Browsing Tag

truck accident death

ବାଇକରେ ଯାଉଥିବାବେଳେ ଧକ୍କା ଦେଲା ଟ୍ରକ୍, ଘଟଣାସ୍ଥଳରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ରାଇରଙ୍ଗପୁର(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଗୋପାଳପୁର ଗାଁ ନିକଟ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଟ୍ରକ୍‌ ଧକ୍କାରେ ଚାଲିଗଲା ୨ ବାଇକ୍‌ ଆରୋଙ୍କ ଜୀବନ। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମୃତକ ଦୁଇଜଣ…

ବାଇକ୍‌ ଉପରେ ଚଢିଗଲା ଟ୍ରକ୍, ରାସ୍ତା ଉପରେ ହିଁ ଆଖି ବୁଜିଦେଲେ ବାପା ଓ ଝିଅ

ଅନୁଗୁଳ(କେନ୍ଯୁଜ୍): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍‌ ଉପରେ ଚଢିଗଲା ଟ୍ରକ । ଆଖି ବୁଜିଦେଲେ ବାପା-ଝିଅ । ଅନୁଗୁଳ ଜିଲ୍ଲା ପାଳଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗାଁ ନିକଟରେ ବାଇକ ଉପରେ ଚଢିଗଲା ଟ୍ରକ । ଘଟଣାସ୍ଥଳରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଖମାର…

ଛୁଟି ରେ ଘରକୁ ଆସିଥିବା ଯବାନଙ୍କ ଦୁର୍ଘଟଣାରେ ଚାଲିଗଲା ଜୀବନ, ଅଳ୍ପକେ ବର୍ତ୍ତିଗଲା କୁନି ପୁଅ

ଆନନ୍ଦପୁର(କେନ୍ଯୁଜ୍): ଆନନ୍ଦପୁର ଉପଖଣ୍ଡ ବେଲବାହାଳି ବଜାର ନିକଟରେ ସ୍କୁଟି ସହ ପିକଅପ ଧକ୍କା ରେ ଜଣେ ମୃତ। ଆନନ୍ଦପୁର ଉପଖଣ୍ଡ କଡରାପାଳ ଗାଁର ଗୌରୀ ଶଙ୍କର ନାୟକ ସିଆରପିଏଫ ଯବାନ ଭାବେ କାର୍ଯ୍ୟରତ ଥିବା ବେଳେ ଛୁଟି ରେ ଘରକୁ ଆସିଥିଲେ। ଆନନ୍ଦପୁର ମେଡିକାଲକୁ ପୁଅର ଦାନ୍ତ ଭାଙ୍ଗିବା…

ଅନୁଗୋଳ: ଟ୍ରକ୍ ପଛରେ ପିଟିଲା କାର୍‌, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ଅନୁଗୋଳ(କେନ୍ଯୁଜ୍): ଟ୍ରକ୍ ପଛରେ ପିଟିଲା କାର୍‌। ମର୍ମନ୍ତୁଦ ଦୁର୍ଘଟଣାରେ ୫ ମୃତ। ଅନୁଗୋଳ ଖମାର ଥାନା କଣ୍ଟିଆପଶି ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍‌ଟି ତାଳଚେରରୁ ଇଂଜିଡି ଆଡକୁ ଯାଉଥିବାବେଳେ ବିଳମ୍ବିତ ରାତିରେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପଛ ପଟେ ପିଟି…

ଟ୍ରକ ଧକ୍କାରେ ପରିବା ବିକାଳୀଙ୍କ ମୃତ୍ୟୁ

କଣ୍ଟାବାଞ୍ଜି (କେନ୍ୟୁଜ୍‌) : ଟ୍ରକ ଧକ୍କାରେ ଜଣେ ପରିବା ବିକାଳୀଙ୍କ ମୃତ୍ୟୁ ଘଟିଛି । ଘଟଣା ଘଟିଛି ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥରେ । ମୃତକ ହେଉଛନ୍ତି ବିଦ୍ୟାଧର ପୁଟେଲ । ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧ ଠାରେ ସାଇକେଲ ରେ ଯାଉଥିବା…