Below header
Browsing Tag

tribal life

ପରମ୍ପରା ଓ ବିଶ୍ୱାସର ପର୍ବ ବିରିପାଣି ଯାତ୍ରା, ଏଠି ପୂଜାର୍ଚ୍ଚନା ମାଧ୍ୟମରେ ଜଣାପଡେ ପ୍ରତି ବର୍ଷର ମୌସୁମୀ 

ଜୟପୁର(କେନ୍ୟୁଜ୍): ଗାଁ ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ଭିଡ। ଦିଶାରି ଗୁଣିଆ ଶିରାଙ୍କର ଭିଡ ଲାଗିଛି ଗାଁ ମନ୍ଦିରରେ । ହାତରେ ସ୍ଥାନୀୟ ଦେବାଦେବୀଙ୍କ ଲାଠି । ଠାକୁରାଣି ଙ୍କ ସ୍ପର୍ଶ ପାଇବା ପାଇଁ ଧାଡିଧାଡି ହୋଇ ତଳେ ବସିଛନ୍ତି ଶ୍ରଦ୍ଧାଳୁ । ପାହାଡ ଉପରେ ପୂଜାପରେ ଜଣାପଡିବ ବର୍ଷାର ଆକଳନ ।…

ପ୍ରକୃତିର ସନ୍ତାନ ଖୋଜେ ପ୍ରକୃତ ଜୀବନ, ଜନଜାତି ଏବେବି ଭଲ ପାଏ ଜଙ୍ଗଲ ଜୀବନକୁ

ସୂର୍ଯ୍ୟ ଉଇଁଲେ ହସି ଉଠେ ଧରିତ୍ରୀ ରାଣୀ । ଚଳଚଞ୍ଚଳ ହୋଇ ଉଠେ ସବୁ କିଛି । ଠିକ୍ ସକାଳର ସ୍ୱଚ୍ଛତା ଓ ତାଜାପଣ ଭଳି ସେମାନେ ବି ସଦା ହସ ହସ । ପ୍ରକୃତିର ସନ୍ତାନ ସେମାନେ । ସେଇ ପ୍ରକୃତି କୋଳ ହିଁ ସେମାନଙ୍କ ପାଇଁ ମାତା ପିତା । ଜଙ୍ଗଗଲ, ପାହାଡ଼, ବୃକ୍ଷ ଓ ବନ୍ୟଜନ୍ତୁ ସେମାନଙ୍କ…