Browsing Tag

sundari

ସୁନ୍ଦରୀର ଘର ବାହୁଡ଼ା…ନେବାକୁ ମଧ୍ୟପ୍ରଦେଶ କାହ୍ନାରୁ ଆସୁଛନ୍ତି ସ୍ୱତନ୍ତ୍ର ଟିମ୍‌

ଅନୁଗୁଳ: ସୁନ୍ଦରୀର ଘର ବାହୁଡ଼ା । ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମଧ୍ୟପ୍ରଦେଶ କାହ୍ନାରୁ ଏକ ସ୍ୱତନ୍ତ୍ର ଟିମ୍‌ ତାକୁ ନେବାପାଇଁ ଆସୁଛନ୍ତି। ଆଜି କିମ୍ବା କାଲି ଭିତରେ ସାତକୋଶିଆରେ ପହଞ୍ଚିବେ । ଟିମ୍‌ ସଦସ୍ୟମାନେ ପ୍ରଥମେ ସୁନ୍ଦରୀର ସ୍ୱାସ୍ଥ୍ୟବସ୍ଥା…

ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ, ନେବାକୁ ଆସିବ ସ୍ୱତନ୍ତ୍ର ଗାଡି ଓ ଟେକ୍‌ନିକାଲ୍‌…

ଅନୁଗୁଳ: ମାର୍ଚ୍ଚରେ ସୁନ୍ଦରୀର ଘର ବାହୁଡ଼ା। ସାତକୋଶିଆରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟକୁ ଫେରିଯିବ ସୁନ୍ଦରୀ। ମାର୍ଚ୍ଚ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ବାଘୁଣୀକୁ ରିୱାଇଲଡିଂ ସେଣ୍ଟରକୁ ପଠାଇବାର ବନ୍ଦୋବସ୍ତ କରାଯାଉଛି। ଏନେଇ କାହ୍ନା ଜାତୀୟ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୁପକ୍ଷଙ୍କ…

ସୁନ୍ଦରୀକୁ କାବୁ କରିବା ନେଇ ଚିନ୍ତାରେ ବନବିଭାଗ, ଆସନ୍ତାକାଲି ମଧ୍ୟପ୍ରଦେଶରୁ ଆସୁଛନ୍ତି ୨ ଜଣ ଟ୍ରାଙ୍କୁଲାଇଜିଂ…

ଅନୁଗୁଳ(କେନ୍ଯୁଜ୍) : ଏଥର ଧରା ପଡ଼ିବ କି ସୁନ୍ଦରୀ ? ବାଘୁଣୀକୁ କାବୁ କରିବାକୁ ଆସୁଛନ୍ତି ମଧ୍ୟପ୍ରଦେଶର ୨ ଜଣ ଟ୍ରାଙ୍କୁଲାଇଜିଂ ଏକ୍ସପର୍ଟ । ଆସନ୍ତାକାଲି ଏହି ଟିମ୍‌ ଆସି ସାତକୋଶିଆରେ ପହଞ୍ଚିବ । କାହ୍ନା ଓ ପେଞ୍ଚ ବ୍ୟାଘ୍ର ଅଭୟାରଣ୍ୟରୁ ଦୁଇ ଜଣିଆ ବିଶେଷଜ୍ଞ ସନ୍ଦୀପ ଅଗ୍ରଓ୍ଵାଲ ଓ…

ଘରକୁ ବାହୁଡି ଯିବ ସୁନ୍ଦରୀ

ଅନୁଗୁଳ(କେନ୍ଯୁଜ୍) : ବାନ୍ଧବଗଡ଼ ଫେରିଯିବ ବାଘୁଣୀ। ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି କାବୁ କରାଯିବ । ଡେରାଡୁନ୍‌ର ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଟ୍ରାଙ୍କୁଲାଇଜ୍‌ କରାଯିବ। ଏହାପରେ ତାକୁ ପୁଣି ନିଜ ଘରକୁ ଫେରାଇ ନିଆଯିବ। ଏନେଇ ମଧ୍ୟପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି…

ହତ୍ଯାକାରୀ ସୁନ୍ଦରୀ !

ସୁନ୍ଦରୀ ଝାମ୍ପି ନେଲା । ମାରି ଦେଲା । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ମୃତକଙ୍କ ନାଁ କୈଳାସୀ ଗଡ଼ନାୟକ । ସାତକୋଶିଆ ଅଭୟାରଣ୍ୟର ହାତୀବାରି ନିକଟରେ ମହିଳାଙ୍କ ଉପରେ ଝାମ୍ପି ପଡ଼ିଥିଲା ବାଘୁଣୀ ସୁନ୍ଦରୀ । କୈଳସୀ ଛେଳି…