Browsing Tag

teaching

ନିଆରା ବ୍ଯକ୍ତିତ୍ବ : ଟ୍ରାଏ ସାଇକେଲରେ ବସି ଦୀର୍ଘ ୨୫ବର୍ଷ ହେବ ଶିକ୍ଷାଦାନ କରୁଛନ୍ତି ନିର ସାର୍

କାକଟପୁର(କେନ୍ୟୁଜ): ପରିସ୍ଥିତି କରିଦେଲା ଶାରୀରିକ ଅକ୍ଷମ। ହେଲେ ହାର୍ ମାନିନାହାନ୍ତି ସେ। ଜୀବନ ଯୁଦ୍ଧରେ ଜାରି ରଖିଛନ୍ତି ସଂଘର୍ଷ। ପେଟ ପାଇଁ ଦୀର୍ଘ ପଚିଶ ବର୍ଷ ଧରି ଅକ୍ଷୁର୍ଣ ରଖିଛନ୍ତି ନିଜ କର୍ତ୍ତବ୍ଯ । ଏମିତି ନିଆରା ବ୍ଯକ୍ତିତ୍ବଙ୍କ ବିଷୟରେ ଯେତେ କହିଲେ ବି କମ୍ ହେବ। ପୁରୀ…

ଏବେ ବି ବଞ୍ଚିଛି ଚାଟଶାଳୀ, ଦୀର୍ଘ ୪୭ ବର୍ଷ ହେଲା ଘର ପଛ ବାଡ଼ିରେ ପିଲାଙ୍କୁ ପଢ଼ାଉଛନ୍ତି ବାବୁ ସାର

ଗାଁରେ ଚାଟଶାଳୀର ମହକ । ଏମିତି ଏକ ଚାଟଶାଳୀ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବଜରାପୁର ଗାଁରେ । ଚାଟଶାଳୀରେ ପିଲାଙ୍କ ଭବିଷ୍ଯତ ଗଢୁଥିବା ଶିକ୍ଷକ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବାବାଜି ଚରଣ ଜେନା ଓରଫ ବାବୁ ସାର । ସମସ୍ତଙ୍କର ପ୍ରିୟ ବାବୁ ସାର । ସାରଙ୍କୁ…

ଆଦିବାସୀ ପିଲାଙ୍କ ଶିକ୍ଷାଦାତ୍ରୀ ସାଜିଛନ୍ତି ଏହି ଗୃହିଣୀ, ନିଶା ତାଙ୍କର ନିରକ୍ଷରତା ବିରୋଧରେ ଲଢ଼େଇ

କଥାରେ ଅଛି ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢ଼େ। ଆଉ ଏହି କଥାକୁ ପ୍ରମାଣ କରି ଦେଖାଇଛନ୍ତି ଜଣେ ମହିଳା। ସେ ଏହା ପ୍ରମାଣିତ କରି ଦେଖାଇଛନ୍ତି ଯେ ଜ୍ଞାନକୁ ଖାଲି ଖାତା ବହିରେ କିମ୍ବା ମନରେ ରଖିଦେଲେ ହବନି, ତାକୁ ଆଦାନପ୍ରଦାନ କରିବା ମଧ୍ୟ ଜରୁରୀ। ଜ୍ଞାନ ଦ୍ବାରା ଯଦି କାହାର ଭବିଷ୍ୟତ ଗଢ଼ାଯାଇହେବ…

ନିଆରା ଶୈଳୀରେ ପାଠପଢା, ଗୀତରେ ନାଚି-ନାଚି ବିଭିନ୍ନ ଅଙ୍ଗଭଙ୍ଗୀରେ ଶିକ୍ଷାଦାନ

କୋରାପୁଟ(କେନ୍ୟୁଜ୍): ନିଆରା ଶୈଳୀରେ ପାଠପଢା। ଗୀତରେ ଗୀତରେ ନାଚି ନାଚି, ବିଭିନ୍ନ ଅଙ୍ଗଭଙ୍ଗୀରେ ପାଠ ପଢାଉଛନ୍ତି ଶିକ୍ଷକ। ଏଥିରେ ପିଲା ଖୁସି ଆଉ ଶିକ୍ଷକ ବି। ଏପରି ଚିତ୍ତାକର୍ଷକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟର ଉପାନ୍ତ ଲମତାପୁଟ ସ୍କୁଲରେ। ଶିକ୍ଷକ ପ୍ରଫୁଲ କୁମାର ପାଠୀ ପ୍ରତିଦିନ…

ପରିବର୍ତ୍ତିତ ପରିସ୍ଥିତିରେ ବି ପାରମ୍ପରିକ ଶିକ୍ଷାଦାନ, କେନ୍ଦ୍ରାପଡ଼ାରେ ଆଜି ବି ଚାଲିଛି ଗ୍ରୀଷ୍ମକାଳୀନ ପାଠଶାଳା

କେନ୍ଦ୍ରାପଡ଼ା : ପଟ୍ଟାମୁଣ୍ଡାଇ ବ୍ଲକ୍‌ ବଳଭଦ୍ରପୁର ଗାଁରେ ୧୯୭୭ ମସିହାରେ ଦୁର୍ଯ୍ୟୋଧନ ପରିଡ଼ାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ପାଠଶାଳା । ଅନ୍ୟାନ୍ୟ ଗାଁରେ ପାଠଶାଳା ସବୁ ବନ୍ଦ ପଡ଼ିଥିବା ବେଳେ ଏଠି ବେଶ୍‌ ଉତ୍ସାହର ସହ ଚାଲିଛି ପାଠଶାଳା । ପାଠଶାଳାରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପାଖାପାଖି…