Browsing Tag

supreme court

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କୁ କ୍ଷମା ମାଗିଲା ପତଞ୍ଜଳି, ଆଚାର୍ଯ୍ୟ ବାଲକୃଷ୍ଣ କହିଲେ, ‘ମୁଁ…

ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ପତଞ୍ଜଳି ନିଜର ଅତୀତର ବିବୃତ୍ତି ପାଇଁ ସୁପ୍ରିମକୋର୍ଟଙ୍କୁ ବିନା ସର୍ତ୍ତରେ କ୍ଷମା ମାଗିଛି । ପତଞ୍ଜଳି ଆୟୁର୍ବେଦର ଏମ୍‌ଡି ଆଚାର୍ଯ୍ୟ ବାଲକୃଷ୍ଣ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରି କହିଛନ୍ତି ଯେ କମ୍ପାନୀର 'ଅପମାନଜନକ ବାକ୍ୟ’ ଥିବା…

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ମୁସଲିମ୍‌ ପକ୍ଷଙ୍କୁ ଝଟ୍‌କା, ସୁପ୍ରିମ୍‌କୋର୍ଟ ଖାରଜ କଲେ ମସ୍‌ଜିଦ କମିଟିର…

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ସୁପ୍ରିମକୋର୍ଟ ମସ୍‌ଜିଦ କମିଟିର ଆବେଦନ ପ୍ରତ୍ୟାଖ୍ୟାନ କରିଛନ୍ତି । ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା, ଯେଉଁଥିରେ ହାଇକୋର୍ଟ ଏହି ବିବାଦ ସହ ଜଡିତ ୧୫ଟି ମାମଲାକୁ ଏକାଠି ଶୁଣାଣି କରିବାକୁ ନିଷ୍ପତ୍ତି…

‘ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣ କୋର୍ଟରେ ହାଜର ହୁଅ…’ ପତଞ୍ଜଳି ବିଜ୍ଞାପନ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ କଡ଼ା ଆଦେଶ

ଆୟୁର୍ବେଦିକ କମ୍ପାନୀ ‘ପତଞ୍ଜଳି ଆୟୁର୍ବେଦ’ର ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ଅବମାନନା ନୋଟିସ ଜାରି କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ କୋର୍ଟରେ ହାଜର ହେବାକୁ କହିଛନ୍ତି । ଶୁଣାଣି ସମୟରେ କୋର୍ଟ ରାମଦେବଙ୍କ ଓକିଲଙ୍କୁ ପଚାରିଥିଲେ କି,…

ଇଲେକ୍ଟୋରାଲ ବଣ୍ଡ ମାମଲା : ଏସବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ, ସାର୍ବଜନୀନ କର ସମସ୍ତ ତଥ୍ୟ

ଇଲେକ୍ଟୋରାଲ ବଣ୍ଡ ମାମଲାରେ ଏସବିଆଇକୁ ପୁଣି କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା ଗୁରୁବାର ସୁଦ୍ଧା ନିର୍ବାଚନୀ ବଣ୍ଡ ସଂପର୍କିତ ସମସ୍ତ ତଥ୍ୟ ଦେବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ କହିଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ସଂଧ୍ୟା ୫ଟା ସୁଦ୍ଧା ତଥ୍ୟ ଦେବାକୁ ଏସବିଆଇ…

ନିର୍ବାଚନୀ ବଣ୍ଡ ପ୍ରସଙ୍ଗରେ ସଂପୂର୍ଣ୍ଣ ତଥ୍ୟ ଦେଇନି ଏସବିଆଇ, ଆସନ୍ତା ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ : ନିର୍ବାଚନୀ ବଣ୍ଡ ଉପରେ ପୂରା ତଥ୍ୟ ଦେଇନି ଏସବିଆଇ । ଇସିଆଇଙ୍କୁ ଏସବିଆଇ ଦେଇଥିବା ତଥ୍ୟ ଅସମ୍ପୂର୍ଣ୍ଣ । ୫ ବର୍ଷର ପୂରା ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଇସିଆଇଙ୍କୁ ଷ୍ଟେଟ୍ ବ୍ୟାଙ୍କ ଦେଇଥିବା ତଥ୍ୟରେ ବଣ୍ଡ କ୍ରେତା ଓ ଗ୍ରହୀତାଙ୍କ ଉପରେ ସଂପୂର୍ଣ୍ଣ…

ସୁପ୍ରିମ୍‌କୋର୍ଟଙ୍କ ରୋଷେୟାଙ୍କ ଝିଅଙ୍କୁ ଆମେରିକାର ୨ ବିଶ୍ୱବିଦ୍ୟାଳୟରୁ ମିଳିଲା ସ୍କଲାରଶିପ୍‌, ସିଜେଆଇ କଲେ…

