Browsing Tag

truck seized

କେନ୍ଦୁଝର: ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଣି ନିକଟରେ ବେଆଇନ ଭାବେ ଲୁହା ପଥର ଚୋରା ଚାଲାଣ କରୁଥିବା  ୪ଟି ଟ୍ରଲର ଓ ଗୋଟିଏ ୧୨ ଚକିଆ ଟ୍ରକ ଜବତ କରିଛି ଯୋଡ଼ା ପୋଲିସ୍ । ଏହି ଘଟଣାରେ ୨ଜଣ ଅଟକ ଥିବା ବେଳେ, ଅନ୍ୟ ମାନେ ଖସି ପଳାଇଛନ୍ତି । ଏସବୁ ଗାଡି ବାହାର ରାଜ୍ୟର ବୋଲି ପୋଲିସ ପ୍ରାଥମିକ…

ମୋହନା ବନ ବିଭାଗ ପକ୍ଷରୁ ମିନି ଟ୍ରକ୍ ସହ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଶାଳକାଠ ଗଣ୍ଡି ଜବତ

ମୋହନା: ଗଜପତି ଜିଲ୍ଲା ମୋହନା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ମିନି ଟ୍ରକ ସହ ଶାଳକାଠ ଗଣ୍ଡି ଜବତ କରାଯାଇଛି । ଜବତ କାଠ ଗଣ୍ଡି ର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି । ବୁଧୁବାର ବିଳମ୍ବିତ ରାତିରେ ଚଢ଼ିଆପଦା ଅଞ୍ଚଳରେ ମୋହନା ବନ ବିଭାଗ ପକ୍ଷରୁ…

ନବରଙ୍ଗପୁର ମାଝୀଗୁଡା ଠାରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଦୁଇଟି ଧାନ ବୋଝେଇ ଟ୍ରକ ଜବତ

ନବରଙ୍ଗପୁର: ଚୋରା ଚାଲାଣ ବେଳେ ଦୁଇଟି ଧାନ ବୋଝେଇ ଟ୍ରକ ଜବତ । ନବରଙ୍ଗପୁର ମାଝୀଗୁଡା ଠାରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଟ୍ରକକୁ ଜବତ କରାଯାଇଛି । ଉମରକୋଟ ଜାମରୁଣ୍ଡାରୁ ଆନ୍ଧ୍ରପ୍ରଦେଶର ପେଦାପୁରମ ଯାଉଥିବା ବେଳେ ଟ୍ରକ ଜବତ ହୋଇଛି । ଗୋଟିଏ ଟ୍ରକରୁ ୬୦୦ ଧାନ ବସ୍ତା ଓ ଅନ୍ୟଟିରୁ ୫୪୦…