Below header
Browsing Tag

two groups clashed

ଭଦ୍ରକ ହସ୍ପିଟାଲରେ ଖଣ୍ଡ ଯୁଦ୍ଧ, ଜମିଜମା ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି

ଭଦ୍ରକ (କେନ୍ୟୁଜ): ଜମିଜମା ବିବାଦକୁ ନେଇ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଭଦ୍ରକ ସହରରେ ଚାପା ଉତ୍ତେଜନା ଲାଗି ରହିଛି । ଏହି ଘଟଣାରେ ଗୁରୁତର ଆହତ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଭଦ୍ରକ ସହରର ହୋଟେଲ ବ୍ୟବସାୟୀ ଶୁଭ୍ରକାନ୍ତ ପତିଙ୍କ ସହିତ ଅନ୍ୟ ଜଣଙ୍କର…

ଭୋଜି ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ଜଣେ ଗୁରୁତର, ଜଣେ ଆହତ

ଆନନ୍ଦପୁର (କେନ୍ୟୁଜ): ଗଡଚଣ୍ଡୀ ମନ୍ଦିର ନିକଟରେ ଭୋଜି ଚାଲିଥିବା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଜଣେ ଗୁରୁତର ଜଣେ ଆହତ। ଆନନ୍ଦପୁର ମେଡିକାଲରେ ଭର୍ତ୍ତି। ପୋଲିସର ତଦନ୍ତ ଜାରି।

ମଧୁପୁର ବାରାଦ ନଦୀରେ ବାକ୍ସ ଜାଲକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ତୁରନ୍ତ ସମାଧାନ କରିବାକୁ ଦାବି

କାକଟପୁର: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧୁପୁର ଗ୍ରାମରେ ବାରାଦ ନଦୀରେ ବାକ୍ସ ଜାଲ ମାଳ ମାଳ । ଯାହା ପଡିବା କାରଣରୁ ନଦୀରେ ମାଛ ବଂଶ ଲୋପ ପାଇବାର ଆଶଙ୍କା ପ୍ରକାଶ ପାଇଛି । ଗାଁର କେତେକ ମାଛ ଧରାଳି ବେଆଇନ ଭାବେ ନଦୀରେ ୩କି.ମି ବ୍ୟାପି ପ୍ରାୟ ଶହେରୁ ଉର୍ଦ୍ଧ୍ୱ ଏହି ଜାଲ ବିଛାଇଛନ୍ତି ।…