Below header
Browsing Tag

truck hit

ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର, ଚାଲିଗଲା ୨ ମହିଳାଙ୍କ ଜୀବନ

ବାଙ୍ଗିରିପୋଷି(କେନ୍ୟୁଜ୍): ଦୁଇ ଟ୍ରକ ମଝିରେ ଚାପି ହୋଇଗଲା କାର। ୨ ମହିଳା ମୃତ। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦୁଆରଶୁଣି ଘାଟିରେ ଭୟାବହ ଦୁର୍ଘଟଣା। ମା ଦୁଆରଶୁଣିଙ୍କ ଦର୍ଶନ ସାରି କାର ଯୋଗେ ଖଡ଼ଗପୁର ଫେରୁଥିବା ସମୟରେ ଘଟିଛି ଦୁର୍ଘଟଣା। ଏକ ଆଇରନ ବୋଝେଇ ଟ୍ରକ କାରକୁ ପଛରୁ ଧକ୍କା…

ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ୍, ମା-ପୁଅ ମୃତ 

କାମାକ୍ଷାନଗର (କେନ୍ୟୁଜ): ମା-ପୁଅଙ୍କ ଉପରେ ଚଢ଼ିଗଲା ଟ୍ରକ୍।  ଶୋଇଥିବାବେଳେ ମାଡିଗଲା ଟ୍ରକ। ଢେଙ୍କାନାଳ କାମାକ୍ଷାନଗର ମହାବିରୋଡ ଥାନା କୁଟୁରିଆ ଯାତ୍ରାପଡିଆରେ ଏହି ଅଘଟଣ ଘଟିଛି। ମୃତକ ହେଲେ ମାଆ ରୁନୁ ପଧାନ ଓ ପୁଅ ଲିପୁ ପଧାନ। ଗତକାଲି ରାତିରେ ରୁନୁ ପ୍ରଧାନ ପରିବାର ଲୋକଙ୍କ ସହ…

ପୂର୍ବ ଶତ୍ରୁତା କେନ୍ଦ୍ରକରି କିନ୍ନରଙ୍କ ଉପରେ ଗାଡ଼ି ଚଢାଇଦେଲା ହାଇୱା ଡ୍ରାଇଭର

ସୁନ୍ଦରଗଡ(କେନ୍ୟୁଜ୍): ହାଇୱା ଧକ୍କାରେ ଦୁଇ କିନ୍ନର ମୃତ। ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ୧୪୩ ନମ୍ବର ଜାତୀୟ ରାଜପଥ ରଜାମୁଣ୍ଡା ବାଇପାସ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗତକାଲି ରାତିରେ ଦୁଇ କିନ୍ନର ରଥ କିଷାନ ଓ ରାଜା ପାତ୍ର ଙ୍କ ସହ ହାଇୱା ଡ୍ରାଇଭରଙ୍କ ବଚସା ହୋଇଥିଲା।…