Browsing Tag

swargadwar

ଆସିଗଲା ସ୍ୱର୍ଗଦ୍ୱାର ୱେବସାଇଟ୍‌, ଅନ୍ତିମ ସଂସ୍କାର କରିବା ପାଇଁ କରିବାକୁ ପଡ଼ିବନି ଚିନ୍ତା

ସ୍ବର୍ଗଦ୍ବାରରେ ଆଉ ବୋହିବାକୁ ପଡିବନି କାଠ । ଏବେ ସବୁ ସେବା ଯୋଗାଇବ ସ୍ୱର୍ଗଦ୍ୱାର ୱେବସାଇଟ୍‌ । ଆଉ ଆପଣଙ୍କୁ ନେବାକୁ ପଡିବନି କୌଣସି ବି ଚିନ୍ତା । ଅନ୍ତିମ ସଂସ୍କାରରେ ସହଜ ସେବା ଯୋଗାଇବା ପାଇଁ ଆରମ୍ଭ ହୋଇଛି ସ୍ୱର୍ଗଦ୍ୱାର ୱେବସାଇଟ୍‌ । ଗୁଗଲରେ ସର୍ଚ୍ଚ କରି ଆପଣ ଏହି ୱେବସାଇଟ୍‌…

ପୁରୀ ସ୍ୱର୍ଗଦ୍ୱାର ନବୀକରଣ ପରେ ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ କରାଗଲା ଲୋକାର୍ପଣ

ପୁରୀ: ପୁରୀ ସ୍ୱର୍ଗଦ୍ୱାର ନବୀକରଣ ହେବା ପରେ ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇଛି। ଜିଲ୍ଲାପାଳ ସମର୍ଥ ବର୍ମା ଆଜି ଏହାକୁ ଲୋକାର୍ପଣ କରିଛନ୍ତି। ସ୍ୱର୍ଗଦ୍ୱାରକୁ ନୂତନ ଶୈଳୀରେ ନିର୍ମାଣ କରାଯାଇଛି। ତେଲେଙ୍ଗନା ମହାପ୍ରସ୍ଥାନମ୍‌ ଢାଞ୍ଚାରେ ନିର୍ମାଣ କରାଯାଇଛି…

ପୁରୀ ସ୍ବର୍ଗଦ୍ବାରରେ ଶବ ସତ୍କାର ଉପରେ ଲାଗିଲା କଟକଣା, କାଲିଠୁ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ମନା

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଶବସତ୍କାର ଉପରେ ଲାଗିଲା କଟକଣା। କାଲିଠୁ ସ୍ବର୍ଗଦ୍ବାରରେ ଜିଲ୍ଲା ବାହାରର ଲୋକଙ୍କ ଶବଦାହ ମନା। ସେହିପରି ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ବେତଗଙ୍ଗାରେ ଶୁଦ୍ଧି କ୍ରିୟା ମଧ୍ୟ ବନ୍ଦ ହେବ। ଏମିତିକି ଜିଲ୍ଲାର କୋଭିଡ ମୃତକଙ୍କ ଶବଦାହ ମଧ୍ୟ ସ୍ୱର୍ଗଦ୍ୱାରରେ…

ପୁରୀ ସ୍ୱର୍ଗଦ୍ୱାର ହେବ ସୁବ୍ୟବସ୍ଥିତ, ସ୍ୱର୍ଗଦ୍ୱାର ସେବା ସମିତିକୁ ରାଜ୍ୟ ସରକାରଙ୍କ ଅନୁମତି

ପୁରୀ : ପୁରୀ ସ୍ୱର୍ଗଦ୍ୱାରକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ସ୍ୱର୍ଗଦ୍ୱାର ସେବା ସମିତିକୁ ଅନୁମତି ଦେଇଛନ୍ତି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି । ସ୍ୱର୍ଗଦ୍ୱାର ସେବା ସମିତି, ସୋସାଇଟି ରେଜିଷ୍ଟ୍ରେସନ…

ଖାଁ ଖାଁ ସ୍ୱର୍ଗଦ୍ୱାର: ଲକଡାଉନ ଭିତରେ ବଦଳିଯାଇଛି ଚିତ୍ର, କମିଛି ଶବ ସତ୍କାର ହାର

ପୁରୀ: କରୋନା ଲକଡାଉନ ଭିତରେ ବଦଳିଯାଇଛି ସ୍ୱର୍ଗଦ୍ୱାରର ଚିତ୍ର । ଗତ ଦେଢ଼ମାସ ହେବ କମିଛି ଶବ ସତ୍କାରର ହାର । ଯେଉଁଠି ଦିନରାତି ଜୁଇ ଜଳୁଥିଲା ଆଜି ସେହି ସ୍ୱର୍ଗଦ୍ୱାର ଖାଁ ଖାଁ । ପୁରୀ ଗ୍ରୀନ ଜୋନରେ ଥିବା ସତ୍ୱେ କେବଳ ଅଳ୍ପ କେତେକଙ୍କୁ ଛାଡ଼ିଦେଲେ କେହି ବି ଶବ ସତ୍କାର ପାଇଁ ଆସିବାକୁ…

ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଉନ୍ନୟନମୂଳକ କାର୍ଯ୍ୟ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତିପୀଠ ସ୍ଥାନରୁ…

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହେଲା ଉନ୍ନୟନମୂଳକ କାର୍ଯ୍ୟ। ସ୍ୱର୍ଗଦ୍ୱାରରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ପୀଠ ହଟିବା ପରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସ୍ମୃତିପୀଠ ସ୍ଥାନରୁ କଳସରେ ମାଟି ସଂଗ୍ରହ କରାଯାଇଛି। ଏଠାରୁ ସଂଗୃହୀତ…

ପୁରୀ: ସ୍ବର୍ଗଦ୍ବାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି, ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୫…

ପୁରୀ(କେନ୍ୟୁଜ୍):  ସ୍ୱର୍ଗଦ୍ୱାରର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ଖର୍ଚ୍ଚ ହେବ ୫ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପଣ୍ଠିରୁ ଏହି ଖର୍ଚ୍ଚ ଭରଣା କରାଯିବ । ଫୋନିକ୍ସ ଫାଉଣ୍ଡେସନ ସହୟତାରେ ଏହି ବିକାଶ କାର୍ଯ୍ୟ କରାଯିବ । ଆଜି ସଂଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ…