Below header
Browsing Tag

traffic rules

ସାବାଡ ହେବେ ମଦୁଆ ଡ୍ରାଇଭର, ମଦ୍ୟପଙ୍କ ଉପରେ ନଜର ରଖିବା ପାଇଁ କଡ଼ାକଡ଼ି ହେବ ଚେକିଂ

ସାବାଡ ହେବେ ମଦୁଆ ଡ୍ରାଇଭର। ମଦ୍ୟପଙ୍କ ଗାଡି ଚାଳନା ପାଇଁ ସର୍କୁଲାର ଜାରିକଲେ ପୋଲିସ ଡିଜି ବିଜୟ ଶର୍ମା। ଜରିମାନା ସହ ଗିରଫ ହେବେ ମଦୁଆ ଡ୍ରାଇଭର। ଆଜି ସଂଧ୍ୟାରୁ ଜାରି ହେବ ଏହି କଟକଣା। ଏନେଇ ୧୪ଟି ଟୋଲଗେଟ୍‌ରେ ହେବ ଚେକିଂ। ମଦ୍ୟପଙ୍କ ଉପରେ ନଜର ରଖିବା ପାଇଁ କଡ଼ାକଡ଼ି ହେବ ଚେକିଂ।…

ନୂଆ ଟ୍ରାଫିକ୍‌ ନିୟମକୁ ନେଇ ଟିକ୍‌ଟକ୍‌ ଭିଡ଼ିଓ ଭାଇରାଲ, ଚାଲାଣରୁ ବଞ୍ଚିବା ପାଇଁ ଦେଖନ୍ତୁ କ’ଣ କଲେ ଯୁବକ

ଦେଶରେ ନୂଆ ଟ୍ରାଫିକ୍‌ ନିୟମ ଲାଗୁ ହେବା ପରେ ବର୍ଦ୍ଧିତ ଜରିମାନାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହି ନୂଆ ଟ୍ରାଫିକ୍‌ ନିୟମକୁ ନେଇ ଟିକ୍‌ଟକ୍‌ରେ ମଧ୍ୟ ଏକ ମଜାଳିଆ ଭିଡିଓ ପୋଷ୍ଟ ହୋଇଛି ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ବ୍ୟକ୍ତି ପୁଲିସକୁ ଚକ୍‌ମା ଦେଇ ଦଉଡ଼ି…

ଭିନ୍ନ ଏ ନିୟମ : ଟ୍ରାଫିକ୍ ଉଲ୍ଲଙ୍ଘନକାରୀଙ୍କୁ ଜରିମାନା ନୁହଁ ମିଳୁଛି ତାଲିମ୍

ସମ୍ବଲପୁର (କେନ୍ୟୁଜ୍) :ଦଣ୍ଡ ବଦଳରେ ଦିଆଯାଉଛି ତାଲିମ୍। ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ଜୋରିମାନା ଆଦାୟ କରାନଯାଇ ସେମାନଙ୍କୁ ଟ୍ରାଫିକ୍ ପାର୍କକୁ ନିଆଯାଉଛି। ସେଠାରେ ସେମାନଙ୍କୁ ତାଲିମ୍ ଦିଆଯିବା ପରେ ଛାଡି ଦିଆଯାଉଛି। ଓଡ଼ିଶାରେ ଦିନକୁ ଦିନ ଦୁର୍ଘଟଣା ବଢିବାରେ ଲାଗିଛି।…

ପୁଣି ଟ୍ରାଫିକ୍‌ ପୋଲିସ ଓ ଯୁବତୀ ମୁହାଁମୁହିଁ : ଭିଡ଼ିଓ ଭାଇରାଲ

ଭୁବନେଶ୍ୱର : ପୁଣି ଟ୍ରାଫିକ୍‌ ପୋଲିସ ଓ ଯୁବତୀ ମୁହାଁମୁହିଁ ହୋଇଛନ୍ତି । ରୂପାଲି ଛକରେ ଜଣେ ଟ୍ରାଫିକ୍‌ ପୋଲିସକୁ ଯୁବତୀ ମାଡ଼ ମାରିଥିବା ଭିଜୁଆଲ ଭାଇରାଲ ହୋଇଛି । ପୋଲିସ କର୍ମଚାରୀଙ୍କ କଲର ଧରି ମାଡ଼ ମାରିଛନ୍ତି ଯୁବତୀ । ପୋଲିସ କର୍ମଚାରୀଙ୍କ ନେମପ୍ଲେଟ୍‌ ଓ ଆଇଡି ପ୍ରୁଫ୍‌ ମାଗୁଛନ୍ତି…

ସ୍ୱାଧୀନତା ଦିବସ ପାଇଁ ଟ୍ରାଫିକ୍‌ କଟକଣା : ବିଜ୍ଞପ୍ତି ଜାରି କଲା କମିଶନରେଟ ପୋଲିସ

ଭୁବନେଶ୍ବର : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ସର୍ବସାଧାରଣଙ୍କ ଲାଗି ଲାଗୁ ହେବ ଟ୍ରାଫିକ୍‌ କଟକଣା । ଏନେଇ କମିଶନରେଟ ପୋଲିସ ବିଜ୍ଞପ୍ତି ଜାରି କରିଛି । ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ପରେଡ୍‌ ରିହର୍‌ସାଲ୍‌ଠାରୁ ଆରମ୍ଭ କରି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ…