Browsing Tag

tapu mishra

ପଞ୍ଚଭୂତରେ ଲୀନ ହେଲେ ଓଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ ସିଙ୍ଗର ତପୁ ମିଶ୍ର, ସତ୍ୟନଗର ମଶାଣିରେ ସମ୍ପନ୍ନ ହେଲା…

ଭୁବନେଶ୍ୱର(କେ ନ୍ୟୁଜ): ପଞ୍ଚଭୂତରେ ଲୀନ ହେଲେ ଓଲିଉଡର ପ୍ରସିଦ୍ଧ ପ୍ଲେ ବ୍ୟାକ ସିଙ୍ଗର ତପୁ ମିଶ୍ର । ଭୁବନେଶ୍ୱରସ୍ଥ ସତ୍ୟନଗର ମଶାଣିରେ ତାଙ୍କ ଶେଷକୃତ୍ୟ କରାଯାଇଥିବା ବେଳେ ମୁଖାଗ୍ନି ଦେଇଛନ୍ତି ତାଙ୍କ ସ୍ୱାମୀ ଦୀପକ ପୂଜାରୀ । କହିରଖିବା ଉଚିତ ହେବକି ତପୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର…

ଜୀବନ ସଂଗ୍ରାମରେ ଶେଷରେ ହାରିଗଲେ ଓଲିଉଡ୍‌ ଗାୟିକା ତପୁ ମିଶ୍ର, କରୋନାରେ ସଂକ୍ରମିତ ଥିଲେ

ଭୁବନେଶ୍ୱର (କେନ୍ୟୁଜ୍) : ଲାଗୁଥିଲା ଏ ଦୁଃଖଦ ଖବରଟି ଯେକୌଣସି ମୁହୂର୍ତ୍ତରେ ଆସିବ । ଗୋଟିଏ ପରେ ଗୋଟିଏ ଦାରୁଣ ଧକ୍କା ଓଲିଉଡ୍ ପାଇଁ । ଏଇ କେଇଦିନ ତଳେ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ ହୋଇଥିଲା । ଆଉ ଏବେ ଗାୟିକା ତପୁ ମିଶ୍ର ଚାଲି ଯାଇଛନ୍ତି ଅଫେରା ଦୁନିଆକୁ ।…

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଓଲିଉଡ୍‌ ଗାୟିକା ତପୁ ମିଶ୍ର

କଟକ (କେ ନ୍ୟୁଜ୍‌) : କରୋନାରେ ପୀଡ଼ିତା ଓଲିଉଡ ଗାୟିକା ତପୁ ମିଶ୍ର ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପୂର୍ବାପେକ୍ଷା ଉନ୍ନତି ଘଟିଛି । ଯାହା ସୂଚନା ମିଳିଛି ଡାକ୍ତରଙ୍କ ଲଗାତର ଉଦ୍ୟମ ଏବଂ ତପୁଙ୍କ ମନୋବଳ ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ସୁଧୁରିବାରେ ଲାଗିଛି ।…

ସୁସ୍ଥ ହେଉଛନ୍ତି କଣ୍ଠଶିଳ୍ପୀ ତପୁ ମିଶ୍ର, ସୂଚନା ଦେଲେ ଡାକ୍ତର

ଭୁବନେଶ୍ୱର, (କେନ୍ୟୁଜ) : ଓଡ଼ିଆ ଗାୟିକା ତପୁ ମିଶ୍ର ଏବେ ବିପଦ ମୁକ୍ତ । ତାଙ୍କର ଅକ୍ସିଜେନ୍‌ ସ୍ତରରେ ଉନ୍ନତି ଘଟିଛି ଏବଂ ସେ ସୁସ୍ଥ ହେଉଛନ୍ତି । ଏ ନେଇ କିଛି ସମୟ ପୂର୍ବରୁ ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଡାକ୍ତର ଏ କଥା ଜଣାଇଛନ୍ତି । ଓଡିଆ ଗାୟିକା ତପୁ ମିଶ୍ର…

ଓଲିଉଡ୍‌ ଗାୟିକା ତପୁ ମିଶ୍ର ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର, କେନ୍ୟୁଜ (ବ୍ୟୁରୋ) : ଏବେର କରୋନା ମହାମାରୀ ସ୍ଥିତିରେ ଓଲିଉଡରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଓଡିଆ ଗାୟିକା ତପୁ ମିଶ୍ର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଆଇସିୟୁରେ ରହି…

ଆଜି ତପୁ ମିଶ୍ରଙ୍କ ବାହାଘର, ଜାଣନ୍ତୁ କାହାର ହାତ ଧରିଲେ ଓଲିଉଡର ଏହି ଲୋକପ୍ରିୟ ଗାୟିକା

ବିବାହ କରୁଛନ୍ତି ଓଲିଉଡର ଲୋକପ୍ରିୟ ଗାୟିକା ତପୁ ମିଶ୍ର । ଆଜି ଅଭିନେତା ଦୀପକ ପୂଜାହାରୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରୁଛନ୍ତି ତପୁ ମିଶ୍ର । ଅନେକ ବିଜ୍ଞାପନ, ଧାରାବାହିକ ତଥା ସମ୍ବଲପୁରୀ ମ୍ୟୁଜିକ୍ ଭିଡିଓରେ ଅଭିନୟ କରି ବେଶ୍ ଲୋକପ୍ରିୟ ଦୀପକ୍ । ନଭେମ୍ବର ମାସରେ ଉଭୟଙ୍କ ନିର୍ବନ୍ଧ…

ବିବାହ କରିବେ ତପୁ ମିଶ୍ର , ଜାଣନ୍ତୁ କାହା ହାତ ଧରି ଶାଶୁଘର ଚାଲିଯିବେ ଲୋକପ୍ରିୟ ଗାୟିକା

ଶାଶୁ ଘର ଚାଲିଯିବେ ତପୁ ମିଶ୍ର । ଆଜ୍ଞା ହଁ ସୁପରହିଟ୍ ଫିଲ୍ମ ଶାଶୁ ଘର ଚାଲିଯିବିର ଲୋକପ୍ରିୟ ଗୀତ ମଥାରେ ଓଢଣା ଦେବି ଶାଶୁ ଘର ଚାଲି ଯିବି ଗୀତର ଗାୟିକା ତପୁ ମିଶ୍ର କରିବେ ବିବାହ । ଶେଷ ହୋଇଛି ନିର୍ବନ୍ଧ । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା କାହାକୁ ନିଜର ଜୀବନସାଥୀ କରିବେ ତପୁ…