Browsing Tag

tauktae landfall

ବାତ୍ୟା ‘ତାଉ-ତେ’ର ମହାତାଣ୍ଡବ, ଏଯାଏଁ ୧୮ ଜଣଙ୍କ ଜୀବନ ନେଲାଣି ବାତ୍ୟା

କେନ୍ୟୁଜ (ବ୍ୟୁରୋ) : ଅତି ଭୟଙ୍କର ଓ ପ୍ରଳୟଙ୍କରୀ ରୂପ ଧାରଣ କରି ଗୁଜରାଟ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବା ପରେ ତାଣ୍ଡବ ରଚିଛି ବାତ୍ୟା ‘ତାଉ-ତେ’ । ଗୋଆ ଠାରୁ ଆରମ୍ଭ କରି ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ଗୁଜରାଟରେ ବଡ ବଡ ଗଛ ଉପୁଡିବା ସହ ବିଦ୍ୟୁତ ଖୁଣ୍ଟ ଉପୁଡିଛି । ଅନେକ ମାଟି ଘର…

ଗୁଜରାଟ ଉପକୂଳରେ ତାଉ-ତେ ଲ୍ୟାଣ୍ଡଫଲ୍‌ ପ୍ରକିୟା ଆରମ୍ଭ, ପ୍ରବଳ ବର୍ଷା ପବନ ଆଉ ବାତ୍ୟାର ତାଣ୍ଡବ

ପୂର୍ବାନୁମାନ ଅନୁଯାୟୀ ବାତ୍ୟା ତାଉ-ତେ କିଛି ସମୟ ପୂର୍ବରୁ ଗୁଜରାଟରେ ଲ୍ୟାଣ୍ଡଫଲ୍‌ କରିଛି । ଗୁଜରାଟ ଉପକୂଳରେ ଏହାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଏବେ ଜାରି ରହିଛି । ଯାହା କିଛି ଘଣ୍ଟା ଯାଏ ଜାରି ରହିବ । ଫଳରେ ଏହି ଅଞ୍ଚଳରେ ଏବେ ୧୧୫ କିଲୋମିଟରରୁ ଅଧିକ ବେଗରେ ପବନ ବହିବା ସହ ପ୍ରବଳ…