ଭୋଟ ବଦଳରେ ନୋଟ୍ ମାମଲା : ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ହୋଇପାରିବ…
ଭୋଟ ବଦଳରେ ନୋଟ୍ ମାମଲାରେ ସୁପ୍ରିମକୋର୍ଟ ଏକ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ପୂର୍ବ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ପୂର୍ବ ନିଷ୍ପତ୍ତିରେ ଆମେ ସହମତ ନାହୁଁ । ଯଦି କୌଣସି ସାଂସଦ ପଇସା ନେଇ ଗୃହରେ ଭାଷଣ କିମ୍ବା ଭୋଟ୍ ଦେଇଥିବେ ତେବେ ତାଙ୍କ…