ଛାତ୍ରୀଙ୍କୁ ଅସଦାଚରଣ କଲେ ପ୍ରଧାନଶିକ୍ଷକ, ସ୍କୁଲ ଘେରିଲେ ଗାଁ ଲୋକ
ନବରଙ୍ଗପୁର : ଏ ଆମ ସାର୍ । ଆମକୁ ପାଠ ପଢ଼ାନ୍ତି । ଆମ ଉଜ୍ଜ୍ବଳ ଭବିଷ୍ୟତ ଗଢ଼ୁଛନ୍ତି । ଆମେ ବି ତାଙ୍କୁ ବହୁତ ସମ୍ମାନ ଦେଉ । କିନ୍ତୁ ସେ ଯେଉଁ କାଣ୍ଡ କରୁଛନ୍ତି ଆପଣ ଜାଣିଲେ ମୁଣ୍ଡରେ ହାତ ଦେବେ । ସହଜରେ ବିଶ୍ବାସ କରିପାରିବେନି ଆପଣ । ଯେଉଁ ଛାତ୍ରୀମାନଙ୍କ ସହ ଏଭଳି କାରନାମା କରିଥିଲେ…