Browsing Tag

train derailed

କଟକ ରେଳ ଷ୍ଟେସନ ୟାର୍ଡରେ ଅଘଟଣ: ଦୁଇଟି ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କଟକ(କେନ୍ଯୁଜ୍): କଟକରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ। ଦୁଇଟି ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିବା ଜଣାପଡିଛି। କଟକ ରେଳ ଷ୍ଟେସନ ୟାର୍ଡରେ ଘଟିଛି ଅଘଟଣ। ମାଲବାହୀ ଟ୍ରେନ୍‌ର ୩ଟି ବଗି ଲାଇନଚ୍ୟୁତ ହୋଇଛି। ଟ୍ରେନ୍‌ ଦୁଇଟି ପରସ୍ପର ମଧ୍ୟରେ ଧକ୍କା ହୋିଥିଲେ। ଏହାପରେ ଲାଇନଚ୍ୟୁତ…

ଯାଜପୁର: ହରିଦାସପୁର ଷ୍ଟେସନରେ ଲାଇନଚ୍ୟୁତ ହେଲା ଦୂରନ୍ତ ଏକ୍ସପ୍ରେସ

ଯାଜପୁର(କେ ନ୍ୟୁଜ): ଯାଜପୁର ଜିଲ୍ଲା ହରିଦାସପୁର ଷ୍ଟେସନରେ ଦୂରନ୍ତ ଏକ୍ସପ୍ରେସ ଲାଇନଚ୍ୟୁତ। ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ଆଜି ଯଶୋବନ୍ତପୁରରୁ ହାୱଡ଼ା ଯାଉଥିବା ସମୟରେ ଟ୍ରେନ ଲାଇନଚ୍ୟୁତ ହୋଇଥିବା ସୂଚନା। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ବେଳେ କୌଣସି…

ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ୧୨ଟି ଟ୍ରେନ୍‌ ବାତିଲ୍

ଅନୁଗୁଳ(କେନ୍ଯୁଜ୍): ମାଲବାହୀ ଟ୍ରେନ୍‌ ଲାଇଚ୍ୟୁତ। ବଗି ଉପରେ ଚଢିଗଲା ବଗି। ଅଳ୍ପକେ ବର୍ତ୍ତିଲେ ଲୋକ ପାଇଲଟ। ଅନୁଗୁଳ-ତାଳଚେର ରୋଡ଼ରେ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ। ବଅଁରପାଳ ବ୍ଲକ୍‌ ଭୋଗବେରେଣୀରେ ପୋଲ ଧସିବାରୁ ଏହି ଅଘଟଣ ଘଟିଛି। ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଯୋଗୁ ୧୨…

ତିନି ଦିନରେ ଦୁଇ ଦୁଇଥର, କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ପୁଣି ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳବିଭାଗର ସୁରକ୍ଷା ନେଇ…

କେନ୍ଦୁଝର(କେନ୍ୟୁଜ୍):  ଆଜି କେନ୍ଦୁଝରଗଡ଼ ଷ୍ଟେସନ ନିକଟରେ ଏକ ଆଇରନ ବୋଝେଇ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେଇଛି । ଟ୍ରେନଟି ଆଇରନ ନେଇ ଜୁରୁଡ଼ିରୁ ପାରାଦୀପ ବନ୍ଦର ଯାଉଥିଲା । କେନ୍ଦୁଝରଗଡ଼ ଷ୍ଟେସନ ଭିତରକୁ ଟ୍ରେନଟି ପଶୁଥିବା ବେଳେ ଟ୍ରାକ ଚେଞ୍ଜ ସମୟରେ ଏହାର ମଝି ୬ଟି ବଗି ଲାଇନଚ୍ୟୁତ…

କଟକ ନିର୍ଗୁଣ୍ଡି ଷ୍ଟେସନରେ ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ

କଟକ (କେନ୍ୟୁଜ୍) : ନିର୍ଗୁଣ୍ଡି ଷ୍ଟେସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ । ମୁମ୍ବାଇ-ଭୁବନେଶ୍ୱର ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କୁହୁଡ଼ି ଓ ସିଗ୍‌ନାଲ ତ୍ରୁଟି ଯୋଗୁ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଷ୍ଟେସନରେ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା…

ଟ୍ରାକରୁ ଖସି ସୀମାଞ୍ଚଳ ଏକ୍ସପ୍ରେସର ୯ଟି ବଗି: ୭ ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ

ବିହାର : ସହଦେଇ ବୁଜୁର୍ଗ ନିକଟରେ ଟ୍ରାକ୍‌ରୁ ଖସିଲା ସୀମାଞ୍ଚଳ ଏକ୍ସପ୍ରେସର ୧୧ଟି ବଗି । ଦୁର୍ଘଟଣା ଯୋଗୁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୭ରୁ ୮ ଜଣଙ୍କ ମୃତ ଦେହ…

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ : କୋରାପୁଟ ଓ ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ

କୋରାପୁଟ ଓ ଦାମନଯୋଡି ରେଳଷ୍ଟେସନ ମଧ୍ୟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ଟ୍ରେନ୍‌ର ୧୫ଟି ବଗି ଲାଇନଚ୍ୟୁତ ହୋଇଛି । ନାଲକୋରୁ ଆଲୁମିନା ଗୁଣ୍ଡ ନେଇ ଗଲାବେଳେ ଲାଇନଚ୍ୟୁତ ହୋଇଥିଲା ଟ୍ରେନ୍‌ । ଫଳରେ କୋରାପୁଟ ଓ ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କୋରାପୁଟରୁ ରାଉରକେଲା…