Below header
Browsing Tag

umorekote

ଉମରକୋଟରେ ରାସ୍ତା କଡ଼ରେ ଶବ ପୋତାକୁ ନେଇ ବିବାଦ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ

ଉମରକୋଟ(କେନ୍ୟୁଜ୍): ଶବ ପାଇଁ ରାସ୍ତାରୋକ୍‌ । ନବରଙ୍ଗପୁର ଉମରକୋଟରେ ରାସ୍ତା କଡ଼ରେ ଶବ ପୋତିବା ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ସମାଧାନ ପାଇଁ ପ୍ରଶାସନ ପକ୍ଷରୁ ଉଭୟ ଗୋଷ୍ଠୀ, ରାଜନୈତିକ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀଙ୍କୁ ନେଇ ବିଚାର ବିମର୍ଷ ଚାଲିଛି । ରାସ୍ତା କଡ଼ରେ ଶବ ପୋତା…

ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଲୁହା ପାଇପରେ ଛାତ୍ରଙ୍କୁ ପିଟିବାରୁ ଉପଜିଲ୍ଲାପାଳ କଲେ ସ୍କୁଲ ବାରଣ

ଆନନ୍ଦପୁର(କେନ୍ୟୁଜ୍):  ହାଟଡିହି ବ୍ଲକର ସୁନ୍ଦରାପାଳ ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ଦବଙ୍ଗଗିରି ଚରମ ସୀମାରେ ପହଞ୍ଚିଛି । ଅଧ୍ୟକ୍ଷ ଜଣକ ନିଶାଶକ୍ତ ଅବସ୍ଥାରେ ଜଣେ ଛାତ୍ରଙ୍କୁ ଏକ ଲୁହା ପାଇପରେ ପିଟିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଅଭିଭାବକମାନେ ଏହାର ପ୍ରତିବାଦ…

କଲେଜ ନୁହେଁ ସ୍କୁଲରେ ବି ଚାଲିଛି ରାଗିଂ, ଉମରକୋଟର ଏକ ବିଦ୍ୟାଳୟରୁ ଆସିଲା ଅଭିଯୋଗ

ଉମରକୋଟ(କେନ୍ୟୁଜ୍):କଲେଜ ଗୁଡିକରେ ରାଗିଙ୍ଗକୁ ନେଇ ବହୁ ସମୟରେ ତୁମ୍ବୀ ତୋଫାନ ସୃଷ୍ଟି ହେଉଥିବା ବେଳେ, ଏବେ ରାଗିଙ୍ଗର ଅଭିଯୋଗ ଆସିଲାଣି ଘରୋଇ ବିଦ୍ୟାଳୟରୁ। ଏମିତି ଏକ ଅଭିଯୋଗ ଆଣିଛନ୍ତି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ଅଭିଯୋଗ ଅନୁସାରେ ଛାତ୍ରଙ୍କୁ ତାଙ୍କ ସହପାଠୀ ଛାତ୍ରମାନଙ୍କ…

ନବରଙ୍ଗପୁର: ଗୋଟିଏ ଗଛରେ ୩ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସମସ୍ତେ ଥିଲେ ସାଙ୍ଗ

ଉମରକୋଟ (କେନ୍ୟୁଜ୍):  ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତୋହରା ପଞ୍ଚାୟତର ଡଙ୍ଗରିଭଟା ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଏକ ଗଛରେ ତିନି ଯୁବତୀ ଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଛି । ତିନି ଯୁବତୀଙ୍କ ପରିଚୟ ବି ପାଇଛନ୍ତି ଗାଁ ଲୋକ । ତିନି ଯୁବତୀ ତିନି ସାଙ୍ଗ…

ନବରଙ୍ଗପୁର: ଯମ ପରି ଠିଆ ହୋଇଥିଲା ପାଣି ଭିଜା କାନ୍ଥ, ଆଜି ହଠାତ ଭୁଶୁଡ଼ି ପଡ଼ି ୬ ମାସର ଶିଶୁ କନ୍ୟାର ନେଇଗଲା ଜୀବନ

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଚିକଲପଦର ପଞ୍ଚାୟତ ପୂଜାରୀଭରଣ୍ଡି ଗ୍ରାମରେ କାନ୍ଥ ଭୁଶୁଡ଼ି ୬ ମାସର ଶିଶୁ କନ୍ୟାର ମୃତ ଘଟିଛି।  ପୁଜାରିଭରଣ୍ଡି ଗ୍ରାମର ରାମ ଗଣ୍ଡଙ୍କ ଛଅ ମାସର ଶିଶୁ କନ୍ୟା ଆଜି ଘର ବାରଣ୍ଡାରେ ଶୋଇ ଥିବା ବେଳେ କାନ୍ଥ ପଡି ଯାଇଥିଲା। ଦୁଇଦିନ…

