Below header
Browsing Tag

team india

ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ, ମ୍ୟାଚ୍‌ ହିରୋ ସାଜିଲେ ରୋହିତ ଶର୍ମା

କେନ୍ୟୁଜ୍(ବ୍ୟୁରୋ):  ନାଗପୁରରେ ଭାରତର ଦମ୍‌ଦାର ବିଜୟ । ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ । ଆଜିର ମ୍ୟାଚ୍‌ ହିରୋ ରୋହିତ ଶର୍ମା । ୨୦ ବଲ୍‌ରେ ୪୬ ରନ୍‌ କରିଛନ୍ତି । ୮ ଓଭର ମ୍ୟାଚ୍‌ରେ ୯୧ ରନ୍‌ର ଟାର୍ଗେଟ୍‌ ଦେଇଥିଲା କଙ୍ଗାରୁ ବାହିନୀ। ଟସ୍‌ ଜିତି ବୋଲିଂ…

ଟିମ୍‌ ଇଣ୍ଡିଆର ନୂଆ ଜର୍ସି ଲଞ୍ଚ, ନୂଆ ଜର୍ସିରେ ଟି-୨୦ ବିଶ୍ୱକପ୍‌ ଖେଳିବ ମେନ ଇନ ବ୍ଲୁ

ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ କ୍ରିକେଟ ଟିମ୍‌ର ନୂଆ ଜର୍ସି ଲଞ୍ଚ ହୋଇଛି। ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ୍‌ ଖେଳାଯିବ। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଘୋଷଣା ହୋଇସାରିଛି। ଭାରତୀୟ କ୍ରିକେଟ ଟିମ୍‌ର ଅଫିସିଆଲ କିଟ୍‌ ପାର୍ଟନର ଏମପିଏଲ୍‌…

କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ରବିନ ଉତ୍ଥାପା, ଟ୍ଵିଟ୍‌ କରି ଦେଲେ ସୂଚନା

ଟିମ ଇଣ୍ଡିଆ ବ୍ୟାଟସମ୍ୟାନ୍‌ ତଥା ଟି-୨୦ ବିଶ୍ୱକପ ହିରୋ ରବିନ୍ ଉତ୍ଥାପା ସବୁ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେଛନ୍ତି। ନିଜ ଟ୍ଵିଟର ପେଜରେ ଉତ୍ଥାପା ସନ୍ନ୍ୟାସ ନେବା କଥା ଘୋଷଣା କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ୍ରେ ହିରୋ ସାଜିଥିଲେ ରବିନ୍। ଉଦ୍ଘାଟନୀ ମ୍ୟାଚରେ ପାକିସ୍ତାନ…

ଟିମ୍‌ ଇଣ୍ଡିଆର କୋଚ୍‌ ହେବାକୁ ପୁଣି ମନ ବଳାଇଲେଣି ରବି ଶାସ୍ତ୍ରୀ ! ନିଜେ କଲେ ଖୁଲାସା

ଟିମ୍‌ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ପୁଣି ଥରେ କୋଚ୍‌ ଦାୟିତ୍ୱ ସମ୍ଭାଳିପାରନ୍ତି। ଶାସ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଭାରତୀୟ ଟିମର ପ୍ରଦର୍ଶନ ଟେଷ୍ଟ ଫର୍ମାଟରେ ଭଲ ରହିଥିଲା। କିନ୍ତୁ ଏହି ସମୟରେ କୌଣସି ଆଇସିସି ଟ୍ରଫି ଜିତିନଥିଲା ଭାରତୀୟ ଟିମ୍‌। ରବି ଶାସ୍ତ୍ରୀ ଲିଜେଣ୍ଡସ ଲିଗ…

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶଙ୍କ ବେକରେ ବାଜିଲା ବଲ୍‌, ପଡିଆରୁ ଆମ୍ବୁଲାନ୍ସ ଯୋଗେ ଗଲେ ହସପିଟାଲ

