Browsing Tag

tuition teacher

ଟ୍ୟୁସନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସାରଙ୍କୁ ଉଠାଇନେଲା ପୋଲିସ

ଜଳେଶ୍ବର: ଜଳେଶ୍ବରରୁ ଆଶିଛି ଏକ ଅଭାବନୀୟ ଘଟଣା । କୋମଳମତି ଛାତ୍ରୀଙ୍କ ବିଶ୍ୱାସ ସହ ଖେଳ ଖେଳିଲା ମାଷ୍ଟର । ଟ୍ୟୁସନ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ । ସୁଯୋଗ ଦେଖି ଘଟାଇଥିଲେ ଜଘନ୍ୟ କାଣ୍ଡ । ଶିକ୍ଷକ ନାଁରେ କଳଙ୍କ । ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ।…

ଟ୍ୟୁସନ ମାଷ୍ଟରଙ୍କୁ ୨ ରାଉଣ୍ଡ ଗୁଳି କଲା ଦୁବୃର୍ତ୍ତ

ମୟୂରଭଞ୍ଜ : ଗାଁରେ ଫୁଟିଲା ଗୁଳି । ଗୁଳିର ପ୍ରଚଣ୍ଡ ଶବ୍ଦରେ ଫାଟି ପଡ଼ିଥିଲା ପୁରା ପରିବେଶ। କଣ ହେଲା ବୋଲି ଧାଇଁ ଆସିଥିଲେ ଲୋକେ । ଆସି ଦେଖିଲା ବେଳକୁ ଟ୍ୟୁସନ ମାଷ୍ଟରଙ୍କୁ କରାଯାଇଛି ଗୁଳି । କିଏ କାହିଁକି ଗୁଳି କଲା କାରଣ ଅସ୍ପଷ୍ଟ ? ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଶାକୁଆ…

ଟିଉସନ ସାରଙ୍କ ଉପରେ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ , ମେଡିକାଲରେ ଭର୍ତ୍ତି

ମୟୂରଭଞ୍ଜ: ଟିଉସନ ସାରଙ୍କୁ ଗୁଳିମାଡ଼ । ମୟୂରଭଞ୍ଜ ବଡ଼ସାହି ଥାନା ଶାକୁଆ ଗାଁରେ ଫୁଟିଲା ଗୁଳି । ଟିଉସନ ସାରଙ୍କ ଉପରେ ୨ ରାଉଣ୍ଡ ଗୁଳିମାଡ଼ କଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ମାଙ୍କଡ଼ାପାଳ ଗାଁର ସଞ୍ଜୟ ନାୟକଙ୍କୁ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପେଟରେ ୨ଟି ଗୁଳି…

କାନପୁର ବ୍ୟବସାୟୀଙ୍କ ପୁଅ ହତ୍ୟାକାଣ୍ଡର ବଡ଼ ଖୁଲାସା; ପ୍ରେମିକ ସହ ମିଶି ତଣ୍ଟି ଚିପି ମାରିଦେଲେ ଟ୍ୟୁସନ ଶିକ୍ଷୟିତ୍ରୀ

ଉତ୍ତର ପ୍ରଦେଶର କାନପୁରରେ ଛାତ୍ର କୁଶଗ୍ର ହତ୍ୟା ମାମଲାର ପୋଲିସ ବଡ଼ ଖୁଲାସା କରିଛି। ସ୍ଥାନୀୟ ଜଣେ କପଡ଼ା ବ୍ୟବସାୟୀଙ୍କ ପୁଅ କୁଶଗ୍ରଙ୍କୁ ଅଭିଯୁକ୍ତମାନେ ଅପହରଣ କରିନେଇଥିଲେ। ତାଙ୍କ ମୃତଦେହକୁ ପୋଲିସ ମଙ୍ଗଳବାର ଉଦ୍ଧାର କରିଥିଲା। ପୋଲିସ କହିଛି ଯେ ବ୍ୟବସାୟୀ ମନୀଷ କନୋଡିଆଙ୍କ ପୁଅ…

ଟ୍ୟୁସନ ସାର୍‌ଙ୍କ କଳା କାରନାମା, ଦୁଇ ଛାତ୍ରୀଙ୍କୁ ନେଇ ଫେରାର୍‌

ଭୁବନେଶ୍ୱର(କେନ୍ଯୁଜ୍): ଟ୍ୟୁସନ ସାର୍‌ଙ୍କ କଳା କାରନାମା। ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ସାର୍‌ ଫେରାର୍‌। ଭୁବନେଶ୍ୱର ବଡଗଡ ଅଞ୍ଚଳରୁ ଆସିଛି ଅଭିଯୋଗ। ବଡଗଡ ଥାନାରେ ଏନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏ ପର୍ଯ୍ୟନ୍ତ ଛାତ୍ରୀଙ୍କର ପତ୍ତା ମିଳିପାରିନାହିଁ। ଟ୍ୟୁସନ…

ଗଞ୍ଜାମ: ପୁଣି ଗୁରୁ-ଶିଷ୍ୟା ପରମ୍ପରାରେ କଳଙ୍କ ଲଗାଇଲେ ଜଣେ ଶିକ୍ଷକ, ଏକ୍ସଟ୍ରା ଟ୍ୟୁସନ ବାହାନାରେ ଛାତ୍ରୀଙ୍କ ସହ…

ଭଞ୍ଜନଗର(କେନ୍ୟୁଜ୍):  ନିଜଘରେ  ଟିଉସନ୍ କରୁଥିଲେ , ତା ସହିତ ନିଜ ପସନ୍ଦର ଜଣେ ଛାତ୍ରୀର ଇଜ୍ଜତ୍ ଲୁଟୁଥିଲେ । ଦିନେ କି ଦିଦିନ ନୁହଁ ଗଲା ୭ ବର୍ଷ ଧରି ଏଭଳି କୁତ୍ସିତ କାର୍ଯ୍ୟ କରୁଥିଲେ ଟିଉସନ୍ ମାଷ୍ଟର । ଖାଲି ଟିଉସନ୍ ମାଷ୍ଟର ସେ ନଥିଲେ, ସେ ଜଣେ ଅର୍ଥଶାସ୍ତ୍ର ବିଭାଗର ଜଣେ ଅଧ୍ୟାପକ…