କଳାହାଣ୍ଡି: ଠେଳକୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମଦ ପିଇ ସହକାରୀ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ, ସୋସିଆଲ ମିିଡିଆରେ ଭିଡିଓ ଭାଇରାଲ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତର ଠେଳକୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମଦ ପିଇ ସହକାରୀ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ। ଶିକ୍ଷକ ଚିନ୍ତାମଣୀ ଦାସଙ୍କ ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହୋଇଛି । ଶିକ୍ଷକ ଜଣକ ମଦ ପିଇ ଛାତ୍ରୀଙ୍କୁ ଦୁଃବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଶିକ୍ଷକ ଜଣକ ମଦ ପିଇ ଶ୍ରେଣୀ ଗୃହରେ ଶୋଇଥିଲେ । ଏ ନେଇ ଛାତ୍ରଛାତ୍ରୀ ଅଭିଭାବକଙ୍କୁ ଜଣାଇଥିଲେ । ତେବେ ଅଭିଯୋଗକୁ ଶିକ୍ଷକ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.