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶ ଆୟର କ୍ରିକେଟ ଖେଳିବା ସମୟରେ ଗୁରୁତର ଆହତ ହୋଇଛନ୍ତି। ଦିଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନରୁ ଖେଳୁଥିବା ଆୟରଙ୍କ ବେକରେ ବଲ୍‌ ବାଜିବା ଯୋଗୁଁ ପଡିଆ ମଝିରେ ଗୁରୁତର ଆହତ ହୋଇଥିଲେ। ଆହତ ହେବା ସଙ୍ଗେ ସଙ୍ଗେ ତାଙ୍କ ଆମ୍ବୁଲାନ୍ସ ଯୋଗେ ହସପିଟାଲ…

ନୂଆ ଜର୍ସିରେ ଟି-୨୦ ବିଶ୍ୱକପ ଖେଳିବ ଟିମ୍‌ ଇଣ୍ଡିଆ, ଲଞ୍ଚ ହେବା ପୂର୍ବରୁ ରୋହିତ-ହାର୍ଦ୍ଦିକଙ୍କ ଭିଡିଓ ଭାଇରଲ

ଭାରତୀୟ କ୍ରିକେଟ ଟିମ୍‌ ଆସନ୍ତା ମାସରୁ ଅଷ୍ଟ୍ରେଲଆରେ ଟି-୨୦ ବିଶ୍ୱକପ୍‌ ନୂଆ ଜର୍ସିରେ ଖେଳିବ। ଟିମର ଅଫିସିଆଲ କିଟ୍‌ ସ୍ପନ୍ସର MPL Sports ଏହା ଘୋଷଣା କରିଛି। ଏମପିଏଲ ସ୍ପୋଟର୍ସ ଘୋଷଣା କରିଛି କି, ମେନ ଇନ ବ୍ଲୁ ଆଗାମୀ ଟି-୨୦ ବିଶ୍ୱକପ୍‌ ୨୦୨୨ରେ ନୂଆ ଜର୍ସିରେ ଖେଳିବେ। ଏମପିଏଲ୍‌…

ଅଷ୍ଟ୍ରେଲିଆ ଏବଂ ସାଉଥ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା: ବାଦ୍‌ ପଡିଲେ ପାଣ୍ଡ୍ୟା,…

ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରିଛି ବିସିସିଆଇ। ଟି-୨୦ବିଶ୍ୱକପ ପାଇଁ ଟିମ୍‌ ଚୟନ ପରେ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା ହୋଇଛି। ବିସିସିଆଇ ଏକ ବୟାନରେ ସୂଚନା ଦେଇଛି।…

ଏସିଆ କପ୍‌ : ଶ୍ରୀଲଙ୍କା ଆଗରେ ୧୭୪ ରନ୍‌ର ଟାର୍ଗେଟ୍‌ ରଖିଲା ଭାରତ

ଦୁବାଇ : ଏସିଆ କପ୍‌ର ଆଜି ଗୁରୁତ୍ୱପୂର୍ଣ୍ଣ ସୁପର ଫୋର୍‌ ମ୍ୟାଚ୍‌ରେ ଶ୍ରୀଲଙ୍କା ଆଗରେ ଭାରତ ରଖିଛି ରନ୍‌ର ୧୭୩ ବିଜୟ ଲକ୍ଷ୍ୟ । ଏବେ କେମିତି ରୋକିବେ ଶ୍ରୀଲଙ୍କାକୁ ଦେଖିବାର କଥା । ଶ୍ରୀଲଙ୍କା ଆଜି ଟସ୍‌ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଦେଇଥିଲା । ତା ସହିତ ପ୍ରଥମ ତିନି ଓଭରରେ…

ଜିତିଲେ ବି ଭାରତ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ତ ?

