Below header
Browsing Tag

tangi

ଖୋର୍ଦ୍ଧା: ଟାଙ୍ଗୀ ପୋଲିସ ଶୋଇଛି ନିଘୋଡ଼ ନିଦରେ, ସିରିଜ୍ ଲୁଟପାଟ୍ ଓ ଲୋକଙ୍କୁ ଆକ୍ରମଣ କରି ଫେରାର ଲୁଟେରାମାନେ

ଟାଙ୍ଗୀ(କେନ୍ୟୁଜ୍): ଗୋଟିଏ ରାତିରେ ସିରିଜ ଚୋରୀ । ଦୁର୍ବୃତ୍ତମାନେ ୫ଟି ଘରୁ ଚୋରୀ କରିବା ସହ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଆହତ ମାନେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ବାରମ୍ବାର ଚୋରୀ ଡକାୟତି ହେଉ ଥିଲେ ସୁଦ୍ଧା । ଟାଙ୍ଗୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ…

ଖୋର୍ଦ୍ଧା: ଚଣ୍ଡୀହର ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା  ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା…

ଟାଙ୍ଗୀ(କେନ୍ୟୁଜ୍):  ଐତିହାସିକ ତଥା ରାଜ ପ୍ରତିଷ୍ଠିତ ବାବା ଚଣ୍ଡୀହର ମନ୍ଦିରର ହୁଣ୍ଡି ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା  ଲୁଟି ନେଲେ ଦୁର୍ବୃତ୍ତ ।  ଖୋର୍ଦ୍ଧା ଟାଙ୍ଗୀ ଥାନା ଅଧିନସ୍ଥ ଚଣ୍ଡେଶ୍ୱର ଚଣ୍ଡିହରଦେଵଙ୍କ ମନ୍ଦିରରୁ ଲୁଟେରା ମାନେ ଗତ କାଲି ବିଳମ୍ବିତ ରାତିରେ ମନ୍ଦିରର ହୁଣ୍ଡିର…

ସର୍ବସ୍ୱାନ୍ତ ଅଗ୍ନି ବିପନ୍ନଙ୍କୁ ସହାୟତା ଯୋଗାଇଲେ ସାମାଜିକ ସଂଗଠନ

ଟାଙ୍ଗୀ, ଖୋର୍ଦ୍ଧା : ଅସହାୟ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ସାମାଜିକ ଅନୁଷ୍ଠାନ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ସାନ ନାଇରୀ ଦଣ୍ଡା ସାହିରେ ଗତ ୩ଦିନ ତଳେ ଘଟିଥିଲା ଅଗ୍ନିକାଣ୍ଡ । ରୋଷେଇ ଗ୍ୟାସରୁ ନିଆଁ ଲାଗି ୧୦ଟି ପରିବାରର ଘର ପୋଡି ଯାଇଥିଲା । ଫଳରେ ଲକ୍ଷାଧିକ ଟଙ୍କାର…

ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ବୃଦ୍ଧ ବସିଥିଲେ ପେଟ୍ରୋଲ ବୋତଲ ଧରି

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋର୍ଦ୍ଧା ଟାଙ୍ଗୀ ତହସିଲ ଅଫିସ୍‌ ସାମନାରେ ଜଣେ ବୃଦ୍ଧ ବସିଥିଲେ । ମୁଣ୍ଡ ଚୁଟି ପାଚି ପୂରା ଝୋଟ । ପାଖରେ ଏକ କୋଲଡ୍‌ ଡ୍ରିଙ୍କସ ବୋତଲଟିଏ ରହିଥିଲା । ତେବେ ସେଥିରେ କିଛି ପାନୀୟ ନଥିଲା । ଥିଲା ପେଟ୍ରୋଲ । ଭୀଷଣ ଅସନ୍ତୋଷରୁ ପ୍ରତିବାଦ କରିଥିଲେ ଏବଂ ଏବେ…

