Browsing Tag

TOP NATIONAL NEWS

ମମତା ବାନାର୍ଜୀଙ୍କ ସୁରକ୍ଷାରେ ଢିଲା, ସରକାରୀ ଘରେ ପଶିବାକୁ ଉଦ୍ୟମ କରୁଥିବା ସନ୍ଦିଗ୍ଧ ବ୍ୟକ୍ତି ଗିରଫ; ଛୁରୀ ଓ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷାରେ ବଡ଼ ଅବହେଳା ଦେଖିବାକୁ ମିଳିଛି। ଜଣେ ସନ୍ଦିଗ୍ଧ ବ୍ୟକ୍ତି ସିଏମ୍‌ ବାସଭବନରେ ପଶିବାକୁ ଉଦ୍ୟମ କରୁଥିଲେ, କିନ୍ତୁ କୋଲକାତା ପୋଲିସ ତାଙ୍କୁ କାବୁ କରିନେଇଛି। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାଯିବା ପରେ ତାଙ୍କ ନିକଟରୁ ଏକ ଛୁରୀ…

ସଂସଦର ମୌସୁମୀ ଅଧିବେଶନ: ମଣିପୁର ହିଂସାକୁ ନେଇ ଜୋର୍‌ଦାର ହଙ୍ଗାମା, ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ

ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନର ପ୍ରଥମ ଦିନରେ ହିଁ ମଣିପୁର ହିଂସାକୁ ନେଇ ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଥିଲେ। ଏହି କାରଣରୁ ଉଭୟ ଗୃହର ପ୍ରକ୍ରିୟା ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ବିରୋଧୀ ଦଳର ଏକତା ପରେ ସରକାରଙ୍କୁ ଘେରିବା ପାଇଁ…

ସିୟାଚିନ୍‌ରେ ବଡ଼ ଦୁର୍ଘଟଣା: ଟେଣ୍ଟ୍‌ରେ ନିଆଁ ଲାଗି କ୍ୟାପ୍‌ଟେନ ସହିଦ, ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କ ସମେତ ୬ ଆହତ

ଶ୍ରୀନଗରର ସିୟାଚିନ୍‌ ଗ୍ଲାସିୟରରେ ଏକ ସୈନ୍ୟ ବଙ୍କର୍‌ରେ ନିଆଁ ଲାଗିବା ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଜଣେ ସେନା ଅଧିକାରୀ ସହିଦ ହୋଇଥିବା ବେଳେ ୬ ଜଣ ଯବାନ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ସାମିଲ ଅଛନ୍ତି। ଆହତମାନଙ୍କୁ ସିୟାଚିନ୍‌…

ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଶେଷ; ବିରୋଧୀଙ୍କ ନୂଆ ମେଣ୍ଟ ନାଁ ‘INDIA’

ବେଙ୍ଗାଲୁରୁରେ ବିରୋଧୀ ଦଳ ନେତାଙ୍କ ବୈଠକ ଶେଷ ହୋଇଛି। ବିରୋଧୀଙ୍କ ନୂଆ ମେଣ୍ଟ ନାଁ 'INDIA' ରଖାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍‌ଗେ ଘୋଷଣା କରିଛନ୍ତି ଯେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ବିରୋଧୀ ମେଣ୍ଟର ନାମ ‘INDIA’ ହେବ, ଯାହାର ଅର୍ଥ ହେଉଛି, ‘ଇଣ୍ଡିଆନ…

କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ମାମଲାରେ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କୁ ଆଶ୍ୱସ୍ତି, କୋର୍ଟ ଦେଲେ ଅନ୍ତରୀଣ ଜାମିନ୍‌

ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂଙ୍କୁ କୋର୍ଟରୁ ଆରାମ ମିଳିଛି। ବ୍ରିଜ୍‌ ଭୂଷଣ ମଙ୍ଗଳବାର ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। କୋର୍ଟ ତାଙ୍କୁ କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ…

ସମଗ୍ର ଦେଶରେ ୧.୪୦ ଲକ୍ଷ କେଜି ଡ୍ରଗ୍ସ କରାଗଲା ନଷ୍ଟ, ଡିଜିଟାଲ୍‌ରେ ଯୋଡ଼ି ହୋଇ କାର୍ଯ୍ୟାନୁଷ୍ଠାନ ଦେଖିଲେ ଅମିତ୍‌…

ଦେଶର ବିଭିନ୍ନ ସ୍ଥାନରେ ସୋମବାର ୨,୩୮୧ କୋଟି ଟଙ୍କାର ୧.୪୦ ଲକ୍ଷ କେଜିରୁ ଅଧିକ ପରିମାଣର ନିଶା ଦ୍ରବ୍ୟ ନଷ୍ଟ କରାଯାଇଛି। ଏହି କାର୍ଯ୍ୟାନୁଷ୍ଠାନ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଡିଜିଟାଲ୍‌ ମାଧ୍ୟମରେ ଉପସ୍ଥିତ ଥିଲେ। ଶାହ ‘ଡ୍ରଗ୍ସ ଚୋରା ଚାଲାଣ ଏବଂ ଜାତୀୟ ସୁରକ୍ଷା'…

