେଶ ବା ରାଜରାଜଶ୍ୱେର ବେଶରେ ମହାପ୍ରଭୁ ଆଜି ସଜ୍ଜିତ ହୋଇ ଅଗଣିତ ଭକ୍ତ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ, ନୂଆଲୁଗା, ୩୨…

କିସ୍‌ ଶ୍ରୀବାଣୀକ୍ଷେତ୍ରରେ ମହାସମାରୋହରେ ସଂପନ୍ନ ହେଲା ସୁନାବେଶ, ଶ୍ରୀଜିଉଙ୍କ ରାଜ ରାଜେଶ୍ୱର ବେଶ ଦେଖିଲେ ଭକ୍ତ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ କିସ୍ ପରିସରସ୍ଥ ଶ୍ରୀବାଣୀକ୍ଷେତ୍ର ମନ୍ଦିର ପ୍ରାଙ୍ଗଣରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମାଆ ଶୁଭଦ୍ରାଙ୍କ ସୁନାବେଶ ସୁରୁଖୁରୁରେ ସଂପନ୍ନ ହୋଇଯାଇଛି। ଏଠାରେ ତିନିଠାକୁରଙ୍କ ବାହୁଡ଼ା ଯାତ୍ରା ମଧ୍ୟ ମହାଆଡ଼ମ୍ବରରେ ସଂପନ୍ନ ହୋଇଥିଲା।…

ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ରଥାରୁଢ ଦାରୁବିଗ୍ରହ, ଜଣାନ୍ତୁ କେଉଁ କେଉଁ ଅଳଙ୍କାର…

ପୁରୀ (କେନ୍ୟୁଜ): ମହଣ ମହଣ ସୁନା ଅଳଙ୍କାରରେ ଝଟକିଲେ ମହାବାହୁ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ । ହରିଶୟନ ଏକାଦଶୀରେ ରଥ ଉପରେ ମହାପ୍ରଭୁ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶ୍ରୀକ୍ଷେତ୍ରରେ ସୁନାବେଶ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶ୍ରୀଜିଉଙ୍କର…

ରଥ ଉପରେ ଶ୍ରୀଜିଉଙ୍କ ସୁନାବେଶ, ଦୁର୍ଲଭ ବେଶକୁ ଦର୍ଶନ କରୁଛନ୍ତି ଲକ୍ଷାଧିକ ଭକ୍ତ

ପୁରୀ (କେନ୍ୟୁଜ୍) : ମହାପ୍ରଭୁଙ୍କ ସୁନାବେଶ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥ ଉପରେ ମହଣ ମହଣ ମୋତି, ମାଣିକ୍ୟ, ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଝଟକୁଛନ୍ତି ମହାପ୍ରଭୁ । ରାଜଧିରାଜ ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଆଜି ରଥରେ…

ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ପାଳିତ, ରାଜ ରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଶ୍ରୀମନ୍ଦିରରେ ପବିତ୍ର ଦୋଳପୂର୍ଣ୍ଣମା ପାଳିତ ହୋଇଛି। ଦୋଳପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଦୋଳଉତ୍ସବ ଓ ଦୋଳଯାତ୍ରାରେ ମହାପ୍ରଭୁଙ୍କ ରାଜ ରାଜେଶ୍ୱର ବା ସୁନାବେଶ ଅନୁଷ୍ଠିତ ହୋଇଛି। ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର ଶୁକ୍ଳ ପ୍ରତିବାଦ ପର‌୍ୟ୍ୟନ୍ତ ଏକ ସପ୍ତାହ ବ୍ୟାପୀ…