Browsing Tag

suresh mohapatra

ଆଗାମୀ ସପ୍ତାହ ଆମ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ଉନ୍ନୟନ କମିଶନର୍‌ ସୁରେଶ ମହାପାତ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଗାମୀ ସପ୍ତାହ ବହୁତ ଗୁରୁତ୍ୱପୂର୍ଣ୍ଣ । ଯଦି ପଜେଟିଭ୍‌ ସଂଖ୍ୟା କମ୍‌ ଆସେ ତେବେ ଓଡ଼ିଶା କରୋନା ବିରୋଧ ଲଢ଼େଇରେ ତାର ଲକ୍ଷ୍ୟରେ ପହଞ୍ଚି ପାରିଲା ବୋଲି କୁହାଯିବ । ଏକଥା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉନ୍ନୟନ କମିଶନର୍‌ ସୁରେଶ ମହାପାତ୍ର କହିଛନ୍ତି…

ଉନ୍ନୟନ କମିଶନର ଭାବେ ସୁରେଶ ମହାପାତ୍ର ଓ ଗୃହ ସଚିବ ଭାବେ ଦାୟିତ୍ୱ ନେଲେ ସଞ୍ଜୀବ ଚୋପ୍ରା

ଭୁବନେଶ୍ବର(କେନ୍ୟୁଜ୍): ଉନ୍ନୟନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରେଶ ମହାପାତ୍ର । ଭିତ୍ତିଭୂମି ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଲାଗୁ ହୋଇଥିବା ଯୋଜନାକୁ ଗୁରୁତ୍ୱ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ସୁରେଶ ମହାପାତ୍ର। ସବୁ ଅଞ୍ଚଳର ବିକାଶ କିପରି ହୋଇପାରିବ ଓ ନୂଆ ଯୋଜନା…