Browsing Tag

tribal laborers burnt

କରଜ ଟଙ୍କା ଦେଇ ନ ପାରିବାରୁ ଆଦିବାସୀ ଶ୍ରମିକଙ୍କୁ ଜାଳିଦେଲେ ଜିଅନ୍ତା

ଗୁନା : ହଜି ଗଲାଣି ମାନବିକତା । ମଣିଷ ମଧ୍ୟରେ ଦୟା-ଧର୍ମର ଘଟିଲାଣି ବିଲୟ । ଅର୍ଥ ପାଖରେ ବନ୍ଧାପଡିଛି ବିବେକ । ସାମାନ୍ୟ କିଛି ଟଙ୍କାକୁ ନେଇ ଜଣେ ଶ୍ରମିକଙ୍କୁ ଜିଅନ୍ତା ଜାଳି ଦିଆଯାଇଥିବା ଖବର ଜଣାପଡ଼ିଛି ମଧ୍ୟପ୍ରଦେଶରେ । ସୂଚନାନୁଯାୟୀ, ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଜଣେ ଆଦିବାସୀ…