ଜମ୍ମୁ-କାଶ୍ମୀର: ପୁଞ୍ଚ୍‌ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଅନୁପ୍ରବେଶକାରୀ ନିହତ, LoCରେ ସର୍ଚ୍ଚ ଅପରେସନ୍‌ ଜାରି

ଜମ୍ମୁ-କାଶ୍ମୀରର ପୁଞ୍ଚ୍‌ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୨ ଅନୁପ୍ରବେଶକାରୀ ନିହତ ହୋଇଛନ୍ତି। ନିୟନ୍ତ୍ରଣ ରେଖା (LoC) ନିକଟରେ ସେମାନେ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ସୁରକ୍ଷାକର୍ମୀ ସେମାନଙ୍କ ଉଦ୍ୟମକୁ ବିଫଳ କରି ଦେଇଛନ୍ତି। ସେଠାରେ ସର୍ଚ୍ଚ ଅପରେସନ୍ ପୂର୍ବରୁ…

ହରିୟାଣା: ଅରାବଳୀ ପର୍ବତରୁ ମିଳିଲେ ୨ ଚିତାବାଘ ଛୁଆ, ନ ଜାଣିପାରି ଘରକୁ ନେଇ ଆସିଲେ ଛେଳି ଚରାଳି

ଅଜାଣତରେ ବାଘ ଛୁଆ ଘରକୁ ଆଣିଲେ ଛେଳି ଚରାଳି । ହରିୟାଣା ନୁହ ଜିଲ୍ଲାର ଜଙ୍ଗଲରୁ ଛେଳି ଚରାଇବାକୁ ଯାଇଥିଲେ କିଛି ପିଲା । ସେମାନଙ୍କୁ ମିଳିଥିଲା ୨ ନବଜାତ ବାଘ ଛୁଆ । ୨ଟି ବାଘ ଛୁଆଙ୍କୁ ଘେରି ରହିଥିଲେ କୁକୁର । ଛୁଆଙ୍କୁ ବଞ୍ଚାଇ ଘରକୁ ଆଣଥିଲେ ପିଲା । ସେମାନଙ୍କୁ ଛେଳି କ୍ଷୀର ମଧ୍ୟ…

ଦେଶର ସବୁଠୁ ବଡ଼ ମୁନ୍‌ ମିଶନ, ଚନ୍ଦ୍ରକୁ ଗଲା ଆମ ‘ଚନ୍ଦ୍ରଯାନ-୩’

ଲଞ୍ଚ୍‌ ହେଲା ଚନ୍ଦ୍ରଯାନ-୩ । ଅପରାହ୍ନ ୨ଟା ୩୫ ମିନିଟ୍‌ରେ ଏହା ଉଡ଼ାଣ ଭରିଛି । ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଏହାର ଉତ୍‌କ୍ଷେପଣ ହୋଇଛି । ଇସ୍ରୋର ବାହୁବଳୀ ରକେଟ୍ ଲଞ୍ଚ ଭେହିକିଲ Mark- III ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଛି । ୧୭୦ x…

ED ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ବଢ଼ାଇବା ବେଆଇନ, ସମୟସୀମା ହ୍ରାସ କଲେ ସୁପ୍ରିମକୋର୍ଟ

ପ୍ରବର୍ତ୍ତନ ର୍ଦ୍ଦେଶାଳୟ (ED)ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରାଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବୃଦ୍ଧି କରିବା ବେଆଇନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ଆଦେଶ ଉପରେ ରୋକ୍‌ ଲଗାଇ ମିଶ୍ରାଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି। କୋର୍ଟ କହିଛନ୍ତି ଯେ…

Poverty Indexରେ ଭାରତର ବଡ଼ ଉପଲବ୍ଧି, ୧୫ ବର୍ଷରେ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି ୪୧ କୋଟି ଲୋକ

ଦାରିଦ୍ର୍ୟ ସୂଚକାଙ୍କରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ମଙ୍ଗଳବାର ମିଳିତ ଜାତିସଂଘ ସୂଚନା ଦେଇଛି ଯେ ଗତ ୧୫ ବର୍ଷ ମଧ୍ୟରେ ଭାରତରେ ପ୍ରାୟ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି। ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ (UNDP) ଏବଂ Oxford Poverty and Human…

ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି ଜବାବ ମାଗିଲେ ସୁପ୍ରିମକୋର୍ଟ

ଦିଲ୍ଲୀରେ ଅଧିକାରୀମାନଙ୍କ ଟ୍ରାନ୍ସଫର ଓ ପୋଷ୍ଟିଙ୍ଗ୍‌ ପ୍ରସଙ୍ଗରେ କେନ୍ଦ୍ରର ଅଧ୍ୟାଦେଶକୁ ଚ୍ୟାଲେଞ୍ଜ କରି ଆମ୍ ଆଦମୀ ପାର୍ଟି (ଏଏପି) ଆବେଦନ କରିଥିଲା। ଏହା ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ପିଏସ୍‌…