Browsing Tag

t natarajan

ଗାଁରେ ଷ୍ଟାଡିଅମ ନିର୍ମାଣ କଲେ ଭାରତୀୟ କ୍ରିକେଟର ଟି ନଟରାଜନ, ଏବେ ବିନା ଦ୍ୱିଧାରେ ଖେଳିପାରିବେ ଗାଁ ପିଲା

ଭାରତରେ କ୍ରିକେଟକୁ ବହୁତ ଅଧିକ ଲୋକପ୍ରିୟ ଖେଳ ଭାବେ ଗ୍ରହଣ କରାଯାଏ। ଭାରତୀୟ କ୍ରିକେଟ ଫ୍ୟାନ୍ସ କ୍ରିକେଟର୍ସଙ୍କ ବିଷୟରେ ସବୁକିଛି ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି। ଗାଙ୍ଗୁଲି ହୁଅନ୍ତୁ ଅବା ଧୋନୀ, ବିରାଟ ହୁଅନ୍ତୁ କି ରୋହିତ ସମସ୍ତଙ୍କ ବିଷୟରେ ଜାଣିବା ପାଇଁ କ୍ରିକେଟ ଫ୍ୟାନ୍ସ ପାଗଳ…

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଟି ନଟରାଜନ ଶେୟାର କଲେ ଝିଅ ଓ ସ୍ତ୍ରୀଙ୍କ ସୁନ୍ଦର ଫଟୋ, ଲେଖିଲେ ଏହି ସ୍ପେଶାଲ ମେସେଜ

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଟି ନଟରାଜନ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି, ଯାହାକି ଭାଇରାଲ ହୋଇଯାଇଛି। ସେ ନିଜ ସ୍ତ୍ରୀ ପବିତ୍ରା ଓ ଝିଅ ହନଓ୍ଵିକାଙ୍କ ସହିତ ଏକ ଫ୍ୟାମିଲି ଫଟୋ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ ଶେୟାର କରିଛନ୍ତି। ଫଟୋ ଶେୟାର କରି ନଟରାଜନ ଲେଖିଛନ୍ତି, ‘ଆମ…

‘ୟର୍କର କିଙ୍ଗ’ ନଟରାଜନଙ୍କୁ ଏମିତି ସ୍ବାଗତ କଲା ପୁରା ଗାଁ, ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଟୁର ସାରି ଫେରିଛି ଟିମ୍ ଇଣ୍ଡିଆ । ସମସ୍ତ ଖେଳାଳି ନିଜ ଘରକୁଫେରିଛନ୍ତି। ଏଥିପାଇଁ ସମସ୍ତଙ୍କୁ ନିଜ ନିଜ ସହର, ଗାଁରେ ବିପୁଳ ମାତ୍ରାରେ ସ୍ବାଗତ କରାଯାଇଛି। ସେହିପରି ତାମିଲନାଡୁ ସଲେମ ଗାଁରେ ପହଁଚିଛନ୍ତି କ୍ରିକେଟର ଟି ନଟରାଜନ । ନିଜ ଜନ୍ମମାଟିରେ…

ରାସ୍ତାକଡରେ ମାଆ ବିକୁଥିଲେ ଚିକେନ ଆଉ ବାପା କରୁଥିଲେ କୁଲି କାମ, ହେଲେ ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳୁଛି ପୁଅ

କଥାରେ ଅଛି ନିଜ ଭାଗ୍ୟ ନିଜ ଲେଖିହୁଏ। ଆଉ ଏଇ କଥା ଶତପ୍ରତିଶତ ପ୍ରମାଣ ମଧ୍ୟ ହୋଇଛି। ଆମେ ଆଜି ଆପଣଙ୍କୁ ଯାହା ବିଷୟରେ ଆଲୋଚନା କରିବାକୁ ଯାଉଛୁ ସେ ନିଜ ଦକ୍ଷତା ବଳରେ ଗରିବିକୁ ନିଜ ଜୀବନରୁ ହଟାଇବାରେ ସକ୍ଷମ ହୋଇପାରିଛନ୍ତି। ତାଙ୍କ ମା ଦିନେ ରାସ୍ତାକଡରେ ଚିକେନ ବିକ୍ରି କରୁଥିଲେ। ଆଉ…