Below header
Browsing Tag

tiger trapped

ଯନ୍ତା ବସାଇ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ ଧରିଲା ବନବିଭାଗ

ନୂଆପଡ଼ା(କେନ୍ୟୁଜ୍):କାବୁ ହେଲା ମଣିଷଖିଆ ବାଘ। ଯନ୍ତା ବସାଇ ନୂଆପଡ଼ାରେ ଆତଙ୍କ ଖେଳାଇଥିବା ବାଘକୁ ଧରିଛି ବନବିଭାଗ। ଏବେ ବାଘକୁ ନୂଆପଡ଼ା ବନବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଆଜି ବାଘର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଗାଁର ଏକ ଘରେ ଲୁଚି ରହିଥିଲା କଲରାପତରିଆ ବାଘ। ଏହାପରେ ବନବିଭାଗ…

ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ନିକଟରେ ଜାଲରେ ପଡ଼ିଛି ବାଘ, ଉଦ୍ଧାର ପାଇଁ ପହଁଚିଛି ବନବିଭାଗ ଟିମ୍

ଅନୁଗୋଳ(କେନ୍ୟୁଜ): ଜାଲରେ କଲରପତରିଆ ବାଘ। ଶିକାରୀଙ୍କ ଜାଲରେ ପଡ଼ି ଛଟପଟ ହେଉଛି କଲରାପତରିଆ। ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ନିକଟରେ ଜାଲରେ ପଡ଼ିଛି ବାଘ। କଲରାପତରିଆ ଜାଲରେ ପଡ଼ିବା ଦେଖିବା ପରେ ସ୍ଥାନୀୟ ବାସିନ୍ଦା ବନବିଭାଗକୁ ଖବର ଦେଇଥିଲେ। ଆରସିସିଏଫଙ୍କ…

ନଦୀକୁ ଡେଇଁ ପଡ଼ିଲା ବାଘ, ଉଦ୍ଧାର କରିବାକୁ ସବୁ ଚେଷ୍ଟା ବିଫଳ

ମୁମ୍ବାଇ : ପ୍ରାୟ ୩୫ ଫୁଟ ଉଚ୍ଚରୁ ନଦୀକୁ ଡେଇଁ ପଡ଼ିଲା ବାଘ । ବନ ବିଭାଗ ପାଣି ଭିତରୁ ବାଘଟିକୁ ଉଦ୍ଧାର କରିବା ଲାଗି ଖୁବ୍‌ ଚେଷ୍ଟା କଲା । ହେଲେ ଶେଷରେ ବାଘଟି ମରିଗଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ଅନ୍ତର୍ଗତ କୁନାଡା ଗାଁ ନିକଟରେ ଥିବା ସିରନା ନଦୀରେ ବାଘଟି ପଡ଼ି ଯାଇଥିଲା ।…