Browsing Tag

toy train

ଆଜିଠୁ ପୁଣି ନନ୍ଦନକାନନରେ ଟୟ ଟ୍ରେନ୍‌ର ମଜା, ଜଣକ ପିଛା ଟିକେଟ ମୂଲ୍ୟ ୪୦ଟଙ୍କା

ଭୁବନେଶ୍ବର(କେନ୍ଯୁଜ୍): ନନ୍ଦନକାନନରେ ପୁଣି ଟୟ ଟ୍ରେନ୍‌ର ମଜା। ଆଜିଠୁ ପୁଣି ଗଡିଛି ଟୟ ଟ୍ରେନ୍‌। ଦିନକୁ ୬ଟି ଟ୍ରିପ୍‌ କରାଯିବ। ସକାଳ ୧୦ଟାରୁ ଅପରାହ୍ନ ୪ଟା ଯାଏ ଚାଲିବ। ଟ୍ରେନ୍‌ ଚାଲିବାର ଅଧଘଣ୍ଟା ଆଗରୁ ମିଳିବ ଟିକେଟ୍‌। ଜଣକ ପିଛା ଟିକେଟ ମୂଲ୍ୟ ରହିଛି ୪୦ଟଙ୍କା। ପ୍ରତି…

ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ

ଭୁବନେଶ୍ବର(କେନ୍ୟୁଜ୍):  ନନ୍ଦନକାନନରେ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ । ଆଜି ଅପରାହ୍ନରେ ଟୟ ଟ୍ରେନ୍‌ ଭିତରେ ନିଆଁ ଲାଗିଯାଇଥିଲା । ଇଞ୍ଜିନ ପାଖ ବେଟ୍ରି ଷ୍ଟୋରରୁ ହଠାତ ଧୂଆ ବାହାରିଥିଲା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନକୁ ସୁରକ୍ଷିତ ଭାବେ…

ଆଜିଠୁ ନନ୍ଦନକାନନରେ ମିଳିବ ଟୟ ଟ୍ରେନ୍‌ର ମଜା, ୪୦ ଟଙ୍କାରେ ବୁଲିପାରିବେ ୩୦ ମିନିଟ୍‌

ଭୁବନେଶ୍ବର(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ନନ୍ଦନକାନନରେ ମିଳିବ ଟୟ ଟ୍ରେନ୍‌ର ମଜା। ୬୭ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆଜି ଉଦଘାଟିତ ହେବ ଟୟ ଟ୍ରେନ । ୮ବର୍ଷ ପରେ ପର୍ଯ୍ୟଟକମାନେ ଟଏ ଟ୍ରେନରେ ବୁଲିବା ସହ, କାଞ୍ଜିଆ ହ୍ରଦ, ଜଳହସ୍ତୀ ଖୁଆଡ଼, ତୃଣଭୋଜି ଖୁଆଡ଼ ଆଦି…

ନନ୍ଦନକାନନରେ ପୁଣି ଚାଲିବ ଟ୍ରେନ ଓ ରୋପ-ୱେ, ଦୀର୍ଘ ୮ ବର୍ଷ ପରେ ହେଉଛି କାର୍ଯ୍ୟକ୍ଷମ

ଭୁବନେଶ୍ବର(କେନ୍ୟୁଜ୍):ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବନ୍ୟପ୍ରାଣୀ ସପ୍ତାହ ଅବସରରେ ଆସନ୍ତା ୮ ତାରିଖରେ ନନ୍ଦନକାନନରେ ଉଦଘାଟନ ହେବ ଟୟ ଟ୍ରେନ । ଶିଳାନ୍ୟାସ ହେବ ରୋପୱେ । ୮ବର୍ଷ ପରେ ପର୍ଯ୍ୟଟକମାନେ ଟଏ ଟ୍ରେନରେ ବୁଲିବା ସହ, କାଞ୍ଜିଆ ହ୍ରଦ, ଜଳହସ୍ତୀ ଖୁଆଡ଼, ତୃଣଭୋଜି ଖୁଆଡ଼ ଆଦି ଅନେକ…