ସୁପ୍ରିମକୋର୍ଟଙ୍କ ରୋଷେୟାଙ୍କ ଝିଅ ସମସ୍ତଙ୍କ ପାଇଁ ଏକ ବଡ଼ ଉଦାହରଣ ସାଜିଛନ୍ତି । ଆଇନ ଅଧ୍ୟୟନ ପାଇଁ ଆମେରିକାର ଦୁଇ ବିଶ୍ୱବିଦ୍ୟାଳୟରୁ ତାଙ୍କୁ ଛାତ୍ରବୃତ୍ତି ମିଳିଛି । ଏହି ଅବସରରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ତାଙ୍କୁ ସମ୍ମାନିତ କରିଛନ୍ତି । ସୁପ୍ରିମକୋର୍ଟଙ୍କ…

ଆଜି ସୁପ୍ରିମକୋର୍ଟରେ ହେବ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ହେବ ଭାରତୀୟ ଷ୍ଟେଟ ବ୍ୟାଙ୍କ ଆବେଦନର ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ ଆବେଦନର ଶୁଣାଣି କରିବେ । ଏଥିସହ ଷ୍ଟେଟ ବ୍ୟାଙ୍କ ବିରୋଧରେ ହୋଇଥିବା ଏକ ଅଦାଲତ ଅବମାନନା ଅଭିଯୋଗର ମଧ୍ୟ…

ଆପ୍‌କୁ ବଡ଼ ଝଟ୍‌କା, ଜୁନ୍‌ ୧୫ ସୁଦ୍ଧା ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟିକୁ ନିଜ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି । ଯଦିଓ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୍ ୧୫ ପର୍ଯ୍ୟନ୍ତ ତାରିଖ ଦେଇଛନ୍ତି । ଆପ୍‌ ବିରୋଧରେ ଏକ ଅଭିଯୋଗ ହୋଇଥିଲା ଯେ ପାର୍ଟିର କାର୍ଯ୍ୟାଳୟ ରାଉସ୍ ଆଭେନ୍ୟୁ କୋର୍ଟକୁ ଆବଣ୍ଟିତ ଜମିରେ ନିର୍ମାଣ…

ଭୋଟ ବଦଳରେ ନୋଟ୍‌ ମାମଲା : ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ହୋଇପାରିବ…

ଭୋଟ ବଦଳରେ ନୋଟ୍‌ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପୂର୍ବ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପୂର୍ବ ନିଷ୍ପତ୍ତିରେ ଆମେ ସହମତ ନାହୁଁ । ଯଦି କୌଣସି ସାଂସଦ ପଇସା ନେଇ ଗୃହରେ ଭାଷଣ କିମ୍ବା ଭୋଟ୍ ଦେଇଥିବେ ତେବେ ତାଙ୍କ…

ଆଶାରାମଙ୍କୁ ବଡ଼ ଝଟ୍‌କା, ଦଣ୍ଡ ନିଲମ୍ବିତ କରିବାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଆଶାରାମ ସ୍ୱାସ୍ଥ୍ୟଗତ କାରଣରୁ ଦଣ୍ଡ ନିଲମ୍ବିତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ବିଚାର…

‘ପତ୍ନୀଙ୍କ ମରିବାରେ ସ୍ୱାମୀ ଦାୟୀ ନୁହନ୍ତି…’, ୩୦ ବର୍ଷ ପୁରୁଣା ମାମଲାରେ ଆସିଲା ସୁପ୍ରିମ୍‌କୋର୍ଟଙ୍କ ରାୟ

ସୁପ୍ରିମ୍‌କୋର୍ଟ ଫେବୃୟାରୀ ୨୮ରେ ୩୦ ବର୍ଷ ପୁୁରୁଣା ଏକ ମାମଲାରେ ରାୟ ଶୁଣାଇ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି । କୋର୍ଟ କହିଛନ୍ତି, ଏଠି ପତ୍ନୀଙ୍କ ମୃତ୍ୟୁ ପାଇଁ ସ୍ୱାମୀ ଦାୟୀ ନୁହନ୍ତି । ସ୍ୱାମୀଙ୍କ ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।…

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍‌ ନରିମନଙ୍କ ପରଲୋକ, ୯୫ ବର୍ଷ ବୟସରେ ନେଲେ ଶେଷ ନିଶ୍ୱାସ

ପରଲୋକରେ ବିଶିଷ୍ଟ ସାମ୍ବିଧାନିକ ବିଶାରଦ ତଥା ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଫଲି ଏସ୍. ନରିମନ୍ । ୯୫ ବର୍ଷ ବୟସରେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନରିମନଙ୍କୁ ୧୯୯୧ରେ ପଦ୍ମ ଭୂଷଣ ଓ…