Below header
Browsing Tag

target drone found

ପୁଣିଥରେ ପଞ୍ଜାବ ସୀମାରେ ଡ୍ରୋନ, ଗୁଳିଚାଳନା ପରେ ପାକିସ୍ତାନ ଫେରିବାରେ ସଫଳ

କେନ୍ୟୁଜ ଓଡିଶା : ପଞ୍ଜାବ ଅନ୍ତର୍ଜାତୀୟ ସୀମା ନିକଟ ଗୁରୁଦାସପୁର ସେକ୍ଟରରେ ଏକ ଡ୍ରୋନ ଦୋଖିବାକୁ ମିଳିଥିଲା । ପାଟ୍ରୋଲିଂ ଦଳ ଏକ ହମିଂ ଶବ୍ଦ ଶୁଣିବା ପରେ ବିଏସଏଫ କର୍ମଚାରୀ ୫ରାଉଣ୍ଡ ଗୁଳି ଚଳାଇଥିଲେ । କିନ୍ତୁ ଏହା ପାକିସ୍ତାନ ଏରିଆକୁ ଫେରିଯିବାକୁ ସଫଳ ହୋଇଥିଲା । ଗତକାଲି ରାତି ୧୨…

ବାଲେଶ୍ୱର: ଯାମୁକା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ଲାଗିଲା ଟାର୍ଗେଟ୍‌ ଡ୍ରୋନ୍ ବଂଶୀ, ମିଶାଇଲ ଖସାଇବାକୁ ହୋଇଥାଏ ଏହାର…

ବାଲେଶ୍ୱର: ମତ୍ସ୍ୟଜୀବୀଙ୍କ ଜାଲରେ ଟାର୍ଗେଟ୍‌ ଡ୍ରୋନ୍‌ । ବାଲେଶ୍ୱର ଜିଲ୍ଲା ତାଳପଦା ସ୍ଥିତ ଯାମୁକା ମୁହାଣରେ ମତ୍ସଜୀବୀଙ୍କ ଜାଲରେ ଲାଗିଛି ଟାର୍ଗେଟ୍‌ ଡ୍ରୋନ୍‌ ବଂଶୀ । ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଏହା ଜାଲରେ ଲାଗିଥିଲା। ସାଧାରଣତଃ କ୍ଷେପଣାସ୍ତ୍ର…