Below header
Browsing Tag

tempreture hike

ତତଲା କଡେଇରେ ଭାଜି ହେଉଛି ରାଜ୍ୟ, ୧୧ଟା ୩୦ରେ ୪୧ ଡିଗ୍ରୀରେ ଜଳୁଛି ଝାରସୁଗୁଡ଼ା ଓ କେନ୍ଦୁଝର

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ଜାଳିଲାଣି । ଆଗକୁ ଆହୁରି ଜାଳିବ । ଆକାଶରୁ ଯେମିତି ନିଆଁ ବର୍ଷୁଛି । ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ସର୍ବାଧିକ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୪୦.୭ ଡିଗ୍ରୀରେ ଜଳୁଛି ଭୁବନେଶ୍ବର । ଆସନ୍ତା ୨୪ ଘଣ୍ଟା ଯାଏ ତାତିରୁ…

ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଅସମ୍ଭାଳ ତାତି ।  ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା । ଅସ୍ତବ୍ୟସ୍ତ ଜନଜୀବନ । ଗତ କିଛି ଦିନ ହେଲା ଭୟଙ୍କର ତାତିରେ ଭାଜି ହେଉଛି ଓଡ଼ିଶା । ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡା । ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ତାପମାତ୍ରା ୪୧.୬ ଡିଗ୍ରୀ…

ଆଜିଠୁ ବଦଳିବ ପାଗର ମିଜାଜ, ବଢ଼ିବ ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଫିଟିବ ପାଗ । ପଡ଼ିବ ଖରା । ବର୍ଷା ଆଉ ଶୀତ କମିବ, ତାପମାତ୍ରା ବଢ଼ିବ । ଗତ ତିନି ଦିନ ହେଲା ଓଡ଼ିଶାରେ ଅସ୍ବାଭାବିକ ପାଗ ଲାଗି ରହିଥିଲା । ଟାଇଁ ଟାଇଁ ଖରା ପରେ ମାଡ଼ି ଆସିଥିଲା ବର୍ଷା । ଭୀଷଣ ବର୍ଷା ପାଗକୁ ପୂରା ଶୀତୁଆ କରି ଦେଇଥିଲା । ଶୀତଦିନ ଠାରୁ ଅଧିକ…

ଡରାଉଛି ଖରା, ଫେବ୍ରୁଆରିରେ ୩୫ ଡିଗ୍ରୀ ଛୁଇଁଲାଣି ୪ ଜିଲ୍ଲାର ପାରଦ

ଭୁବନେଶ୍ୱର (କେନ୍ୟୁଜ): ବଢ଼ିବ ତାପମାତ୍ରା । ଫେବ୍ରୁଆରି ଆରମ୍ଭରୁ ଶୀତ ଉଭାନ ହେଉଥିବା ଯୋଗୁଁ ରାତି ଆଉ ଥଣ୍ଡା ହେଉ ନାହିଁ । ଆଉ ୨ ଡିଗ୍ରୀ ବଢିବ ରାତି ତାପମାତ୍ରା । ୩୫ ଡିଗ୍ରୀ ଛୁଇଁଲାଣି ୪ ଜିଲ୍ଲାର ପାରଦ । ସେପଟେ ଆସନ୍ତାକାଲି ଯାଏ ଘନ କୁହୁଡ଼ି ଲାଗି ରହିବ। ୧୪ ଜିଲ୍ଲାକୁ ଘନ କୁହୁଡ଼ି…

୩୬ ଡିଗ୍ରୀ ପାର୍ ପାରଦ, ଆହୁରୀ ଦୁଇରୁ ୩ ଡିଗ୍ରୀ ପର୍ଯନ୍ତ ବୃଦ୍ଧି ପାଇବ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ବଢ଼ି ଚାଲିଛି ତାତିର ପ୍ରକୋପ । ଏବେ ଭାରି କଷ୍ଟ ଦେଉଛି ଗରମ ଓ ଗୁଳୁଗୁଳି। ଦିନ ସାଢେ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଝାରସୁଗୁଡ଼ା ଓ ସମ୍ବଲପୁରର ତାପମାତ୍ରା ସର୍ବାଧିକ ୩୯.୬ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଭୁବନେଶ୍ୱର…