ଆସନ୍ତାକାଲି ସୂର୍ଯ୍ୟୋପରାଗ: ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିବା ମନା, ହୋଇପାରେ ଏହି ବଡ କ୍ଷତି
କେନ୍ୟୁଜ୍: ଆସନ୍ତାକାଲି ସୂର୍ଯ୍ୟୋପରାଗ । ସୂର୍ଯ୍ୟୋପରାଗ ମଣିଷର ଆଖି ଉପରେ ପ୍ରଭାବ ପକାଇଥାଏ । ଏହି ସମୟରେ ସୂର୍ଯ୍ୟଙ୍କଠାରୁ ଆସୁଥିବା ଅତିବାଇଗଣୀ ରଶ୍ମି ଆମ ଚକ୍ଷୁ ପାଇଁ ବହୁତ କ୍ଷତିକାରକ ହୋଇଥାଏ । ଏଥିପାଇଁ ପରାଗ ସମୟରେ ସୂର୍ଯ୍ୟଙ୍କୁ ସିଧା ଚାହିଁବା ମନା । ଏହି ରଶ୍ମି ଚକ୍ଷୁର…