Browsing Tag

unknown deadbody found

ମାର୍ଶାଘାଇ : ନଦୀରୁ ଅଜଣା ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ମାର୍ଶାଘାଇ (କେନ୍ୟୁଜ୍) : ନଦୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । ମାର୍ଶାଘାଇ କୁଆଁରପାଳ ନିକଟ ଲୁଣାନଦୀରୁ ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ନଦୀରେ ଭାସୁଥିବା ବେଳେ ମୃତ ଦେହ ଉଦ୍ଧାର କରିଛି ମାର୍ଶାଘାଇ ପୋଲିସ । ମୃତ ଛାତ୍ରୀଙ୍କ ପରିଚୟ ମିଳିପାରିନାହିଁ । ଘଟଣାରେ ପୋଲିସ…

ଜଗତସିଂହପୁର : ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ସ୍କୁଲ ଘରେ ଅଜଣା ବ୍ୟକ୍ତିଙ୍କୁ ଦୁର୍ବୃତ୍ତ ଜୀଅନ୍ତା ଜାଳିଦେଇଥିବା…

ଜଗତସିଂହପୁର (କେନ୍ୟୁଜ୍) : ଅଜଣା ବ୍ୟକ୍ତିର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବାଲିଗୁଦା ଥାନା ଦାଗାଁରେ ଥିବା ସ୍କୁଲ ଘରର ବାତ୍ୟା ଆଶ୍ରୟସ୍ଥଳୀରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକେ ପ୍ରଥମେ ମୃତଦେହ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପରେ…

ବ୍ରହ୍ମପୁର: ବାହୁଦା ନଦୀ ତଟରୁ ମୃତଦେହ ଉଦ୍ଧାର, ଅଚିହ୍ନା ଯୁବକର ପରିଚୟ ଖୋଜୁଛି ପୋଲିସ

ବ୍ରହ୍ମପୁର(କେନ୍ୟୁଜ): ନଦୀ ତଟର ବାଲିରେ ପୋତାଯାଇଥୀବା ଜଣେ ଯୁବକର ଶବକୁ ଉଦ୍ଧାର କରିଛି ଗଂଜାମ ପୋଲିସ । ଘଟଣା ଘଟିଛି ଗଂଜାମ ଜିଲ୍ଲା କେ.ନୁଆଗାଁ ଥାନା ନିକଟସ୍ଥ ପାଣ୍ଡିରି ନିକଟ ବାହୁଦା ନଦୀ ତଟରେ । ଏପର୍ଯ୍ୟନ୍ତ ଯୁବକର ପରିଚୟ ମିଳିପାରିନାହିଁ । ଶବକୁ ଜବତ କରି ପୋଷ୍ଟ ମର୍ଟମ୍ ପାଇଁ…

ରାସ୍ତା କଡରୁ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା(କେନ୍ୟୁଜ୍) : ଝାରସୁଗୁଡ଼ା ଜିଲ୍ଲା ଏନଏଚ ୪୯ ଠୁଙ୍ଗିଆଡେରା ନିକଟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ବେଳପାହାଡ଼ ପୋଲିସ। ଏହି ବ୍ୟକ୍ତିଙ୍କର କୌଣସି ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ…