Browsing Tag

texas firing

ଟେକ୍ସାସ୍‌ ମଲ୍‌ ଗୁଳିକାଣ୍ଡରେ ଭାରତୀୟ ଯୁବତୀଙ୍କ ମୃତ୍ୟୁ, ବାପା ତେଲେଙ୍ଗାନାରେ ଜିଲ୍ଲା ଜଜ୍‌

ଆମେରିକାରେ ଗୁଳିକାଣ୍ଡ ଘଟଣା ଲଗାତାର ଘଟୁଛି। ଗୋଟିଏ ଦିନ ପୂର୍ବରୁ ଟେକ୍ସାସ୍ ପ୍ରଦେଶର ଏକ ମଲ୍‌ରେ ହୋଇଥିବା ଗୁଳିକାଣ୍ଡରେ ୯ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜଣେ ଭାରତୀୟ ଯୁବତୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସୂଚନାଥାଉ କି, ଆମେରିକାର ଟେକ୍ସାସର ଡଲାସ୍ ସହରରେ ଥିବା ଏକ ମଲ୍…

ଆମେରିକାର ଟେକ୍ସାସରେ ଗୁଳିକାଣ୍ଡ, ପଡୋଶୀଙ୍କୁ ଗୁଳି ମାରିଲେ ଜଣେ ବ୍ୟକ୍ତି, ଜଣେ ପିଲା ସହିତ ୫ ମୃତ

ଆମେରିକାର ଟେକ୍ସାସ୍ କୁଇନ୍ସଲ୍ୟାଣ୍ଡ ପଡୋଶୀକୁ ଗଳିକରିଛନ୍ତି ଜଣେ ବ୍ୟକ୍ତି । ଏହି ଘଟଣାରେ ୮ ବର୍ଷର ଶିଶୁ ସହିତ ୫ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଅଧିକାରୀ କହିଛନ୍ତି ଯେ, ରାତିରେ ଘରର ପଛପଟୁ ଗୁଳି ଚଳାଉଥିବା ବ୍ୟକ୍ତିଙ୍କୁ ତାଙ୍କ ପଡ଼ୋଶୀମାନେ ଗୁଳି ଚଳାଇବା ବନ୍ଦ କରିବାକୁ କହିଥିଲେ।…

ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ, ୨୦ ମୃତ ଓ ୨୬ ଆହତ

ଆମେରିକା ଟେକ୍ସାସରେ ବଡ଼ ଧରଣର ଗୁଳିକାଣ୍ଡ । ଓ୍ଵାଲମାର୍ଟ ଷ୍ଟୋରରେ ଗୁଳିମାଡ ହୋଇଛି । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛି । ଘଟଣାରେ ତିନି ଜଣ ସଂଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସ୍ଥାନୀୟ ସମୟ ସକାଳ ୧୦ଟାରେ ଏହି ଗୁଳିମାଡ଼ ହୋଇଥିଲା । ଓ୍ଵାଲମାର୍ଟ…