ତେଲେଙ୍ଗାନାବାସୀଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ, ଲକ୍ ଡାଉନ୍ ପାଳନ କର ନହେଲେ ସୁଟ୍-ଏଟ୍-ସାଇଟ୍ ଅର୍ଡର ଦେବି
ହାଇଦ୍ରାବାଦ : ଏବେ ସାରା ଦେଶରେ ଲକଡାଉନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଲକଡାଉନ ଘୋଷଣା କରି ଦେଶବାସୀଙ୍କୁ ଘରୁ ନବାହାରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଅନେକ ଲୋକ ଏହି ଲକଡାଉନକୁ ନ ମାନି ଘରୁ ବାହାରକୁ ଆସି ଯାଉଛନ୍ତି । ଆଉ କିଛି ଲୋକ ତ ରାସ୍ତାରେ ବୁଲିବା ବନ୍ଦ କରୁ…