ଖୋର୍ଦ୍ଧା: ଚିଲିକା ସାନ ନାଇରୀ ଦଣ୍ଡା ସାହିରେ ଅଘଟଣ, ଗ୍ୟାସ ଲିକରୁ ନିଆଁ ଲାଗି ମହିଳା ଗୁରୁତର

ଟଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା  ଜିଲ୍ଲା ଚିଲିକା ବ୍ଲକ୍ ସାନ ନାଇରୀ ଦଣ୍ଡା ସାହିରେ ଘଟିଛି ଅଘଟଣ । ନିଆଁରେ ପୋଡ଼ି ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ମହିଳାଙ୍କ ନାମ ଇନ୍ଦୁମତି ବେହେରା ।  ଇନ୍ଦୁମତି ଘରେ ରୋଷେଇ କରୁଥିବା ବେଳେ ଅଚାନକ ରୋଷେଇ ଗ୍ୟାସରୁ…

ଖୋର୍ଦ୍ଧା: ସାମ୍ବାଦିକଙ୍କୁ ରାଜନେତାଙ୍କ ଧମକ, ପ୍ରତିବାଦରେ ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ଥାନାରେ ଏତଲା

ଟାଙ୍ଗୀ(କେନ୍ୟୁଜ୍): ରାଜ୍ୟରେ ଦିନକୁ ଦିନ ସାମ୍ବାଦିକ ମାନଙ୍କୁ ଆକ୍ରମଣ କିମ୍ବା ଧମକ ଦେବା ଘଟଣା ବଢି ଚାଲିଛି। ସାମ୍ବାଦିକମାନେ ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଦାବି ପାଇଁ  ନିଜ ଜୀବନକୁ ତୁଚ୍ଛ କରି ଅନ୍ୟାୟ ବିରୋଧରେ ଖବର ପ୍ରସାରଣ କରେ । ଏହି ସମୟରେ ତାକୁ ବହୁ ଝଡ ଝାଞ୍ଜ ସହିବାକୁ ପଡେ ।…

ଖୋର୍ଦ୍ଧା:ବାପା ଦ୍ବାରା ନିର୍ଯ୍ୟାତିତ ହେଉଥିବା ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲଡ ଲାଇନ୍  

ଟାଙ୍ଗୀ(କେନ୍ୟୁଜ୍):  ଖୋର୍ଦ୍ଧା ଜିଲ୍ଲା  ଟଙ୍ଗୀ ଅଞ୍ଚଳରେ ଏକ ହୃଦୟ ବିଦରକ ଘଟଣା  ଦେଖିବାକୁ ମିଳିଛି। ଏକ ନାବାଳିକା ଶିଶୁ କନ୍ୟାକୁ ତାର ଜନ୍ମ କଲା  ବାପା  ନିର୍ଯ୍ୟାତନ ଦେବାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ଥାନୀୟ ଅଞ୍ଚଳରେ ।   ନିର୍ଯ୍ୟାତନା ପୁଣି ଆଉ କେହି ନୁହଁ, ବରଂ ଖୋଦ୍…

ଖୋର୍ଦ୍ଧା: ଟଙ୍ଗୀରେ ଅଘଟଣ, ବିଲରେ କାମ କରୁଥିବା ସମୟରେ ବଜ୍ରପାତ ଘଟି ଜଣେ ମୃତ ୩ ଗୁରୁତର

ଟାଙ୍ଗୀ(କେନ୍ୟୁଜ୍):  ବର୍ଷାଭାବ କାରଣରୁ ଟାଙ୍ଗୀ ବ୍ଲକର ଶହ ଶହ ଚାଷ ଜମି ଶୁଖିଲା ପଡିଥିଲା । ଠିକ ଏହି ସମୟରେ ଦୁଇଦିନ ହେବ ଲଘୁଚାପ ଜନିତ ବର୍ଷା ଚାଷୀ ମନରେ ଆଣି ଦେଇଥିଲା ଖୁସି। କାଳ ବିଳମ୍ବ ନକରି ନିଜ ଚାଷ ଜମିକୁ ରୂଆ ରୋଇ କରିବାରେ ଲାଗିପଡିଥିଲେ । ଠିକ ଏତିକି ବେଳେ ଟାଙ୍ଗୀ ବ୍ଲକ୍  …

ଖୋର୍ଦ୍ଧା:କଙ୍କଡ଼ାକୁ ଗୋଳିପାଣି ସୁହାଇଲା ଭଳି ଟାଙ୍ଗୀର ଚୋରା ମାଙ୍କଡ ପଥର ବେପାରୀଙ୍କୁ ସୁହାଇଛି ସଟଡାଉନ, ଜବତ ହେଲା ୪…

