Browsing Tag

uk

ଜାନୁଆରୀ ୮ରୁ ବ୍ରିଟେନକୁ ଆରମ୍ଭ ହେବ ଫ୍ଲାଇଟ ସେବା, ସୂଚନା ଦେଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ବିମାନ ଉପରେ ଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆବର୍ଷରେ ଟ୍ୱିଟର ଜରିଆରେ ଏହି ସୂଚନା ଦେଇଛନ୍ତି । ଜାନୁଆରୀ ୮ ରୁ ବ୍ରିଟେନ ଏବଂ ଭାରତ ମଧ୍ୟରେ…

ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ବ୍ରିଟେନ୍ ରେ ଅନୁମତି, ଏହାକୁ ବ୍ରିଟିଶ୍‌ ବିଜ୍ଞାନର ବିଜୟ ବୋଲି କହିଲେ…

ବ୍ରିଟେନ୍‌ରେ ଅକ୍ସଫୋର୍ଡ ଟିକାକୁ ଅନୁମତି । ପ୍ରଥମ ଦେଶ ଭାବେ ଅକ୍ସଫୋର୍ଡ ଓ ଆଷ୍ଟ୍ରାଜେନେକା ଟିକାକୁ ଅନୁମତି ଦେଲା ବ୍ରିଟେନ୍‌ । ବ୍ରିଟେନ୍‌ରେ କରୋନା ଭାଇରସ୍‌ର ନୂଆ ଷ୍ଟ୍ରେନ୍‌ ବ୍ୟାପୁଥିବା ବେଳେ ଅକ୍ସଫୋର୍ଡ ଟିକାକୁ ମିଳିଲା ଅନୁମତି । ବ୍ରିଟେନ୍‌ର ମେଡିସିନ୍‌ସ୍‌ ଆଣ୍ଡ ହେଲ୍‌ଥ…

ବାୟୋଟେକ ଏବଂ ଫାଇଜରର ଦାବି, କରୋନାର ନୂଆ ରୂପକୁ ହରାଇବା ପାଇଁ ସକ୍ଷମ ଭ୍ଯାକସିନ

ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଏବେ ବିଶ୍ବବାସୀ ଆତଙ୍କିତ । ଏହାର ଭ୍ୟାକସିନ୍ କିଭଳି ବାହାର କରାଯିବ ତାହାକୁ ନେଇ ବିଭିନ୍ନ ଫାର୍ମା କମ୍ପାନୀ ମତ ଦେଇଛନ୍ତି । ଏହାରି ମଧ୍ୟରେ ଜର୍ମାନୀ ଫାର୍ମା କମ୍ପାନୀ ବାୟୋଟେକ୍ ମଙ୍ଗଳବାର ଚେତାବନୀ ଦେଇ କହିଛି ଯେ, କରୋନା ଭାଇରସର ନୂଆ…

ମହିଳାଙ୍କ ଆଖିରୁ ମିଳିଲା ୨୮ବର୍ଷର ପୁରୁଣା ଲେନ୍ସ

ବ୍ରିଟେନରେ ରହୁଥିବା ଜଣେ ମହିଳାଙ୍କ ସହିତ ଏକ ଅଜବ ଘଟଣା ଘଟିଛି । ଯେବେ ଡାକ୍ତରଙ୍କ ପାଖକୁ ନିଜର ବଡ ଆଖିର ଚିକିତ୍ସା ପାଇଁ ଗଲେ ସେତେବେଳେ ଆଶ୍ଚର୍ୟ୍ୟ ହୋଇଗଲେ । ତାଙ୍କ ଆଖିରୁ ଏକ ୨୮ବର୍ଷର ପୁରୁଣା ଲେନ୍ସ କଢାଗଲା । ମିଡିଆରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁସାରେ ୪୨ବର୍ଷୀୟ…