କହ୍ନେୟାଲାଲ୍ ହତ୍ୟାକାଣ୍ଡ ପରେ ଉଦୟପୁରର ପର୍ଯ୍ୟଟନ ଶିଳ୍ପ ବର୍ବାଦ; ବାତିଲ ହୋଇ ଗଲାଣି ୫୦%ରୁ ଅଧିକ ହୋଟେଲ ବୁକିଂ…
ରାଜସ୍ଥାନର ଉଦୟପୁରରେ ଘଟିଥିବା କହ୍ନେୟାଲାଲ୍ ହତ୍ୟାକାଣ୍ଡ ସମଗ୍ର ଦେଶକୁ ଚକିତ କରି ଦେଇଛି। ଉଦୟପୁରରେ ଦୋକାନ, ବଜାର ଆଦି ବନ୍ଦ ରହିଛି। ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ରାଜସ୍ଥାନର ପର୍ଯ୍ୟଟନ ସହର କୁହାଯାଉଥିବା ଉଦୟପୁର ଆଜି ଖାଁ ଖାଁ ହୋଇପଡ଼ିଛି। କହ୍ନେୟାଲାଲ୍…