ଟାଙ୍ଗୀ(କେନ୍ୟୁଜ୍):  ସଟଡାଉନ ସମୟରେ ମାଙ୍କଡା ପଥର ଚୋରା ଚାଲାଣକାରୀ ସକ୍ରିୟ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ ।  ଚୋରା ମାଙ୍କଡା ପଥର ବେପାରୀ ମାନେ ଵେଧଡକ ଭାବେ ଚଳାଇଛନ୍ତି  ସେମାନଙ୍କର ଚୋରା ବେପାର । ଏଭଳି  କାରବାରକୁ ରୋକ୍ ଦେଵା ପାଇଁ ଅଣ୍ଟା ଭିଡିଛନ୍ତି ଟାଙ୍ଗୀ…

ଖୋର୍ଦ୍ଧା: ବିଦ୍ୟୁତ୍ ତାର ଲାଗି ଚାଲିଗଲା ନାବାଳିକାର ଜୀବନ, କ୍ଷତିପୂରଣ ଦାବିରେ ବିଦ୍ୟୁତ୍ କାର୍ଯ୍ୟାଳୟରେ ଶବ ରଖି…

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା ଜିଲ୍ଲା  ଟାଙ୍ଗୀ ଥାନା ବାଲିପାଟପୁର  ଗ୍ରାମରେ  ଅଘଟଣ । ବିଦ୍ୟୁତ୍  ତାର ଲାଗି ଜଣେ  ନାବାଳିକାର ମୃତ୍ୟୁ । ମୃତକର ନାମ ବର୍ଷାରାଣୀ ବେହେରା  ଓ ବୟସ ୭ ବର୍ଷ ବୋଲି ଜଣା ପଡିଛି । ଵାଳିକା ଜଣକ ନିଜ ଘର  ଛାତ ଉପରେ  ଫୁଲ ତୋଳିବାକୁ  ଯାଇଥିବା ବେଳେ । ଓହଳି…

ଖୋର୍ଦ୍ଧା: ଟାଙ୍ଗୀର ଦିଲ୍ଲୀ ଫେରନ୍ତା ସଂକ୍ରମିତ ପରେ ପରିବାରର ପୁଣି ୮ ଜଣ ସଂକ୍ରମିତ, ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ

ଟାଙ୍ଗୀ(କେନ୍ୟୁଜ୍):  କରୋନା ମହାମାରି ସଂକ୍ରମଣ ଏବେ ଖୋର୍ଦ୍ଧା  ସବ୍ ଡିଭିଜନରେ  କ୍ଷିପ୍ର ଗତିରେ ମାଡି ଚାଲିଥିବା ବେଳେ, ସଂଯମତା ଅଭାବ ଯୋଗୁଁ ଟାଙ୍ଗୀର ଜଣେ ଦିଲ୍ଲୀ ଫେରନ୍ତା କରୋନା ସଂକ୍ରମଣ ଶିକାର ହୋଇ ତାଙ୍କ ପରିବାରର ଛଅ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ସହିତ…

ଖୋର୍ଦ୍ଧା: ଟାଙ୍ଗୀ ପାଞ୍ଚାୟତରେ ଜଣେ ପଜିଟିଭ ଚିହ୍ନଟ ପରେ ଅଞ୍ଚଳବାସୀ ଆତଙ୍କିତ, ପ୍ରଶାସନ କଲା କଣ୍ଟେନମେଣ୍ଟ ଜୋନ…

ଟାଙ୍ଗୀ(କେନ୍ୟୁଜ୍): ଖୋର୍ଦ୍ଧା  ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି  କରୋନା ମହାମାରୀର କାୟା। ଏଥିରେ ରୋକ୍ ଦେବା ପାଇଁ ପ୍ରଶାସନ ତରଫରୁ ଅନେକ ପଦକ୍ଷେପମାନ ଗ୍ରହଣ  କରାଯାଉଛି। ତଥାପି  ଲୋକେ ସଚେତନ ନହେବା  ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଗତ କାଲି ଖୋର୍ଦ୍ଧା…