Browsing Tag

uttarakhand tunnel

ର‍୍ୟାଟ୍‌ ମାଇନର୍ସଙ୍କୁ ନିଜର ୧-୧ ମାସର ଦରମା ଦେବେ ଉତ୍ତରାଖଣ୍ଡର ସମସ୍ତ କଂଗ୍ରେସ ବିଧାୟକ

ଉତ୍ତରକାଶୀର ଦୁର୍ଘଟଣାଗ୍ରସ୍ତ ଟନେଲ୍‌ରୁ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଅଭିଯାନକୁ ସଫଳ କରିବାରେ ର‍୍ୟାଟ୍‌ ମାଇନର୍ସଙ୍କର ଥିଲା ବହୁତ ବଡ଼ ଭୂମିକା। ଯେତେବେଳେ ମେସିନ୍ ଫେଲ୍‌ ମାରିଥିଲା, ସେତେବେଳେ ଏମାନେ ହିଁ ନିଜ ହାତରେ ଖୋଳି ଉଦ୍ଧାର ପାଇପ୍‌କୁ…

୪୧ ଜୀବନ ବଞ୍ଚାଇଥିବା ‘ର‍୍ୟାଟ୍‌ ମାଇନର୍ସ’ଙ୍କୁ ମିଳିବ ୫୦,୦୦୦ ଲେଖାଏ ପୁରସ୍କାର ରାଶି, ଘୋଷଣା କଲେ ଉତ୍ତରାଖଣ୍ଡ…

ଉତ୍ତରକାଶୀ ଟନେଲ୍‌ ଦୁର୍ଘଟଣାର ୧୭ ଦିନ ପରେ ସୁରକ୍ଷିତ ଭାବେ ବାହାରିଛନ୍ତି ସମସ୍ତ ୪୧ ଜଣ ଶ୍ରମିକ। ଏବେ ଏହି ଶ୍ରମିକମାନଙ୍କ ଜୀବନ ବଞ୍ଚାଇଥିବା ‘ର‍୍ୟାଟ୍‌ ମାଇନର୍ସ’ଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର। ରାଜ୍ୟ ସରକାର କହିଛନ୍ତି, ଯେଉଁ ଲୋକମାନେ ଦିନରାତି ଏକ…

ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସବୁ ଏଜେନ୍ସୀ ଓ ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ଟନେଲରୁ ଉଦ୍ଧାର ପରେ ୪୧ ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସେମାନଙ୍କର ସାହସ ଓ ଧର୍ଯ୍ୟକୁ ପ୍ରଶଂସା କରିଛନ୍ତି । ରେସକ୍ୟୁ ଅପରେସନ୍ ସଫଳ ହେବା ପରେ ସମସ୍ତ ଏଜେନ୍ସୀ, ଉତ୍ତରାଖଣ୍ଡ ସରକାରଙ୍କୁ ଧନ୍ୟବାଦ…

ଶ୍ରମିକଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା, ଉଦ୍ଧାର ହେବାକୁ ଆହୁରି ମାସେ

ଆଜିକୁ ୧୫ ଦିନ ହେବ ଚାଲିଛି ଉଦ୍ଧାର କାର୍ଯ୍ୟ । କେବେ ଟନେଲରୁ ଉଦ୍ଧାର ହେବେ ଫସିଥିବା ୪୧ ଶ୍ରମିକ? ଦିନ ଯେତେ ଗଡୁଛି, ସୁରକ୍ଷିତ ଉଦ୍ଧାର ନେଇ ବଢୁଛି ଦେଶବାସୀଙ୍କ ଉତ୍କଣ୍ଠା । ଏବେ ଟନେଲରେ ଫସିରହିଥିବା ଶ୍ରମିକ ମାନଙ୍କୁ ମିଳିଛି ଲ୍ୟାଣ୍ଡଲାଇନ ଫୋନ ବ୍ୟବସ୍ଥା । ବିଏସଏନଏଲ ପକ୍ଷରୁ…

ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ଷ୍ଟାଟେଜି, ଲାଗିବ ୧୮ରୁ ୨୪ ଘଣ୍ଟା ସମୟ

ନୂଆଦିଲ୍ଲୀ : ଉତ୍ତରକାଶୀ ଟନେଲ ରେସକ୍ୟୁ ଅପରେସନରେ ନୂଆ ଷ୍ଟାଟେଜି । ଅଗର ମେସିନ୍ ବାରମ୍ବାର ଫେଲ ପରେ ହାତ କଟରରେ ଖୋଳିବାକୁ ଯୋଜନା । ଟନେଲ ଉପରୁ ଭର୍ଟିକାଲ ଡ୍ରିଲିଂ କରାଯିବ। ଏଥିପାଇଁ ମେସିନ୍ ପ୍ରସ୍ତୁତ ହୋଇ ରହିଛି । ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା ହୋଇଥିବା…