ଦୁବାଇ : ଆଉ କିଛି ସମୟ ପରେ ଏସିଆ କପ୍‌ ଟି-୨୦ର ‘କର ବା ମର’ ମ୍ୟାଚ୍‌ରେ ଶ୍ରୀଲଙ୍କା ଭେଟିବ ଟିମ୍‌ ଇଣ୍ଡିଆ । ଏଥିରେ ଜିତିବାକୁ ବାଧ୍ୟ ବୋଲି କୁହାଯାଉଛି । ହେଲେ ଜିତିଲେ ବି ଭାରତୀୟ ଦଳ କଣ ଏସିଆ କପ୍‌ ଫାଇନାଲ୍‌ରେ ପହଞ୍ଚି ପାରିବ ? ଏ ପ୍ରଶ୍ନ ଏବେ ସବୁ କ୍ରିକେଟ୍‌ ପ୍ରେମୀଙ୍କ ମନରେ…

ହଂକଂ ବିପକ୍ଷରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା, ଏମିତି ହୋଇପାରେ ସମ୍ଭାବ୍ୟ ଏକାଦଶ !

ଭାରତୀୟ ଟିମ୍‌ ଏସିଆ କପ୍‌ରେ ପାକିସ୍ତାକୁ ଧୂଳି ଚଟାଇଛି। ବିଜୟ ଅଭିଯାନ ଏସିଆ କପ୍‌ରେ ଟିମ୍‌ ଇଣ୍ଡିଆର ଆରମ୍ଭ ହୋଇଛି। ପାକିସ୍ତାନକୁ ୫ ଓ୍ଵିକେଟରେ ମାତ୍‌ ଦେଇ ପରାଜୟର ଦ୍ୱାର ଦେଖାଇଥିଲା ଟିମ୍‌ ଇଣ୍ଡିଆ । ତେବେ ଏହାପରେ ଟିମ୍‌ ଇଣ୍ଡିଆ ଆସନ୍ତାକାଲି ହଂକଂ ବିପକ୍ଷରେ ମାଚ୍‌ ଖେଳିବ। ଏହି…

‘କାଲା ଚଷମା’ ଗୀତରେ ଧୂଆଁଦାର ଡ୍ୟାନ୍ସ କଲେ ଟିମ୍‌ ଇଣ୍ଡିଆର ଖେଳାଳି, ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆ ଜିମ୍ବାୱେ  ବିପକ୍ଷରେ ଶେଷ ଦିନିକିଆକୁ ୧୩ ରନରେ ଜିତି ୩-୦ରେ ସିରିଜ ବିଜୟ କରିଛି। ମ୍ୟାଚ୍‌ ସହିତ ସିରିଜ ଜିତିବା ପରେ ଟିମ୍‌ ଇଣ୍ଡିଆର ଖେଳାଳି ଡ୍ରେସିଂ ରୁମରେ ଡ୍ୟାନ୍ସ କରି ବିଜୟ ଉତ୍ସବ ମନାଇଛନ୍ତି। ଟିମ୍‌ ଜିତିବା ପରେ ଡ୍ରେସିଂ ରୁମରେ ହ୍ୟାନ୍ସ କରୁଥିବା ଭିଡିଓ…

ଲାଇଭ ମ୍ୟାଚରେ ଈଶାନ କିଷନଙ୍କ ଭୁଲ୍‌ ଦେଖି ରାଗିଗଲେ ଅକ୍ଷର ପଟେଲ, ପଟେଲ ମାଗିଲେ କ୍ଷମା: ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆ ଜିମ୍ବାଓ୍ୱେ ବିପକ୍ଷରେ ଦ୍ୱିତୀୟ ଦିନିକିଆ ମ୍ୟାଚକୁ ୫ ଓ୍ଵିକେଟରେ ଜିତିନେଇଛି। ତିନିଟି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଅ। । ହେଲେ ଦ୍ୱିତୀୟ ଦିନିକିଆ ମ୍ୟାଚର ଏକ ଭିଡିଓ ଏକ ସୋସିଆଲ ମିଡିଆରେ ଖୁବ୍‌ ଭାଇରଲ ହେଉଛି। ଏହି ଭିଡିଓ ଦେଖି ସମସ୍ତେ…