ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ କେତେ ରହିଛି ଦାମ୍
ଆଜି ସ୍ଥିର ରହିଛି ପେଟ୍ରୋଲ-ଡିଜେଲ ଦର। । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୧୨ ଟଙ୍କା ୫୦ ପଇସା ରହିଥିବା ବେଳେ ଡିଜେଲ ଦାମ୍ ୧୦୨ ଟଙ୍କା ୨୪ ପଇସା ଅଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୪୧ ପଇସା ଓ ଡିଜେଲ ଦର ୯୬ ଟଙ୍କା ୬୭ ପଇସା ଅଛି।
ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୨୦…