Browsing Tag

toll gate

ଆଜିଠୁ ସବୁ ଟୋଲ ଗେଟ୍‌ରେ ନିୟମ ଲାଗୁ: ଗାଡ଼ି ବୀମା ନଥିଲେ ଧରାପଡିବେ ଚାଳକ, ଗଣିବେ ତଣ୍ଡ

ଭୁବନେଶ୍ୱର : ଆଜିଠୁ ଇ-ଡିଟେକ୍ସନ ପ୍ରକ୍ରିୟାରେ ଯୋଡି ହେବ ବୀମା । ଗାଡିରେ ବୀମା ନଥିଲେ ଟୋଲ ଗେଟରେ ଧରାପଡିବେ ଗାଡ଼ି ଚାଳକ । ବୀମା ନଥିଲେ ସମ୍ପୃକ୍ତ ଗାଡି ବିରୋଧରେ ଇ-ଡିଟେକ୍ସନ ପ୍ରକ୍ରିୟାରେ ଜାରି ହେବ ଇ-ଚାଲାଣ । ରାଜ୍ୟର ବିଭିନ୍ନ ଜାତୀୟ ରାଜପଥରେ ଥିବା ୨୨ଟି ଟୋଲ ଗେଟରେ ଏହା…

ଗାଡି ବୀମା ନଥିଲେ ଧରିବ ଟୋଲ ଗେଟ, ୨ ହଜାର ଟଙ୍କା ଜରିମାନା କିମ୍ବା ୩ ମାସ ଜେଲ ଦଣ୍ଡ

କେନ୍ୟୁଜ (ବ୍ୟୁରୋ) : ମୋଟର ଯାନର ବୀମା ନ ଥିଲେ ସ୍ୱୟଂକ୍ର଼ିୟ ପ୍ରଣାଳୀରେ ଧର଼ିବ ଟାେଲଗଟ । ଇ-ଡ଼ିଟେକ୍ସନ ପ୍ରକ୍ର଼ିୟାରେ ଜାରିହେବ ଇ-ଚାଲାଣ । ଆସନ୍ତା ଫେବୃଆରୀ ପହିଲାରୁ ସାରା ରାଜ୍ୟରେ ଲାଗୁ ହେବ ଏହି ଆଇନ । ରାଜ୍ୟର ବ଼ିଭ଼ିନ୍ନ ଜାତୀୟ ରାଜପଥରେ ଥିବା ସମସ୍ତ ୨୨ଟ଼ି ଟାେଲଗେଟରେ ଏହା…

ଟୋଲ୍ ଗେଟ୍‌ ଟିକସ ଫାଙ୍କିବା ପାଇଁ ଗଳି ବାଟ ଦେଇ ଯାତାୟତ କରୁଛି ଶହ ଶହ ଭାରୀଯାନ

ସାଲେପୁର: ଏ ହେଉଛି କଟକ ଚାନ୍ଦବାଲି ରାସ୍ତା  । ଏହି ରାସ୍ତାରେ ଭାରି ଯାନ ଯିବା ପାଇଁ ନିୟମ ନଥିଲା ବେଳେ ନିର୍ଭୟରେ ରାତି ହେଲେ ଶହ ଶହ ଟ୍ରକ ଯିବା ଆସିବା କରୁଛନ୍ତି । ଯାହା ଫଳରେ ଏହି ରାସ୍ତାରେ ବହୁ ଦୁର୍ଘଟଣା ଘଟୁଛି । ଅନ୍ୟପଟେ ଟ୍ରାଫିକ ସମସ୍ୟା ହେଉଥିବା ନେଇ କହିଛନ୍ତି ଲୋକ ମାନେ ।…

ଟୋଲ ଗେଟରେ ଅଚଳାବସ୍ଥା: ୭୬ଜଣ କାମ କରିବା କଥା, ହେଲେ କରୁଛନ୍ତି ୧୭୦ଜଣ

ଭଦ୍ରକ: ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ଏକ ମାସ ହେଲା ଟୋଲ ଗେଟରେ ଅଚଳାବସ୍ଥା । ଯାହାକୁ ନେଇ ଲାଗିରହିଛି ଉତ୍ତେଜନା । ତେବେ ଏସବୁର ସମାଧାନ ପାଇଁ ଟୋଲଗେଟ କତୃପକ୍ଷ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । ଯାହାକୁ ନେଇ ବିବାଦ ଏବେ ଉଗ୍ର ରୂପ ନେଇଛି । ଏଭଳି ଘଟଣା ଦେଖାଯାଇଛି…

ଯଶିପୁର: ଟୋଲ ଗେଟ୍‌ ନିକଟରେ ଦୁର୍ବୃତ୍ତଙ୍କ ଗୁଳିମାଡ଼, ୨ ଆହତ

ଯଶିପୁର (କେନ୍ୟୁଜ): ଯଶିପୁର ଟୋଲ ଗେଟ୍‌ ନିକଟରେ ଦୁର୍ବୁତ୍ତମାନଙ୍କ ବନ୍ଧୁକ ଚାଳନା। ଦେବସେନା ପକ୍ଷରୁ ଯଶିପୁର ଟୋଲ ଗେଟରେ ଗାଈଗୋରୁକୁ ନେଇ ଯାଉଥିବା ଗାଡି ଗୁଡିକୁ ଅଟକାଉ ଥିଲେ । ହଠାତ ଦୁର୍ବୁତ୍ତ ଆକ୍ରମଣର ଶିକାର ହେବାକୁ ପଡିଛି ଦେବସେନା କର୍ମକର୍ତ୍ତାଙ୍କୁ । ଦୁର୍ବୁତ୍ତମାନେ…

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲ୍ ଗେଟଠାରେ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ

ପିପିଲି: ମୋଦି ସରକାରଙ୍କ ଶ୍ରମିକ କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ଦେଶ ବ୍ୟାପୀ ବିଭିନ୍ନ ଟୋଲ ପ୍ଲାଜାଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବାବେଳେ, ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପିପିଲି ଟୋଲଗେଟ ଠାରେ ମଧ୍ଯ ଏହି ବିକ୍ଷୋଭ କରାଯାଇଥିଲା । ବିଭିନ୍ନ କୃଷକ ସଂଗଠନ ଏବଂ ରାଜନୈତିକ…

ସୁନ୍ଦରଗଡ: ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଗିରଫ ହେଲେ ଟୋଲ୍‌ ଗେଟ୍‌ କର୍ମଚାରୀ, ପରିଚୟ ଦେଲା ପରେ ବି ଗାଡ଼ି ଛାଡ଼ି ନଥିଲେ

ସୁନ୍ଦରଗଡ଼: ମନ୍ତ୍ରୀଙ୍କ ଗାଡ଼ି ଅଟକାଇ ଗିରଫ ହେଲେ ଟୋଲ୍‌ ଗେଟ୍‌ କର୍ମଚାରୀ । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ମସ୍ନିକାନୀ ଟୋଲ ଗେଟରେ । ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବାକୁ ଯାଉଥିଲେ । ଏତିକି…