ଭାଇରାଲ ହେଉଛି ସୁଶାନ୍ତଙ୍କ ହାତ ଲେଖା ନୋଟ୍, ଏମିତି କିଛି ଲେଖାଅଛି ଯାହା ସମସ୍ତଙ୍କୁ କରୁଛି ଇମୋସନାଲ୍
ଆକ୍ଟର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁରେ ସାରା ଦେଶ ଚକିତ ହୋଇଯାଇଥିଲା। ନିଜର ପ୍ରିୟର ଅଭିନେତାକୁ ଏମିତି ଭାବରେ ହରାଇବାକୁ କେହି ସହଜରେ ବିଶ୍ୱାସ କରୁପାରୁନଥିଲେ। ତେବେ ଆଜି ଯାଏଁ ବି ମୃତ୍ୟୁ ରହସ୍ୟର ପର୍ଦ୍ଦା ଉଠିନି। ସୁଶାନ୍ତଙ୍କ ମୃତ୍ୟୁକୁ ୭ ମାସ ହୋଇଗଲା, କିନ୍ତୁ ଆଜି ବି ସେମିତି…