ଟନେଲ୍‌ ଭିତରେ ଫସିଥିବା ଶ୍ରମିକଙ୍କ ଅବସାଦ ଦୂର କରିବା ପାଇଁ ଲୁଡୋ ଓ ତାସ୍‌ ପଠାଇଲା NDRF

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ଉତ୍ତରାଖଣ୍ଡ ସିଲ୍‌କ୍ୟାରା ଟନେଲ୍‌ ଦୁର୍ଘଟଣାରେ ଫସିଥିବା ଶ୍ରମିକମାନଙ୍କୁ ବହୁତ ଜଲ୍‌ଦି କରାଯିବ ଉଦ୍ଧାର। ରେସ୍‌କ୍ୟୁ ଅପରେସନ ଏବେ ଶେଷ ପର୍ଯ୍ୟାୟରେ ଅଛି। ଗତ ୧୩ ଦିନ ଧରି ଲମ୍ବା ସୁଡ଼ଙ୍ଗ ଭିତରେ ଫସି ରହିଥିବା ସମସ୍ତ ୪୧ ଜଣ ଶ୍ରମିକ ବର୍ତ୍ତମାନ…

ଆଉ କିଛି ସମୟର ଅପେକ୍ଷା: ହଟିବ ଅନ୍ଧାର, ବଞ୍ଚିବ ଜୀବନ; ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ

ନୂଆଦିଲ୍ଲୀ : ଆଉ କିଛି ସମୟର ଅପେକ୍ଷା । ଉତ୍କଣ୍ଠାରେ ସାରା ଦେଶ । ହଟିବ ଅନ୍ଧାର, ବଞ୍ଚିବ ଜୀବନ। ୧୨ ଦିନ ପରେ ଆଲୋକ ଦେଖିବେ ୪୧ ଶ୍ରମିକ। ଅଳ୍ପ କେଇ ମିଟର ଦୂରରେ ଅଛନ୍ତି ଉଦ୍ଧାରକାରୀ ଦଳ । ଦୀର୍ଘ ୧୧ ଦିନ ଧରି ଟନେଲ ଭିତରେ ଫସି ରହିଥିବା ୪୧ ଶ୍ରମିକ ବାହାର ଦୁନିଆର ଆଲୋକ ଦେଖିବେ ।…

ଟନେଲରେ ଫସିଛି ୪୧ ଶ୍ରମିକଙ୍କ ଜୀବନ: ମୃତ୍ୟୁ ହାରିବ ଓ ଜୀବନ ଜିତିବ, ଉଦ୍ଧାର ପାଇଁ ଚାଲିଛି ଅହରହ ଉଦ୍ୟମ

ନୂଆଦିଲ୍ଲୀ : ଉତ୍ତରକାଶୀରେ ନନଷ୍ଚପ୍ ରେସକ୍ୟୁ ଅପରେସନ୍। ଆଠ ଦିନ ହେଲା ଫସି ରହିଛନ୍ତି ୪୧ ଶ୍ରମିକ । ଉଦ୍ଧାର ପାଇଁ ଚାଲିଛି ଅହରହ ଉଦ୍ୟମ। ଶ୍ରମିକ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ସ୍ବତନ୍ତ୍ର କୌଶଳ ଆପଣାଉଛନ୍ତି ବିଶେଷଜ୍ଞ ଦଳ। ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲ କରିବାକୁ ଯୋଜନା…

ଏବେ ବି ଟନେଲ ତଳେ ୪୦ ଶ୍ରମିକ; ଉଦ୍ଧାର ପାଇଁ ଚାଲିଛି ବଡ଼ ଅପରେସନ୍

ନୂଆଦିଲ୍ଲୀ : ଟନେଲ ଧ୍ବଂସାବଶେଷ ତଳେ ଚାଲିଛି ଜୀବନ ସହ ସଂଗ୍ରାମ। ପାଖାପାଖି ୪୮ ଘଣ୍ଟା ହେଲାଣି ଫସି ରହିଛନ୍ତି ୪୦ ଶ୍ରମିକ । ଏମାନଙ୍କ ଭିତରେ ଅଛନ୍ତି ୫ ଜଣ ଓଡ଼ିଆ । ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ଅହରହ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି । ୱାକିଟକି ଦ୍ବାରା ସେମାନଙ୍କ ସହ…