Below header
Browsing Tag

team india

ଇଂଲଣ୍ଡ ବିପକ୍ଷରେ ଟି-୨୦ ଓ ଦିନିକିଆ ପାଇଁ ଅଲଗା ଅଲଗା ଟିମ୍‌ ଘୋଷଣା କଲା ବିସିସିଆଇ: ପ୍ରଥମ ମ୍ୟାଚରେ ଖେଳିବେନି…

ଇଂଲଣ୍ଡ ବିପକ୍ଷ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ଏହି ସିରିଜରେ ଦିନିକିଆ ଏବଂ ଟି-୨୦ ପାଇଁ ରୋହିତ ଶର୍ମା ଅଧିନାୟକ ରହିବେ । ଆଜିଠାରୁ ଟିମ୍‌ ଇଣ୍ଡିଆ ଏଜବେଷ୍ଟସନରେ ଟେଷ୍ଟ ମ୍ୟାଚ ଖେଳୁଛି। ଟି-୨୦ ସିରିଜ ଜୁଲାଇ ୭ ତାରିଖରୁ ଆରମ୍ଭ…

ଖୁବଶୀଘ୍ର ସନ୍ନ୍ୟାସ ନେଇପାରନ୍ତି ଟିମ୍‌ ଇଣ୍ଡିଆର ଏହି ଖେଳାଳି, କୌଣସି ମ୍ୟାଚ ପାଇଁ ହେଉନାହାନ୍ତି ଚୟନ

ଟିମ୍‌ ଇଣ୍ଡିଆରେ କିଛିବର୍ଷ ହେଲାଣି ପରିବର୍ତ୍ତନ ଦେଖିବାକୁ ମିଳିଛି। ବିରାଟ କୋହଲିଙ୍କ ଠାରୁ ଅଧିନାୟକତ୍ୱ ପଦ ଚାଲିଯିବା ପରେ ଅନେକ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଉଛି। ଏମିତିରେ ଟିମ୍‌ ଇଣ୍ଠିଆରେ ଖେଳାଳି ନିଜର ସ୍ଥାନ ବଜାୟ ରଖିବା କଷ୍ଟକର ହୋଇପଡୁଛି। ଏହାମଧ୍ୟରେ ଆଉ ଜଣେ ଖେଳାଳି…

ଲଣ୍ଡନରେ ପହଞ୍ଚିଲା ଇଂଲଣ୍ଡ ବିପକ୍ଷରେ ଖେଳିବାକୁ ଥିବା ଟିମ୍‌ ଇଣ୍ଡିଆ, ଅଭ୍ୟାସ ଆରମ୍ଭ କଲା

ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଟେଷ୍ଟ ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ଗୁରୁବାର ଦିନ ଭାରତୀୟ ଟିମ୍‌ ଖେଳାଳି ଇଂଲଣ୍ଡରେ ପହଞ୍ଚିବା ପରେ ଆଜି ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି। ଇଂଲଣ୍ଡରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବା ପରେ ଟିମ୍‌ ଇଣ୍ଡିଆ ଲିମିଟେଡ୍‌…

ଖୁବଶୀଘ୍ର ବାପା ହେବେ ଟିମ୍‌ ଇଣ୍ଡିଆର ଏହି କ୍ରିକେଟର, ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନ୍ସ ଦେଲା ଖୁସି ଖବର

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଭାରତୀୟ କ୍ରିକେଟ ଟିମ୍‌ର ଜଣେ ଖେଳାଳି ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ଏ ନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଜଣାଇଛନ୍ତି। ଭାରତୀୟ ଦଳର ଖେଳାଳି ବିନୟ କୁମାର ଦୀର୍ଘ ଦିନ ଧରି…

ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ ପାଇଁ ଟିମ୍‌ ଘୋଷଣା କଲା ବିସିସିଆଇ, କେଏଲ୍‌ ରାହୁଲ ହେଲେ ଅଧିନାୟକ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜ ଖେଳାଯିବ। ଦକ୍ଷିଣ ଆଫ୍ରିକା ସିରିଜ ପାଇଁ ବିସିସିଆଇ ଟିମ୍‌ ଘୋଷଣା କରିସାରିଛି। ଏଥିରେ ଟିମର ଅଧିନାୟକ ଦାୟିତ୍ୱ କେଏଲ ରାହୁଲଙ୍କୁ ଦିଆଯାଇଛି। T20 ସିରିଜରୁ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ । ଟିମକୁ ଫେରିଛନ୍ତି…

ଖୁବଶୀଘ୍ର ଟିମ୍‌ ଇଣ୍ଡିଆରେ ସାମିଲ ହେବେ ଏହି ଦୁଇ ଦ୍ରୁତ ବୋଲର, ସୌରଭ ଗାଙ୍ଗୁଲି ଦେଲେ ସଙ୍କେତ

ବର୍ତ୍ତମାନ ଆଇପିଏଲ ସିଜିନ ଚାଲିଛି। ଆଇପିଏଲରେ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଦିନିକିଆ ଟିମ୍‌ରେ ସ୍ଥାନ ମିଳିବ ବୋଲି ସଂକେତ ଦେଇଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି। ଆଇପିଏଲ ସରିବା ପରେ ଟିମ୍‌ ଇଣ୍ଡିଆରେ ଦୁଇଜଣ ବିସ୍ଫୋରଣ ବୋଲରଙ୍କ ଏଣ୍ଟ୍ରି ହେବାକୁ ଯାଉଛି। ଖୁବଶୀଘ୍ର…

