Browsing Tag

titlagarh

ଟିଟିଲାଗଡ: ମଜୁରିଆମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ପତ୍ର ଦେବା ଆଳରେ ଶ୍ରମିକମାନଙ୍କ ଠାରୁ ପାଞ୍ଚ ଶହ ଟଙ୍କା ଆଦାୟ…

ଟିଟିଲାଗଡ(କେନ୍ୟୁଜ): ଗୋଟିଏ ପଟେ ଲକଡାଉନରେ ଲୋକେ ହନ୍ତସନ୍ତ । ଗରୀବ ଦିନମଜୁରିଆ ଯେମିତି ପ୍ରଭାବିତ ନହେବେ ତାଙ୍କ ପାଇଁ ଯୋଜନା ପରେ ଯୋଜନା । ଏମିତିକି ମାଗଣା ରାସନ ସହ ଏକ ହଜାର ଟଙ୍କା ବି ପ୍ରଦାନ କରାଯାଇଛି । କାହାକୁ ଭୋକ ଉପାସରେ ନ ରଖିବାକୁ ବି ପରାମର୍ଶ ଦିଆଯାଇଛି । ହେଲେ ଟିଟିଲାଗଡ…

ପିଶାଚ ପାଲଟିଗଲା ପିତା, ଏକ ମାସର ଶିଶୁ କନ୍ୟାକୁ ପିଟି ପିଟି କଲା ହତ୍ୟା

ଟିଟିଲାଗଡ଼(କେନ୍ୟୁଜ୍):  ପିଶାଚ ପିତା । ଏକ ମାସର ଶିଶୁ କନ୍ୟାକୁ ପିଟି ପିଟି କଲା ହତ୍ୟା । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଟିଟଲାଗଡର ମନିଗାଁରେ । ଅଭିଯୋଗ ଅନୁଯାୟୀ ଗତ ଏକ ବର୍ଷ ତଳେ ଅଭିଯୁକ୍ତ ପ୍ରଦୀପ ଦୀପ ବିବାହ କରିଥିଲେ । ତେବେ ବିବାହ ପରଠାରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ…

ଟିଟିଲାଗଡ଼: ବଙ୍ଗୋମୁଣ୍ଡା ଥାନା ମାଲପଡ଼ା ଗାଁରେ ପ୍ରଜାକୋର୍ଟ ପ୍ରଭାବ, ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଜଣଙ୍କୁ ନିସ୍ତୁକ…

ଟିଟିଲାଗଡ଼(କେନ୍ୟୁଜ୍): ବଙ୍ଗୋମୁଣ୍ଡା ଥାନା ମାଲପଡ଼ା ଗାଁରେ ପ୍ରଜାକୋର୍ଟ । ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଜଣେ ବ୍ୟକ୍ତିକୁ ନିସ୍ତୁକ ପିଟିଲେ ଗ୍ରାମବାସୀ । ବଡ଼ଗମଡ଼ା ଗାଁର ଜଗା ଭୋଇ ନିକଟସ୍ଥ ମାଲପଡ଼ା ଗାଁକୁ ରାତିରେ ଦଣ୍ଡନୃତ୍ୟ ଦେଖିବାକୁ ଯାଇଥିଲେ । ସେହି ସମୟରେ କୌଣସି କାରଣରୁ ଗାଁ ଲୋକଙ୍କ…

ପୁଣି ଟିଟିଲାଗଡରେ ଚାଷୀ ଆତ୍ମହତ୍ୟା, ଋଣ ବୋଝ ପରିଶୋଧ ନ କରିପାରି ବେକରେ ଲଗାଇଲେ ରଶି

ଟିଟିଲାଗଡ (କେନ୍ୟୁଜ୍): ଟିଟିଲାଗଡରେ ଅଭାବନୀୟ ଘଟଣା । ଋଣ ବୋଝ ପରିଶୋଧ ନ କରିପାରି ଜଗୁଆ ପଞ୍ଚାୟତ ଦର୍ଲୋ ଗାଁର ଯୁବ ଚାଷୀ ଘାସିରାମ ମାଝି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଘାସିରାମ ଏକର ଏକର ଜମିରେ ଚାଷ କରିଥିଲେ । ଏଥିପାଇଁ ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ…

ଆଜି ୧୨ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼ (କେନ୍ୟୁଜ୍) : ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବିରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଦୋକାନ, ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍ ହୋଇଯାଇଛି। କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ସକାଳୁ ସକାଳୁ ପିକେଟିଂ କରି…

ରହସ୍ୟମୟ ଶିବ ମନ୍ଦିର : ଏହି ଗୋଟିଏ ଦିନ ଶିବଲିଙ୍ଗ ଚାରିପଟେ ଗୁଡାଇହୋଇ ରହେ ସାପ

ଶିବଙ୍କର ପ୍ରତିମା ଦେଖିବା ମାତ୍ରେ ମନକୁ ଶାନ୍ତି ଅନୁଭବ ହୋଇଥାଏ । ତାଙ୍କର ଜଟାରୁ ବହୁ ଥିବା ଗଙ୍ଗା ଏବଂ ଗଳାରେ ଝୁଲି ଥିବା ସାପ ତାଙ୍କୁ ଆହୁରି ମନମୋହକ କରିଥାଏ । ଭାରତ ବର୍ଷରେ ଭଗବାନ ଶିବଙ୍କର ଅନେକ ମନ୍ଦିର ସ୍ଥାପିତ ହୋଇଛି ଏବଂ ସବୁ ମନ୍ଦିର ନିଜର ବିଶେଷ ଗୁଣ ଓ ଚତ୍ମକାରିତା ପାଇଁ…