କଟକ: ଶିକ୍ଷକଙ୍କ ନାଁରେ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଅଭିଯୋଗ, ପରିବାର ପକ୍ଷରୁ ଥାନାରେ ଏତଲା

ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ନେଇ ଶିକ୍ଷକଙ୍କ ନାଁରେ ଅଭିଯୋଗ । କଟକ ଜିଲ୍ଲା ଘୋଳପୁର ୟୁପି ସ୍କୁଲର ଜଣେ ଶିକ୍ଷକଙ୍କ ନାଁରେ ସରଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛିା ଅଭିଯୋଗ ହୋଇଛି, ସ୍କୁଲ ଓ ଟିୟୁସନ୍‌ ଯିବା ବାଟରେ ଜଣେ ଯୁବକ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରୁଥିଲେ । ଏନେଇ ସ୍କୁଲ ଶିକ୍ଷକଙ୍କୁ ଜଣାଇବାରୁ ସଂପୃକ୍ତ ଶିକ୍ଷକ ର୍ଦୁବ୍ୟବହାର କରିଥିବା ଛାତ୍ରୀ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳ ଘଟଣାର ତଦନ୍ତ ପାଇଁ ଏସଡିପିଓ ଓ ବାଙ୍କୀ ବିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.