ବିଗତ ୧୦ ବର୍ଷ ମଧ୍ୟରେ ଘରୋଇ ମାଟିରେ କୌଣସି ଟେଷ୍ଟ ସିରିଜ ହାରିନି ଟିମ୍‌ ଇଣ୍ଡିଆ

ଗତ ୧୦ ବର୍ଷ ମଧ୍ୟରେ ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ସିରିଜ ଜିତିଛି । ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ଦୁଇଥର ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତୀୟ ଟିମ୍‌ ଗତ ୧୦ ବର୍ଷ ମଧ୍ୟରେ ଘରୋଇ ମାଟିରେ…

ଇଣ୍ଡିଆ-ଶ୍ରୀଲଙ୍କା ଦ୍ୱିତୀୟ ଟେଷ୍ଟ: ଦିବାରାତ୍ରି ଟେଷ୍ଟ ଦେଖିବା ପାଇଁ ଷ୍ଟାଡିଅମରେ ୧୦୦ ପ୍ରତିଶତ ଦର୍ଶକଙ୍କୁ ମିଳିଲା…

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତାକାଲି ଠାରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବାଙ୍ଗାଲୋରରେ ଖେଳାଯିବ। ଖାସ୍‌ ଏଥିପାଇଁ ଟିମ୍‌ ଇଣ୍ଡିଆ ପ୍ରସ୍ତୁତିରେ ଲାଗିପଡିଛି। ଟିମ୍‌ ଇଣ୍ଡିଆର ଖେଳାଳି ବାଙ୍ଗାଲୋରରେ ଟ୍ରେନିଂ ଆରମ୍ଭ କରିସାରିଛନ୍ତି। ଦିବାରାତ୍ରି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆକୁ ମିଳିଛି ଖୁସି…

ଶ୍ରୀଲଙ୍କା ବିପକ୍ଷ ସିରିଜରେ ନୂଆ ଅଲରାଉଣ୍ଡର ସୌରଭ କୁମାରଙ୍କୁ ମିଳିଲା ସ୍ଥାନ, ଜାଣନ୍ତୁ ସେ କିଏ ?

ଆଜି ଓ୍ଵେଷ୍ଟଇଣ୍ଡିଜ ସହିତ ତୃତୀୟ ଟି-୨୦ ମ୍ୟାଚ ଖେଳିବା ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ସହିତ ଟି-୨୦ ଏବଂ ଟେଷ୍ଟ ସିରିଜ ଖେଳିବ। ତେଣୁ ଘରୋଇ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଶନିବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଚୟନକର୍ତ୍ତା ଟେଷ୍ଟ ସିରିଜ୍ ପାଇଁ ଜଣେ ନୂଆ…

ଓ୍ଵେଷ୍ଟଇଣ୍ଡିଜକୁ ୮ ରନରେ ହରାଇ ଟି-୨୦ ସିରିଜ୍ ଜିତିଲା ଭାରତ

କୋଲକାତାର ଇଡେନ ଗାର୍ଡେନରେ ହେଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଓ୍ଵେଷ୍ଟଇଣ୍ଡିଜକୁ ୮ ରନରେ ହରାଇ ଟି-୨୦ ସିରିଜ୍ ହାତେଇଛି ଟିମ୍ ଇଣ୍ଡିଆ । ଖେଳ ମଇଦାନରେ ସଂଘର୍ଷ କରି ଓ୍ଵେଷ୍ଟଇଣ୍ଡିଜକୁ ପରାସ୍ତ କରିଛନ୍ତି ଭାରତୀୟ ଖେଳାଳୀ। ମ୍ୟାଚ ଜିତିବା ସହିତ ରୋହିତ ବାହିନୀ ତିନି ମ୍ୟାଚ୍…

ଦ୍ୱିତୀୟ ଟି୨୦ : ଇଣ୍ଡିଜ ଆଗରେ ୧୮୭ ରନ୍‌ର ଟାର୍ଗେଟ୍‌ ରଖିଲା ଭାରତ

କୋଲକାତା : କୋହଲି, ପନ୍ତ ଏବଂ ଭେଙ୍କଟେଶ ଆୟାରଙ୍କ ଭଲ ସ୍କୋର ଯୋଗୁଁ ଦ୍ୱିତୀୟ ଟି-୨୦ରେ ଭାରତ କରିଛି ୫ ଓ୍ଵିକେଟ୍‌ରେ ୧୮୬ ରନ୍‌ । ଜବାବରେ େଓ୍ଵଷ୍ଟଇଣ୍ଡିଜ ୪ ଓଭର ସୁଦ୍ଧା କୌଣସି ଓ୍ଵିକେଟ୍‌ ନହରାଇ ୨୮ ରନ୍‌ କରିଛି । ପ୍ରଥମ ମ୍ୟାଚ୍‌ ଜିତିଥିବା ଭାରତୀୟ ଦଳ ଆଜି ଟସ୍‌ ହାରି ପ୍ରଥମେ…

ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ, ୱେଷ୍ଟଇଣ୍ଡିଜ ଆଗରେ ୨୩୮ ରନର ଲକ୍ଷ୍ୟ ରଖିଲା ଟିମ୍‌ ଇଣ୍ଡିଆ

ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିଅମରେ ଚାଲିଛି ଭାରତ ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ। ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ। ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜକୁ ୫୦ ଓଭରରେ ୯ ଓ୍ଵିକେଟ ହରାଇ ୨୩୭ ରନର ଟାର୍ଗେଟ ଦେଇଛି । ପ୍ରଥମେ ଓପନିଂ କରିବାକୁ ମଇଦାନକୁ…