Below header
Browsing Tag

today bijaya dashami

ଆଜି ପବିତ୍ର ବିଜୟା ଦଶମୀ, ମଣ୍ତପରେ ଚାଲିଛି ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର (କେନ୍ୟୁଜ): ଆଜି ପବିତ୍ର ବିଜୟା ଦଶମୀ । ଅଶ୍ୱିନୀ ମାସ ଶୁକ୍ଲ ପକ୍ଷର ଆଜି ଦଶମୀ ତିଥି ଅର୍ଥାତ ଦଶହରା ପର୍ବ । ଆଜି ଶାରଦୀୟ ଦୁର୍ଗାପୂଜାର ଶେଷ ଦିନ । ଅଧର୍ମ ଉପରେ ହେବ ଧର୍ମର ବିଜୟ । ମଣ୍ତପରେ ମହିଷା ମର୍ଦ୍ଦିନୀଙ୍କ ସ୍ୱତନ୍ତ୍ର ନୀତିକାନ୍ତି । ସ୍ୱତନ୍ତ୍ର ତନ୍ତ୍ର, ମନ୍ତ୍ର,…

ଦଶହରା ଦିନ ଏହିସବୁ ରାଶିର ଲୋକ ଲଗାନ୍ତୁ ଶମି ଗଛ, ଦୂର ହେବ ଜୀବନଯାକର ସମସ୍ୟା

ଶାରଦୀୟ ନବରାତ୍ରି ଶେଷ ହୋଇଛି। ନବରାତ୍ରିର ପର ଦିନ ବିଜୟା ଦଶମୀ ବା ଦଶହରା ପାଳନ କରାଯାଏ। ଏହି ଦିନ ଅନେକ ଶୁଭ କାର୍ଯ୍ୟ କରାଯାଏ। କିନ୍ତୁ ଏହିଦିନରେ କିଛି ଏମିତି ଉପାୟ କରିବା ଦ୍ୱାରା ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ। ଦଶହରା ଦିନ ଶମି ଗଛକୁ ବିଧି ବିଧାନରେ ପୂଜା କରିବା…

ଆଜି ପବିତ୍ର ବିଜୟା ଦଶମୀ, ରାଜ୍ୟର ବିଭିନ୍ନ ମଣ୍ଡପରେ ଚାଲିଛି ମହାମାୟାଙ୍କ ପୂଜାର୍ଚ୍ଚନା

ଭୁବନେଶ୍ବର: ଆଜି ପବିତ୍ର ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ବିଜୟା ଦଶମୀ । ଏହି ଦିନ ପ୍ରଭୁ ରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ ପୂଜା କରି ରାବଣର ବଧ କରିବାକୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏଥିପାଇଁ ଦଶହରାର ଶେଷ ଦିନକୁ ବିଜୟା ଦଶମୀ ଭାବରେ ପାଳନ…