ନବରଙ୍ଗପୁର: ଶିକ୍ଷୟିତ୍ରୀଙ୍କ ପିସି ପ୍ରୀତି, ପୋଷାକ କିଣା ଟଙ୍କାର ଚେକ୍‌ ଦେବାକୁ ମାଗିଲେ ୧୫୦୦୦ ଟଙ୍କା

ଉମରକୋଟ(କେନ୍ୟୁଜ୍):  ଦୋକାନୀକୁ ପିସି ମାଗୁଛନ୍ତି ଜଣେ ଶିକ୍ଷୟତ୍ରୀ । କହୁଛନ୍ତି ୧୫୦୦୦ ଟଙ୍କା ଦିଅ ଚେକ୍‌ ଦେବି । ଏହା ଆମ ଷ୍ଟାଫ୍‌ ଖର୍ଚ୍ଚ ଆଉ ଅଡିଟ ଖର୍ଚ୍ଚ । ଏହି ସମୟର ଭିଡିଓକୁ କୟଦ ହୋଇ ରହିଛି ମୋବାଇଲ୍‌ରେ ।  ଦୋକାନ ମାଲିକଙ୍କୁ ପିସି ବାବଦ ଟଙ୍କା ପ୍ରଧାନ ଶିକ୍ଷୟିତ୍ରୀ…

ନବରଙ୍ଗପୁର: ସ୍ତ୍ରୀର ଅଶ୍ଳୀଳ ଭିଡିଓ ଓ ଫୋଟ ଭାଇରାଲ କରି ସ୍ଵାମୀ ଗିରଫ

ଉମରକୋଟ(କେନ୍ୟୁଜ୍):   ସ୍ତ୍ରୀର ଅଶ୍ଳୀଳ ଭିଡିଓ ଓ ଫୋଟ ଭାଇରାଲ କରି ସ୍ଵାମୀ ଗିରଫ । ଏମିତି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ।  ଉମରକୋଟ ଅଞ୍ଚଳର ଜଣେ ଯୁବତୀ ନବରଙ୍ଗପୁର ଜିଲ୍ଲାର କୋଷଗୁମୁଡ଼ା ଅଞ୍ଚଳରେ ବାହା ହୋଇଥିଲେ । କିନ୍ତୁ ତାଙ୍କର ପୂର୍ବରୁ ତାଙ୍କ…

ଦୁଇ ଭେଣ୍ଡିଆ ପୁଅଙ୍କ ମୃତ୍ୟୁ ଦେଖିବା ପରେ କାନ୍ଦି କାନ୍ଦି ଆଖି ହରାଇଲା ମା’, ୪ ପ୍ରାଣୀ ପେଟ ପୋଷିବା ପାଇଁ ଏବେ ଇଟା…

କେନ୍ୟୁଜ୍(ବ୍ୟୁରୋ): ପେଟର ଭୋକ ଆଗରେ ସବୁକିଛି ହାର ମାନେ। ସେ ସକ୍ଷମ ମଣିଷ ହେଉ ବା ଭିନ୍ନକ୍ଷମ । ଯେତେବେଳେ ବଞ୍ଚିବା ପାଇଁ ସଂଘର୍ଷର କଥା ପଡ଼େ ସେତେବେଳେ ଜୀବନ କୁ ବାଜି ଲଗାଇ କାମ କରିବାକୁ ବାଧ୍ୟ ହୁଏ ମଣିଷ । ଆମେ ଆଜି ଏମିତି  ଜଣେ ଦୃଷ୍ଟିହୀନ ମହିଳାଙ୍କ କଥା କହୁଛୁ ଯାହାଙ୍କ କଥା …

ଉମରକୋଟ ବିଜୁ ସେତୁ ପୋଲ ଭୁଶୁଡ଼ିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲ…

ଉମରକୋଟ(କେନ୍ୟୁଜ୍):  ଉମରକୋଟ ତାଲାପଦର ବିଜୁ ସେତୁ ପୋଲ ଭୁଶୁଡ଼ିବା ଘଟଣାରେ ଉମରକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାମଲ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁୁଁ ତାଙ୍କୁ ନିଲମ୍ବିତ କରାଯାଇଛି । ଏଥିସହ ତାଙ୍କୁ ସୁନାବେଡ଼ା ଇସିଙ୍କ କାର୍ଯ୍ୟାଳୟରେ ଯୋଗ…