Browsing Tag

super cyclonic storm

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ଅମ୍ଫାନର ପ୍ରଭାବ ଅଧିକ…

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ୫ଟି ବ୍ଲକରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ କଡାକଡି କରାଯାଇଛି । ଜିଲ୍ଲାରେ ୮୮୫ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରଯାଇ ଆବଶ୍ୟକ…

ପ୍ରଳୟଙ୍କରୀ ରୂପ ଧାରଣ କରି ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ୍, ଆସନ୍ତାକାଲି ସଂଧ୍ୟା ସୁଦ୍ଧା କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର: ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ଅମ୍ଫାନ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦…

ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ବାତ୍ୟା ଅମ୍ଫାନ, ଲ୍ୟାଣ୍ଡଫଲ ବେଳେ ପବନର ବେଗ…

ଭୁବନେଶ୍ବର: ୧୨ ଘଣ୍ଟା ପାଇଁ ସୁପର ସାଇକ୍ଲୋନ୍‌ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସୁପର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ବାତ୍ୟା ଅମ୍ଫାନ । ସନ୍ଧ୍ୟା ୫.୩୦ ମଧ୍ୟରେ ସୁପର ସାଇକ୍ଲୋନ୍‌ରେ ପରିଣତ ସମ୍ଭାବନା ରହିଛି । ସମୁଦ୍ର ମଧ୍ୟରେ ସୁପର ସାଇକ୍ଲୋନ୍‌ ରହୁଥିବାରୁ ସ୍ଥଳ ଭାଗ ବିଶେଷ ପ୍ରଭାବିତ…